ଏହି ବେଡ୍ ଏସି ବରଫ ଭଳି ଦେଇଥାଏ ଥଣ୍ଡା, ବିଜୁଳି ଯିବା ପରେ ମଧ୍ୟ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ରଖେ ଥଣ୍ଡା !

ଆପଣଙ୍କ ବେଡ ବରଫ ଭଳି ଥଣ୍ଡା ହୋଇଯିବ ଆପଣ କେଵେ ନା କେଵେ ନିଶ୍ଚିତ ଭାବିଥିବେ ଯଦିଓ ଏଵେ ଏହା ଅସଲରେ କରାଯାଇ ପାରିବ କାରଣ ମାର୍କେଟରେ ଏପରି ଏୟାର କଣ୍ଡିସନର ଆସିଗଲା ଯାହା ପୂରା ବେଡକୁ ମିନିଟରେ ଥଣ୍ଡା କରି ପାରେ ଓ ଖାସ କଥା ଏହା ଯେ ବିଜୁଳି ଚାଲିଯିବା ପରେ ମଧ୍ୟ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ବଜାୟ ରଖିଥାଏ ତେବେ ଚାଲନ୍ତୁ ଜାଣିବା ଏହା କେଉଁ ଏସି ଓ କିଭଳି କାମ କରେ ?

ଆମେ ଯେଉଁ ପ୍ରଡକ୍ଟ ବିଷୟରେ କହୁଛୁ ତାହା ଏକ ପୋର୍ଟେବଲ ଏୟାର କଣ୍ଡିସନର ଯାହା ଏକ ଷ୍ଟାଣ୍ଡରେ ଲଗାଇ ଦିଆଯାଏ ଓ ଏହାସହ ଏକ ଖାସ କଭର ଦିଆଯାଏ ଯିଏ ଏୟାର କଣ୍ଡିସନରର କୁଲିଙ୍ଗକୁ ବେଡ ଚାରିପାଖରେ ଲକ କରିବାକୁ କାମ କରେ|ଯେତେବେଳେ ଥରେ ଆପଣ ଏସି ଅନ କରନ୍ତି ତେଵେ କୁଲିଙ୍ଗ ଏତେ ଜବରଦସ୍ତ ତେଜ ହୋଇଯାଏ ତ ଆପଣଙ୍କୁ ଜଣା ପଡେନାହିଁ|ଚାଲନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଜାଣିବା:

ଯେଉଁ ପ୍ରଡକ୍ଟ ବିଷୟରେ ଆମେ କଥା ହେଉଛନ୍ତି ତାର ନାମ Tupik Double Bed Air Conditioner ଅଟେ ଯାହା ମାର୍କେଟରେ ସହଜରେ ଉପଲବ୍ଧ ଓ ଏହାକୁ ଆପଣ ଅନଲାଇନରେ କିଣି ପାରିବେ|ଏହାର ଓଜନ ୧୩ କେଜି ଯାହାକୁ ବେଡ ପଛରେ ଥିବା ଷ୍ଟାଣ୍ଡରେ ଲଗାଯାଇଥାଏ|ଏହି ଏସି ବହୁ ଶସ୍ତାରେ ଉପଲବ୍ଧ ଏହାର ମୂଲ୍ୟ ୨୦ ହଜାର ଟଙ୍କା|ଯଦି ଆପଣ ଏହାକୁ ଅନଲାଇନ ୱେବସାଇଟରେ କିଣିବାକୁ ଚାହାନ୍ତି ତେଵେ କିଣିପାରନ୍ତି|

ଏହି ଏୟାର କଣ୍ଡିସନର ସହ କୁଲିଙ୍ଗ ବଜାୟ ପାଇଁ ଖାସ ମେଟେରିଆଲରେ ନିର୍ମିତ ଖାସ ଜିନିଷ ମିଳେ ଯାହାର ଗୋଟିଏ ପାଖରେ ଏସି ଲଗାଇବାକୁ ଜାଗା ଥାଏ|ଏହା ଏକ ଟେଣ୍ଟ ଭଳି ହୋଇଥାଏ ଯାହା ସହଜରେ ବେଡ ଚାରିପାଖରେ ଲଗା ଯାଇପାରେ ଓ ଆପଣ ସହଜରେ ବେହତରିନ କୁଲିଙ୍ଗର ଆନନ୍ଦ ନେଇ ପାରିବେ|

odiasambada
Comments (0)
Add Comment