ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ମଣିଷ ପାଲଟିଲା କୁକୁର। ଆସନ୍ତୁ ଜାଣିବା ଏହା କିପରି ସମ୍ଭବ ହୋଇପାରିଲା

ଦୁନିଆରେ ଆମେ ଆମ ଅନେକ ଜିନିଷ ନିଜ ଖୁସିରେ କରିଥାଉ ।ତାହା ମଧ୍ୟରୁ କୁକୁର କୁ ପାଳିବା ଦୁନିଆରେ ଲୋକଙ୍କ ର ଅଜବ ସଉକ୍ ରହିଛି। ନିଜକୁ ସମୟ ସହିତ ବଦଳାଇବା ପାଇଁ ସବୁ ବେଳ ମଣିଷ ଚାହିଁଛି । ହେଲେ କିଛି ମଣିଷ ଏମିତି ଅଛନ୍ତି ଯେମିତି କି ଆପଣ ଦେଖିଥିବେ କେତେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ନିଜକୁ ବଦଳାଇ ବା ର ଇଛା ମଧ୍ୟ ରଖନ୍ତି । ହେଲେ ଏବେ ଏମିତି ବି କିଏ କ’ଣ କେବେ ମଣିଷ ରୁ ପଶୁ ହେବା ଆପଣ ଜାଣିଛନ୍ତି କି ଯଦି ବି ଏମିତି ଆପଣ କୌଣସି ଫିଲ୍ମରେ ଦେଖିଥିବେ। କିନ୍ତୁ ଏପରି ଘଟଣା ସତରେ ଘଟିଛି।

ଯେଉଁଠି ମଣିଷ କୁକୁର ହୋଇଛି। ପୁଣି ଏପରି ମଣିଷ କୁକୁର ହେବା ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କେତେକ ଧନୀ ବ୍ୟକ୍ତିଙ୍କ ଦ୍ୱାରା କୁକୁରମାନଙ୍କୁ ସଜା ହୋଇଥିବା ଆପଣ ଦେଖି ଥିବେ। କିଛି ଲୋକମାନେ ପୁଣି କୁକୁର ପରି ଜୀବନ ବଞ୍ଚିବାକୁ ଚାହାଁନ୍ତି ଯାହା ଶୁଣିଲେ ଆତ୍ସୟ ଲାଗିଥାଏ । ଜାପାନର ଜଣେ ବ୍ୟକ୍ତି କୁକୁର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିବା ର ଦୃଶ୍ୟ ସାମ୍ନାକୁ ଆସିଚି।

ତେଣୁ ସେ ପ୍ରାୟ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜକୁ କୁକୁର କରିଦେଇଛନ୍ତି। ତାଙ୍କୁ ଦେଖି ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ପ୍ରକୃତରେ ମଣିଷ ନା କୁକୁର । ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ। ଏପରି କିପରି ଜଣେ ମଣିଷ କୁକୁର ହୋଇଯାଏ ପାରେ । ତୋକୋ ନାମକ ଏହି ବ୍ୟକ୍ତି ଙ୍କ ଫଟୋ ଆପଣ ଜାପାନୀ ଟ୍ୱିଟର @Jeppet JP ବ୍ୟବହାରକାରୀ ଙ୍କ ଆଇଡିରେ ଦେଖି ପାରିବେ ।

ତାଙ୍କ ରୂପ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ସେ କୁହନ୍ତି ଯେ ସେ ପିଲାଦିନରୁ ପଶୁମାନଙ୍କ ଜୀବନ ବଞ୍ଚିବାକୁ ଚାହୁଁଥିଲେ ଏବଂ କୁକୁରମାନଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ରହି ଥିଲା। ତେଣୁ ସେ ନିଜର ରୂପ ବଦଳାଇବା ପାଇଁ ସ୍ୱତନ୍ତ୍ର କର୍ମଶାଳା ଜେପେଟ ନିକଟକୁ ଯାଇ ନିଜ ପାଇଁ ଏକ ଅଲ୍ଟ୍ରା ବାସ୍ତବ କୁକୁର ପୋଷାକ ତିଆରି କରିବାକୁ କହିଥିଲେ। ଏହାକୁ ପିନ୍ଧିବା ପରେ କୌଣସି ମଣିଷ ତାଙ୍କୁ ଚିହ୍ନି ପାରି ନଥିଲେ କାରଣ ସେ ଏକଦମ କୁକୁର ପରି ଦୃଶ୍ୟ ମାନ ହେଉଥିଲେ ।

odia sambada
Comments (0)
Add Comment