ଏମିତି ଏକ ବିବାହ ଆପଣ କେବେ ବି ଶୁଣି ନଥିବେ ! ଜାଣନ୍ତୁ ଏହି ବାହାଘରର ରହସ୍ୟ !

ପ୍ରେମ ହେଉଛି ଏପରି ଏକ ଜିନିଷ ଯାହା ଦୁଇ ଜଣଙ୍କ ମଧ୍ୟରେ ଚାଷ କରାଯାଏ ଏବଂ ସମୟ ସହିତ ବି ତାହା ବଢ଼ି ଥାଏ , ତାଙ୍କୁ ଜାଣିବା ଏବଂ ଜୀବନର ଅନେକ ଉତ୍ଥାନକୁ ଏକାଠି ଅନୁଭବ କରିବା | ଏଥିରେ ପ୍ରତିବଦ୍ଧତା, ସମୟ, ପାରସ୍ପରିକ ବିଶ୍ୱାସ ଏବଂ ଗ୍ରହଣୀୟତା ଅନ୍ତର୍ଭୁକ୍ତ | ଦାର୍ଶନିକ, କବି, ଲେଖକ ଏବଂ ସସାଇଣ୍ଟିଷ୍ଟ୍ନ ମାନଙ୍କ ପାଇଁ ପ୍ରେମ ଏକ ଅନୁକୂଳ ବିଷୟ ହୋଇଆସିଛି ଏବଂ ବିଭିନ୍ନ ଲୋକ ଏବଂ ଗୋଷ୍ଠୀ ଏହାର ପରିଭାଷା ବିଷୟରେ ଅନେକ ସମୟରେ ଯୁଦ୍ଧ କରିଆସୁଛନ୍ତି |ଏମିତି ଏକ ପ୍ରେମ କଥା ଘଟିଛି ଭଦ୍ରକ ଜିଲ୍ଲା ରେ । ଜାଣିବା ପୁରା ଘଟଣା କଣ ।

ଗୋଟେ ବିବାହ ରେ ସେମାନେ ବର ଯାତ୍ରୀ ହୋଇ ଆସିଥିଲେ ଆଉ ବହୁତ ମୋଜା ମଧ୍ୟ କରୁଥିଲେ । କିନ୍ତୁ ସେମାନଙ୍କ ର ଇରାଦା ଆଉ କିଛି ଥିଲା ଯାହା ଆପଣ ଶୁଣିଲେ ଚମକି ପଡିବେ । ସେମାନେ ତାଙ୍କ ପ୍ରମିକ ଙ୍କ ଘୋରେ ଲୁଚି କରିଥିଲେ । ଆଉ ତାଙ୍କ ସହ ବୋଷ ଉଠା ମଧ୍ୟ କରିଥିଲେ , କିନ୍ତୁ ସତ କେବେ ଲୁଚି ରୁହେ ନାହିଁ ଯାହା ଦିନେ ନା ଦିନେ ବାହାର କୁ ଆସିବ । ଜେନାଙ୍କ ବଡ଼ ଝିଅ କଲେଜରେ ପଢୁଥିବା ବେଳେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ଗାଁର ସତ୍ୟରଞ୍ଜନ ଜେନା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହିଭଳି ମଝିଆ ଝିଅର ବାଲେଶ୍ବର ଜିଲ୍ଲା କୁପାରି ରଟିନା ଗାଁର ଯୁବକ ମାନସ ନାୟକ ସହ ରଂଗ ନମ୍ବରରୁ ପ୍ରେମ ଆରମ୍ଭ ହୋଇଥିଲେ । ମଦନ ଜେନାଙ୍କ ଶଳା ବାହାଘର ପାଇଁ ଦୁଇ ଝିଅ ତାଙ୍କ ଦୁଇ ପ୍ରେମିକଙ୍କୁ ବାହାଘର ବର ଯାତ୍ରୀ ଯିବା ପାଇଁ ଡାକିଥିଲେ।

ବାହାଘର ସରିବା ପରେ ଦୁଇ ଝିଅ ପ୍ରେମିକ ଦ୍ଵୟଙ୍କୁ ନେଇ ରାତ୍ରିରେ ଘରେ ରହିଥିଲେ। ଏହି ଖବର ଗ୍ରାମବାସୀ ମାନଙ୍କୁ ହଜମ ହେଲାନାହିଁ। ଗାଁ ରେ ଏଭଳି ପରମ୍ପରା ନାହିଁ। ଏହି ପ୍ରେମିକ ମାନେ ଗାଁ କୁ ଆସି ଖରାପ ବିବାହ ପରମ୍ପରା ସୃଷ୍ଟି କଲେ ଦର୍ଶାଇ ହଠାତ୍ ଗାଁ ଲୋକ ମାନେ ମଦନଙ୍କ ଘରକୁ ଘେରାଉ କରିବା ସହ ପ୍ରେମିକ ଦ୍ଵୟଙ୍କୁ ନିଜ ହେପାଜତକୁ ନେଇଆସିଥିଲେ । ଦୀର୍ଘ ସମୟ ପାଟି ତୁଣ୍ଡ ଓ ମାଡ଼ପିଟ ପରେ ଉଭୟ ପୁଅଙ୍କୁ ଗୋଟେ ଘରେ ଅଟକ ରଖିବାପରେ ଦୁଇ ଝିଅଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ଗ୍ରାମବାସୀ ଦୁଇ ପ୍ରେମିକଙ୍କୁ ପଚରାପଚରି କରିବା ବେଳେ ଭଣ୍ଡାରିପୋଖରୀ ସରସଦା ଗାଁର ପ୍ରେମିକ ପ୍ରବର ବିବାହ ହେବା ପାଇଁ ରାଜି ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା କୂପାରି ରଟିନା ଗାଁର ମାନସ ଆଗରୁ ବାହା ହୋଇଥିବା ଜଣାପଡିଥିଲା । ଶେଷରେ ଗାଁ ଲୋକ ମାନସର ଧର୍ମପତ୍ନୀଙ୍କୁ ଘଟଣାସ୍ଥଳକୁ ଡାକି ସବୁ କଥା ଜଣାଇଥିଲେ । ଶେଷରେ ମାନସ ଗାଁ ଲୋକଙ୍କ ପାଖରେ ଭୁଲ ମାଗିବା ସହ ଜୋରିମାନା ଦେଇ ଘରକୁ ଫେରିଥିଲେ।

odia sambada
Comments (0)
Add Comment