ଯଦି ଆପଣଙ୍କ ପାଖରେ ଅଛି ପୁରୁଣା ଏକ ଟଙ୍କିଆ ନୋଟ ତାହେଲେ କୋଟିପତି ହେବାରେ ଆପଣଙ୍କୁ କେହି ଅଟକାଇ ପାରିବେନାହିଁ:-

ଯଦି ଆପଣ ବିନା କାମ କରି ଜଲଦି ଟଙ୍କା କମାଇବାକୁ ଚାହୁଁଛନ୍ତି ତାହେଲେ ଏଠାରେ ଆପଣଙ୍କ ପାଇଁ ମୌକା ରହିଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ନିଜର ଘରୁ ବାହାରକୁ ପାଦ ନଦେଇ ଲକ୍ଷପତି ହୋଇପାରିବେ। ପ୍ରତ୍ୟେକ ନୋଟ ର ଅଲଗା ମୂଲ୍ୟ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର 1 ଟଙ୍କିଆ ନୋଟ ଛାଡ଼ି ଦେଶରେ ଉପସ୍ଥିତ ବାକି ନୋଟର ମୂଲ୍ୟ ପାଇଁ ଦାୟୀ ଅଟନ୍ତି। କାରଣ ଏକ ଟଙ୍କିଆ ନୋଟ ଉପରେ ଭାରତର ବିତ୍ତ ସଚିବଙ୍କ ହସ୍ତାକ୍ଷର ରହିଥାଏ।

ଅନଲାଇନ ଏହିପରି ଭାବରେ ନିଜର ୟୁନିକ ନୋଟ ର ବିକ୍ରି କରନ୍ତୁ:-

ଯଦି ଆପଣଙ୍କ ପାଖରେ ଏହି ଏକ ଟଙ୍କିଆ ନୋଟ ରହିଛି ତାହେଲେ ଘରେ ବସି ଆପଣ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ। ଯେତେବେଳେ ଜିନିଷ ପୁରୁଣା ହୋଇଯାଏ ସେତେବେଳେ ଏହା ଆଣ୍ଟିକ ଶ୍ରେଣୀରେ ଆସିଥାଏ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ଡିମାଣ୍ଡ ବଢିଯିବା ଦ୍ୱାରା ଅଧିକ ଆମଉଣ୍ଟରେ ବିକ୍ରି ହୋଇଥାଏ। କେତେକ ୱେବସାଇଟ ଏହି ପୁରୁଣା ନୋଟ ଓ ମୁଦ୍ରା ଗୁଡ଼ିକର ନିଲାମ କରୁଛନ୍ତି।

ଏମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ୱେବସାଇଟ ହେଉଛି OLX। ଏଥିରେ ଆପଣଙ୍କୁ ଲଗ ଇନ ଆଇଡ଼ି ବନାଇବାକୁ ହେବ ଓ ନିଜର ମୁଦ୍ରା ବିକ୍ରି କରିବାକୁ ହେବ। Indiamart.com ରେ ମଧ୍ୟ ଆପଣ ନିଜର ଆଇଡ଼ି ବନାଇ ଏହି ମୁଦ୍ରାର ନିଲାମୀ କରିପାରିବେ।

ଯେଉଁ ପୁରୁଣା ନୋଟର କଥା ଆମେ କହୁଛୁ, ତାହା ଆପଣଙ୍କ ଜେଜେ କିମ୍ବା ତାଙ୍କ ବାପାଙ୍କ ସମୟର ହୋଇପାରେ। ଯଦି ଆପଣ ଭାଗ୍ୟଶାଳୀ ଅଟନ୍ତି ତାହେଲେ କ୍ରେତା ସିଧା ଆପଣଙ୍କୁ ସମ୍ପର୍କ କରିବ। ସେଠାରେ ଆପଣ ପେମେଣ୍ଟ ଓ ଡିଲିଭରୀ ସର୍ତ୍ତ ଆଧାରରେ ନିଜର ନୋଟ ବିକ୍ରି କରିପାରିବେ।

ଉଦାହରଣ ସ୍ୱରୂପ ଷ୍ଟେପ ବାଏ ଷ୍ଟେପ:-

– www.olx.com ଯାଆନ୍ତୁ।

– ୱେବସାଇଟରେ ନିଜର ବିକ୍ରେତା ରୂପରେ ପଞ୍ଜୀକରଣ କରନ୍ତୁ।

– ଲଗ ଇନ କରିବାପରେ ଏହି ପ୍ଲାଟଫର୍ମ ଉପରେ ନିଜ ନୋଟର ଏକ ଭଲ ଫୋଟ ଉଠାଇ ଅପଲୋଡ଼ କରନ୍ତୁ କାରଣ ଏଥିରେ ଆପଣଙ୍କର ମାର୍କେଟିଂ ହୋଇଯିବ।

– ଥରେ ଯେତେବେଳେ ଆପଣଙ୍କ ନୋଟ ଲିଷ୍ଟିଙ୍ଗ ହୋଇଯିବ ସେତେବେଳେ ପୁରୁଣା ନୋଟରେ ଷୋୖକୀନ ରଖୁଥିବା ଲୋକେ ଆପଣଙ୍କୁ ଯୋଗାଯୋଗ କରିବେ।

– ଆପଣ ନିଜ ମୁଦ୍ରାକୁ ମନ ମୁତାବିକ ଦାମରେ ବିକ୍ରି କରିବାପାଇଁ କ୍ରେତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ।

ଏକ ଟଙ୍କିଆ ନୋଟ ପ୍ରଥମେ କେବେ ଛପି ଥିଲା:-

ଏକ ଟଙ୍କିଆ ସର୍ବପ୍ରଥମ ନୋଟ ନଭେମ୍ବର 30, 1917 ରେ ଛପା ଯାଇଥିଲା। ଏହି ନୋଟ ଉପରେ କିଙ୍ଗ ଚାର୍ଜ ପଞ୍ଚମଙ୍କ ଏକ ଫୋଟ ଥିଲା। ମିଡ଼ିଆ ରିପୋର୍ଟସ ଅନୁସାରେ 1926 ମସିହାରେ ଏକ ଟଙ୍କିଆ ନୋଟର ଛପା ହେବା ବନ୍ଦ ହୋଇ ସାରିଥିଲା। କିନ୍ତୁ 1940 ମସିହାରେ ଏହାକୁ ପୁଣିଥରେ ବନାଇବା ଆରମ୍ଭ କରାଗଲା ଓ 1994 ରେ ଏହାକୁ ବନ୍ଦ କରି ଦିଆଗଲା ଓ ପରେ 2015 ଜାନୁଆରୀ 1 ତାରିଖରେ ପୁଣି ଆରମ୍ଭ ହୋଇଥିଲା।

odia sambada
Comments (0)
Add Comment