ପ୍ରବଳ ଖରା ହେଉଥିଲେ ମଧ୍ୟ ଆପଣଙ୍କ ଛାତ ଉପରେ ଥିବା ପାଣି ଟାଙ୍କିର ପାଣି ଥଣ୍ଡା ରହିବ,ବାସ କରିବାକୁ ପଡ଼ିବ ଏହି କାମ !

ପାଣି ମଣିଷର ନିହାତି ରୂପରେ ଦରକାର ହୋଇଥାଏ ସେଥିପାଇଁ ଲୋକେ ନିଜ ଘର ଛାତ ଉପରେ ଟାଙ୍କି ବନାଇ ପାଣି ସଞ୍ଚୟ କରି ରଖିଥାନ୍ତି ଓ ଏହି ପାଣି ତାଙ୍କ କାମରେ ଲାଗେ କିନ୍ତୁ ଖରାଦିନେ ଟାଙ୍କିର ପାଣି ଗରମ ହୋଇଯାଏ ଓ ଏହାର ସଠିକ ବ୍ୟବହାର ହୋଇ ପାରେନାହିଁ।

ଏହାସହ ଯେତେବେଳେ ଆମେ ଟାଙ୍କିରୁ ପାଣି ବାହାର କରିଥାଉ ସେତେବେଳେ ମଧ୍ୟ ବାଲଟି ର ଆବଶ୍ୟକ ହୋଇଥାଏ। ପୂର୍ବରୁ ତ ଟାଙ୍କିରୁ ଏହିପରି ପାଣି ବାହାର କରିବା ବହୁତ ମୁସ୍କିଲ ଥିଲା କିନ୍ତୁ ଆଜି ଆମେ ଏପରି ଏକ ଟିପସ ଓ ଟ୍ରିକସ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ଟାଙ୍କିର ପାଣିକୁ ଥଣ୍ଡା ରଖିପାରିବେ।

ଗରମ ଦିନରେ ଏହି ପାଣି ଟାଙ୍କିର ପାଣିକୁ ଥଣ୍ଡା ରଖିବାପାଇଁ ଆପଣ ପ୍ରଥମେ ଏହାର ଉପରେ ରଙ୍ଗ ଦିଅନ୍ତୁ। ମୋଟା ପରଦର ରଙ୍ଗ ଦେବା ଦ୍ୱାରା ଟାଙ୍କି ଭିତରକୁ ସୂର୍ଯ୍ୟର ଉତ୍ତାପ ସଠିକ ଭାବରେ ଯାଏନାହିଁ ଓ ପାଣି ନର୍ମାଲ ରୂପରେ ଥଣ୍ଡା ରହିଥାଏ। ଯାହାକୁ ଆପଣ ବ୍ୟବହାର କରିପାରିବେ।

ପାଇପ ବନ୍ଦ କରନ୍ତୁ:-

ଆପଣ ପାଇପକୁ ଥଣ୍ଡା ରଖିବାପାଇଁ ପାଇପ କୁ ଘୋଡ଼ାଇ ଦିଅନ୍ତୁ। ଏଥିପାଇଁ ଆପଣଙ୍କୁ ବଜାରରୁ ବହୁତ ପ୍ରକାରର କାଗଜ କିମ୍ବା କଭର ମିଳିଯିବ ଘୋଡ଼ାଇବା ପାଇଁ। କିନ୍ତୁ ଭଲ ହେବ ଆପଣ ଏମିତି କଭର ବାଛନ୍ତୁ ଯାହାକି ବହୁତ ଗରମରେ ମଧ୍ୟ ପାଇପ କୁ ଥଣ୍ଡା ଦେବ। ଏହି ଜିନିଷ ଆପଣଙ୍କୁ ମହଙ୍ଗା ପଡ଼ିବ ସତ କିନ୍ତୁ ଏହା ଆପଣଙ୍କ ପାଣିକୁ ଥଣ୍ଡା ରଖିବ।

ବରଫର ପ୍ରୟୋଗ କରନ୍ତୁ:-

ଆପଣଙ୍କୁ ଟିକେ ଅଜବ ଲାଗୁଥିବ କିନ୍ତୁ ଗରମରେ ପାଣିକୁ ଥଣ୍ଡା ରଖିବାପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ବରଫ ଖଣ୍ଡ ମାର୍କେଟରୁ ଅର୍ଡର କରି ଟାଙ୍କି ଭିତରେ ରଖିବାକୁ ହେବ। ଏହା ଆପଣଙ୍କ ପାଣିକୁ ଲମ୍ବା ସମୟ ପର୍ଯ୍ୟନ୍ତ ଥଣ୍ଡା ରଖିବ ନାହିଁ। ଯଦି ଆପଣ ବହୁତ ପାଣି ବ୍ୟବହାର କରୁଛନ୍ତି ଠିକ ସେତେବେଳେ ହିଁ ଏହି ବରଫ ଖଣ୍ଡ ପକାନ୍ତୁ।

ଖରାରୁ ଟ୍ୟାଙ୍କକୁ ଦୂରେଇ ରଖନ୍ତୁ:-

ଆପଣ ନିଜ ପାଣି ଟାଙ୍କିକୁ ଖରାରୁ ବଞ୍ଚାଇବା ଲାଗି ଏହାକୁ ସେହି ସ୍ଥାନରେ ରଖନ୍ତୁ ଜେଇନ ସ୍ଥାନରେ ଖରା କମ ପଡ଼ୁଥିବ। ଏଥିପାଇଁ ଆପଣ ନିଜର ଟ୍ୟାଙ୍କକୁ ଛାତ ପରିବର୍ତ୍ତେ ଫର୍ଶ ଉପରେ ବି ରଖିପାରିବେ। ଯାହାଦ୍ୱାରା ପାଣି ସର୍ବଦା ଥଣ୍ଡା ରହିବ କିନ୍ତୁ ଯଦି ଆପଣଙ୍କ ଟ୍ୟାଙ୍କ ଛାତ ଉପରେ ଅଛି ତାହେଲେ ଆପଣ ନିଜ ଟ୍ୟାଙ୍କର କୁ ଚାଦର ଜରିଆରେ ଘୋଡ଼ାଇ ରଖିବାକୁ ହେବ।

odia sambada
Comments (0)
Add Comment