୪ବର୍ଷ ପର୍ଯ୍ୟନ୍ତ ଚାଲିଲା ପ୍ରେମ – ପ୍ରସଙ୍ଗ ତାପରେ ହେଲା ବିବାହ କିନ୍ତୁ ଚତୁର୍ଥୀ ଦିନ ଶାରୀରିକ ସମ୍ବନ୍ଧରେ..

ଉତ୍ତର ପ୍ରଦେଶର ମୁରାଦାବାଦରୁ ଗୋଟିଏ ବହୁତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରକୃତ ରେ ଏଠାରେ ଗୋଟିଏ ପୁଅ ଆଉ ଝିଅ ଚାରି ବର୍ଷ ପର୍ଯ୍ୟନ୍ତ ପ୍ରେମ ପ୍ରସଙ୍ଗ ରେ ରହିଲେ । ଏତିକି ନୁହେଁ ଦୁହେଁ ପରସ୍ପରକୁ ସୀମାଠୁ ଅଧିକ ପ୍ରେମ କରୁଥିଲେ ଆଉ ଦୁହିଁଙ୍କର ଏହି ସମ୍ପର୍କଙ୍କୁ ନାଁ ମଧ୍ୟ ମିଳିଗଲା ।

ଏହା ସହିତ ହିଁ ଦୁହେଁ ଶେଷରେ ବିବାହ ମଧ୍ୟ କରିନେଲେ କିନ୍ତୁ ଚର୍ତୁଥୀ ଦିନ ପ୍ରେମିକା ପ୍ରେମୀକୁ କିଛି ଏମିତି କଥା କହିଦେଲା ବର ସ୍ୱପ୍ନ ରେ ବି ଏହି ବିଷୟରେ ଭାବିନଥିଲା । ଏମିତିରେ ଆପଣ ଭାବୁଥିବେ କି ପ୍ରକୃତରେ କନ୍ୟା ଏମିତି କଣ କହିଦେଲା କି ବରର ହୋସ ଉଡ଼ିଗଲା ।

ଆମେ ଆପଣଙ୍କୁ କହିରଖୁଛୁ କି ପ୍ରକୃତରେ ଏମିତି କଣ କହିଲା ।ବାସ୍ତବରେ କନ୍ୟା ଚତୁର୍ଥୀ ରେ ବର ସହ ଶାରୀରିକ ସମ୍ବନ୍ଧ ବନେଇବାକୁ ସଫା ମନା କରିଦେଲା । ଏହି କଥାକୁ ଶୁଣି ବର ବହୁତ ଆଶ୍ଚର୍ଯ୍ୟ ହୋଇଗଲା । କନ୍ୟା ନିଜ ପତି ସହ ଦୁଇ ପଦ କହିଦେଲା ପସନ୍ଦ ନୁହେଁ ଶାରୀରିକ ସମ୍ବନ୍ଧ ବନେଇବା ।

ଏହା ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଅଟେ କି ଚାରି ବର୍ଷ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଆଉ ଅଚାନକ ବିବାହ ପରେ କନ୍ୟାର ଏହି ପ୍ରକାରର ବ୍ୟବହାର ବରର ବୁଝିବାର ବାହାରେ ଥିଲା । ସ୍ଥାନୀୟ ମିଡ଼ିଆର ଅନୁଯାୟୀ ପରିଜନମାନଙ୍କ ଭାରି ବିରୋଧ ମଧ୍ୟରେ ଦୁହିଁଙ୍କର ବିବାହ ହୋଇଥିଲା ।

ବଦନାମୀ ସମୟରେ ପଞ୍ଚାୟତ ସାହାଯ୍ୟ ମାମଲାର ସମାଧାନ କରିବାକୁ ଚେଷ୍ଠା କରାଗଲା କିନ୍ତୁ ତାହା ମଧ୍ୟ ବେକାର ହେଲା । ଏହା ପରେ ମହିଳା ଉନ୍ନତି କେନ୍ଦ୍ରରେ ପହଞ୍ଚୀଲା। କାଉନସେଲିଂ ସମୟରେ ଦୁହେଁ ସ୍ୱେଚ୍ଛାକୃତ ଭାବେ ଅଲଗା ରହିବାକୁ ରାଜି ହେଲେ ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ,ମୁରାଦାବାଦର ବାସିନ୍ଦା ବାଳିକା ସୋନିପତର ଜଣେ ଇଞ୍ଜିନିୟରଙ୍କୁ ପ୍ରେମ କରୁଥିଲେ । ଦୁହିଁଙ୍କର ବନ୍ଧୁତ୍ୱ ରୁ ଉଭୟଙ୍କ ପ୍ରେମ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ​​।

ଏବଂ ଯେତେବେଳେ ବିବାହ କଥା ଆସିଲା,ସେତେବେଳେ ପରିବାର ଲୋକ ବିବାହ କରିବାକୁ ମନା କରିଦେଇଥିଲେ,କିନ୍ତୁ ଏହା ପରେ ଝିଅଟି ବିଷ ପିଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା,ତା’ପରେ କୌଣସି ପ୍ରକାରରେ ବିବାହ ହୋଇଥିଲା, କିନ୍ତୁ ଚତୁର୍ଥୀରେ ଝିଅଟି ନିଜ ପ୍ରେମିକଠାରୁ ଦୂରେଇ ଯାଇଥିବା ଯୁବକଙ୍କୁ ସ୍ପଷ୍ଟ ଭାବରେ କହିଥିଲା ​​। ତାଙ୍କୁ ଶାରୀରିକ ସମ୍ବନ୍ଧ ବନେଇବା ପସନ୍ଦ ନୁହେଁ ।

odia sambada
Comments (0)
Add Comment