ଫ୍ରି ରେ ମିଳୁଥିଲେ ମଧ୍ୟ ଆପଣ ଏମିତି ଜୋତା ପିନ୍ଧିବାକୁ ଚାହିଁବେ ନାହିଁ ଯାହାକୁ ଏହି କମ୍ପାନୀ 1 ଲକ୍ଷ 42 ହଜାର ଦରରେ ବିକ୍ରି କରୁଛି

ପ୍ରସିଦ୍ଧ ଲକଜୁରୀୟସ ବାଲେନସିଆଗା ନିଜର ସବୁଠାରୁ ଖରାପ ସ୍ନିକର୍ସ ଗୁଡ଼ିକ ପାଇଁ ଏବେ ଚର୍ଚ୍ଚାରେ ରହିଛି। ଲୋକଙ୍କ ମଧ୍ୟରେ ଏହି ଜୋତାକୁ ନେଇ ଚର୍ଚ୍ଚା ଜାରି ରହିଛି ଓ ଏହି ଜୋତାକୁ ଏହାର ପେରିସ ସ୍ନିକର କଲେକ୍ସନ ସହିତ ଲଞ୍ଚ କରାଯାଇଛି। ଏହି ଖରାପ ସ୍ନିକର୍ସ ଦାମ ପାଖାପାଖି 1.44 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଆପଣ ଅନ୍ଦାଜା ଲଗାଇ ପାରିବେନାହିଁ ଜୋତା ଯେତେ ଅଧିକ ଖରାପ ହେବ ଏହାର ଦାମ ସେତେ ଅଧିକ ହୋଇଯିବ। ଆପଣ ସେହି ଜୋତା ଉପରେ ଅଧିକ ଖର୍ଚ୍ଚ କରିବାକୁ ହେବ ଯେଉଁ ଜୋତା ବହୁତ କଟିଛି ଓ ଅପରିଷ୍କାର ଦେଖାଯାଉଛି। ଲିମିଟେଡ଼ ଏଡିଶନର ଏହି ଜୋତା ଗୁଡ଼ିକର ମାତ୍ର 100 ହଳ ଉପଲବ୍ଧ ରହିଛି। ଯାହାକି Balenciagaର ନୂଆ କ୍ୟାମ୍ପେନର ଅଂଶ ଅଟେ। ଯାହାକି ବତାଯାଉଛି କି, ଏହି ସ୍ନିକର୍ସ ସାରା ଜୀବନ ପିନ୍ଧିବା ପାଇଁ ଅଟେ।

Balenciaga ର ଅଧିକାରୀ ୱେବସାଇଟରେ ଏହି ନୂଆ ରେଞ୍ଜ ବିଷୟରେ ଲେଖାଯାଇଛି। ଏହା ଏକ କ୍ଲାସିକ ଡିଜାଇନ ଅଟେ ଓ ମଧ୍ୟ ଶତାବ୍ଦୀ ଆଥଲୋଟିସବାଦ ଓ ସର୍ବଦା ପିନ୍ଧିବାପାଇଁ ଅଟେ ଓ ଏହା କାଜୁଆଲ ଓୟାର ମଧ୍ୟ ଅଟେ। ଯେଉଁ ଜୋତା କଳା, ଧଳା ଓ ଲାଲ ରଙ୍ଗର ସଫା ରବର ସୋଲ ଓ ଟୋ ସହିତ ଆସିଥାଏ, ଯାହାକି ଲୁକକୁ ପ୍ରଭାବିତ କରିଥାଏ। ତାହାକୁ ଜାଣିଶୁଣି ଏମିତି ଲୁକ ଦିଆଯାଇଛି।

ଜୋତାର ଏହି କଲେକ୍ସନ ଗୁଡ଼ିକୁ ଦେଖିବାପରେ ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ନିଜର ବିଚାର ବ୍ୟକ୍ତ କରିବାରେ ନିଜକୁ ଅଟକାଇ ପାରିଲେନାହିଁ। ସୋସିଆଲ ମିଡ଼ିଆରେ ଲୋକେ ପଚାରିବାକୁ ଆରମ୍ଭ କରିଦେଲେ, “କଣ ତୁମେ ଏହାକୁ ପିନ୍ଧିବି” ?

ଏହି ଲକଜୁରୀୟସ ବ୍ରାଣ୍ଡ ଉପରକୁ କଟାକ୍ଷ କରି ଜଣେ ୟୁଜର ଜଙ୍କ ଲାଗିଥିବା ଏକ ବାର୍ବୀ ଡ଼ଲକୁ କହିଥିଲେ ନୁଏବା ବାର୍ବୀ Balenciaga।

କିଛିଲୋକଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ଖରାପ ସ୍ନିକର୍ସ ଅଟେ ଆଉଜଣେ ୟୁଜର୍ସ ଏହାକୁ ଲେଟେଷ୍ଟ ଜୋତା ଭାବରେ ମାନିଥିଲେ।

ଆଉଜଣେ ୟୁଜର୍ସ କହିଥିଲେ, ଯେକେହିବି ଏହି balenciaga ଜୋତା କିଣିବେ ତାଙ୍କୁ ପ୍ରଥମେ ଥେରାପିଷ୍ଟ ପାଖକୁ ଯିବାକୁ ହେବ।

odia sambada
Comments (0)
Add Comment