ଆସିଲା ଖୁସି ଖବର,ବିନା ପରୀକ୍ଷାରେ CRPF ରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ !

ବନ୍ଧୁଗଣ ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା ।ତେବେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ଡେପୁଟି କମାଣ୍ଡାଣ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି।ତେବେ CRPF ର ଅଫିସିଆଲ୍ ପୋର୍ଟାଲ୍ କୁ ଯାଇ crpf.gov.in ରେ ଆବେଦନ କରିପାରିବେ।

*ଖାଲି ଥିବା ପଦବୀ ସଂଖ୍ୟା:-୧୧ ଟି

*ଗୁରୁତ୍ୱପୂର୍ଣ୍ଣ ତାରିଖ: –

DIGP, GC, CRPF, ଗୁଆହାଟି, ଆସାମ – ୨୬ ମେ ୨୦୨୨।
DIGP, GC, CRPF, ହାଇଦ୍ରାବାଦ, ତେଲେଙ୍ଗାନା – ୦୧ ଜୁନ୍ ରୁ ୦୨ ଜୁନ୍।

*ଶିକ୍ଷାଗତ ଯୋଗ୍ୟତା: –

ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ M.Tech / ME ଡିଗ୍ରୀ, ବିଲ୍ଡିଂର ପ୍ଲାନିଂ, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, BOQ ପ୍ରସ୍ତୁତି, ଚୁକ୍ତିନାମା ଡକ୍ୟୁମେଣ୍ଟ୍ / NIT ଇତ୍ୟାଦିରେ ସର୍ବନିମ୍ନ years ବର୍ଷର ଅଭିଜ୍ଞତା ଥିବା।

*ବୟସ ସୀମା: -ପ୍ରାର୍ଥୀଙ୍କ ବୟସ 45 ବର୍ଷ ହେବା ଉଚିତ୍।

*ଦରମା: – ୭୨,୦୦୦ ଟଙ୍କା ଦରମା ପାଇବେ।

odia sambada
Comments (0)
Add Comment