କନ୍ୟାକୁ ମିଳିବ ୨୧୦୦୦ ଟଙ୍କା, ଏଭଳି ଆବେଦନ କରି ଉଠାନ୍ତୁ ଲାଭ

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଝିଅ ସଶକ୍ତିକରଣ ପାଇଁ ଵହୁ ଯୋଜନାରେ ଲାଭ ଦେଉଛନ୍ତି|ଏହି ପର୍ଯ୍ୟାୟରେ କହିବା ଯଦି ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ଦ୍ୱାରା ,”ଆପଣଙ୍କ ଝିଅ ଆମର ଝିଅ” ଯୋଜନା ଚଳାଇବା ପାଇଁ ଯାଉଛନ୍ତି|

ଏହି ଯୋଜନାର ଉଦ୍ଦେଶ୍ୟ ଦେଖାଯାଏ ତ ରାଜ୍ୟରେ ବାଳିକାଙ୍କ ଜନ୍ମକୁ ନେଇ ସାମାଜିକ ଦୃଷ୍ଟିକୋଣରୁ ପରିବର୍ତ୍ତନ ଆଣିବାକୁ କୁହାଯାଇଛି|କନ୍ୟା ଭ୍ରୁଣ ହତ୍ୟାରେ ରୋକ ଲଗାଇବା,ଲିଙ୍ଗାନୁପାତରେ ସୁଧାର ତଥା ବାଳିକାଙ୍କୁ ଉଚିତ ଶିକ୍ଷାଦେବା ଏହାର ଉଦେଶ୍ୟ|

ହରିୟଣା ସରକାରଙ୍କ ପ୍ରଭାବ ଏଭଳି ଭାବେ ପଡିଲା ଯେ ରାଜ୍ୟରେ ଲଗାତାର ଲିଙ୍ଗାନୁପାତରେ ସୁଧାର ଆସିବା ଆରମ୍ଭ ହୋଇଗଲାଣି,ଝିଅ ପ୍ରତି ସମାଜର ସକରାତ୍ମକ ଭାବନା ଆସିବା ଆରମ୍ଭ ହେଲାଣି ଓ ଝିଅକୁ ସମାନ ସୁବିଧା ସୁଯୋଗ ଦେବାକୁ କାର୍ଯ୍ୟ କରାଯାଉଛି|

ସରକାରଙ୍କୁ ପ୍ରବକ୍ତା ସୂଚନା ଦେଇଛନ୍ତି ଯେ ମହିଳା ଓ ବାଳ ବିକାଶର ସହଯୋଗରେ ଚଲାଯାଉଥିବା ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ଓ ସହର କ୍ଷେତ୍ରରେ ଜନ୍ମ ହୋଇଥିବା ଅନୁସୂଚିତ ଜାତି ତଥା ବିପିଏଲ ପରିବାର କୁ ପ୍ରଥମ କନ୍ୟା ଜନ୍ମ ପରେ ୨୧ ହଜାର ଟଙ୍କା ଦିଆଯିବ|ଏହାବ୍ୟତୀତ ସବୁବର୍ଗର ଦ୍ୱିତୀୟ ଓ ତୃତୀୟ ଝିଅ ଜନ୍ମ ହେବାପରଠୁ ୨୧ ହଜାର ଟଙ୍କା ଜୀବନ ବିମା ନିଗମରେ ନିବେଶ ଆରମ୍ଭ କରିଛି|

ଲାଭାର୍ଥୀଙ୍କ ନାମ ଦେଖାଯାଏ ତ ଗୋଟେ ମେମ୍ବରସିପ ସାର୍ଟିଫିକେଟ ଜାରି ପରେ ଏହାର ଲାଭ ନେଇ ପାରିବେ|ସେହି ଛୁଆକୁ ୧୮ ବର୍ଷ ହେବା ପରେ ଇନ କ୍ୟାଶ କରି ଦିଆଯାଏ କିନ୍ତୁ ଓ ଲାଭାର୍ଥୀ ଅବିବାହିତ ହେବା ଆବଶ୍ୟକ|

ପ୍ରବକ୍ତା ସୂଚନା ଦେଇଛନ୍ତି ଏହି ଯୋଜନାରେ ଲାଭ ଉଠାଇବାକୁ ଆବେଦକ ସରଳ ପୋର୍ଟାଲ www.saralharyana.nic.in ପୋର୍ଟାଲ ରେ ଆବେଦନ କରିପାରିବେ|

ଆବେଦନ ପାଇଁ ଝିଅର ଜନ୍ମ ପ୍ରମାଣପତ୍ର,ପରିବାର ପରିଚୟ ପତ୍ର,ରାଶନ କାର୍ଡ,ଜାତି ପ୍ରମାଣପତ୍ର,ବିପିଏଲ ପତ୍ର ଓ ସଂଖ୍ୟା ଆଦି ଦସ୍ତାବିଜ ଆବଶ୍ୟକ|ଯୋଜନାର ଲାଭକୁ ନେଇ ଝିଅ ଜନ୍ମ ହେଵାର ୧ ବର୍ଷ ମଧ୍ୟରେ ଆବେଦନ କରିପାରିବେ|

odia sambada
Comments (0)
Add Comment