ବିବାହିତ ପୁରୁଷଙ୍କ ଯବାନୀ ରହିବ ସ୍ଥାୟୀ, ମାତ୍ର ଏହି ସମୟରେ ଖାଆନ୍ତୁ କଦଳୀ

ଏଇ ଦୁନିଆରେ ପ୍ରତ୍ୟେକ ଫଳ ଏକ ନିର୍ଦ୍ଧିଷ୍ଟ ସିଜିନରେ ହୋଇଥାଏ କିନ୍ତୁ କଦଳୀ ଏମିତି ଏକ ଫଳ ଯାହାକି ବର୍ଷକ ବାରମାସ ଉପଲବ୍ଧ ହୋଇଥାଏ। କଦଳୀ ବହୁତ ସ୍ୱାଦିଷ୍ଟ ତ ନିହାତି ହୋଇଥାଏ କିନ୍ତୁ ଏହାକୁ ଖାଇବା ଦ୍ୱାରା ବହୁତ ସାରା ଫାଇଦା ରହିଛି। ବିବାହିତା ପୁରୁଷଙ୍କ ପାଇଁ ଏହା ରାମବାଣ ସଦୃଶ ହୋଇଥାଏ। ଏହାସହ ଏହା ଆମ ତ୍ୱଚା ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।

ସେକ୍ସ ହର୍ମୋନକୁ ବଢାଇଥାଏ କଦଳୀ:-

କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ରହିଥିବାରୁ ଏହା ପୁରୁଷଙ୍କ ସେକ୍ସ ହର୍ମୋନ ବୃଦ୍ଧି କରାଇଥାଏ। ଏଥିରେ ବ୍ରୋମିଲିନ ନାମକ ଏକ ଏଞ୍ଜାଇମ ମିଳିଥାଏ, ଯିଏକି ଇରେକ୍ସନକୁ ସଠିକ କରାଇଥାଏ। ସେହିପରି କଦଳୀ ସ୍ପର୍ମ କାଉଣ୍ଟ ମଧ୍ୟ ବୃଦ୍ଧି କରାଇଥାଏ। ଏହାସହ କଦଳୀରେ କ୍ୟାଲୋରୀ ବହୁତ ଭଲ ଥିବାରୁ ରହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

ପାଚନ ତନ୍ତ୍ର ସଠିକ ରଖେ:-

କଦଳୀରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ପାଚନ ପ୍ରକ୍ରିୟାରେ ମଧ୍ୟ ସହାୟତା କରିଥାଏ। ଏଥିରେ କବଜ ସମସ୍ୟା ରହିନଥାଏ। ଏମିତିରେ ଯେଉଁ ଲୋକେ ଦିନକୁ ଗୋଟିଏ ଦୁଇଟି କଦଳୀ ସେବନ କରନ୍ତି ତାଙ୍କଠାରେ ଏହି କବଜ ସମସ୍ୟା ଦେଖାଯାଇନଥାଏ।

ଖାଇବାର ସବୁଠାରୁ ଭଲ ସମୟ:-

କଦଳୀ ଖାଇବାର ସବୁଠାରୁ ସକାଳ ସମୟ ବହୁତ ଭଲ ହୋଇଥାଏ। ଯଦି ଆପଣ ସକାଳୁ ସକାଳୁ ଖାଲି ପେଟରେ ଦୁଇଟି କଦଳୀ ଖାଉଛନ୍ତି ତାହେଲେ ଏଥିରେ ଆପଣଙ୍କ ପାଚନକ୍ରିୟା ସଠିକ ହୋଇଯିବ। ଏହାସହ ଆପଣଙ୍କ ସେକ୍ସ ସମସ୍ୟା ଗୁଡ଼ିକ ମଧ୍ୟ ଦୂର ହୋଇଯିବ।

odia sambada
Comments (0)
Add Comment