ବିନା ବିଜୁଳି ଓ ଇନଭର୍ଟରରେ ୧୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ଫ୍ୟାନ, ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଗରମ ଦିନରେ ବିନା ପଙ୍ଖାରେ ରହିବା ମଧ୍ୟ ଅସମ୍ଭବ ହୋଇଯାଏ। କେତେଥର ଲାଇଟ ଯିବା କାରଣରୁ ଆମର କୁଲର ଓ ପଙ୍ଖା ସବୁ ବନ୍ଦ ପଡିଯାଇଥାଏ। ଏହାଦ୍ୱାରା ଆମକୁ ଗରମ ସମ୍ଭାଳିବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ଆପଣଙ୍କର ଏହି ସମସ୍ୟା ଦୂର କରିବାକୁ ଆସିଛୁ ଓ ଏମିତି ଏକ ଫ୍ୟାନ ବିଷୟରେ କହିବାକୁ ଆସିଛୁ ଯେଉଁ ଫ୍ୟାନ ବିନା ବିଜୁଳିରେ ୧୫ ଘଣ୍ଟା ଧରି ଚାଲିଥାଏ ଓ ଆପଣଙ୍କୁ ପବନ ଦେବ। ଯଦି ଆପଣ ପଙ୍ଖା କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ପଙ୍ଖାର ସମସ୍ତ ସୂଚନା ଏହି ଆର୍ଟିକଲ ମଧ୍ୟରେ ଜଣାଇବୁ।

ଏହି ପଙ୍ଖା ତିନୋଟି ବ୍ଲେଡ଼ ସହିତ ଆସିଥାଏ ଓ ଆପଣଙ୍କୁ ଏହା ହ୍ଵାଇଟ କଲରରେ ମିଳିଯାଇଥାଏ। ପଙ୍ଖାକୁ ଆପଣ ଟେବୁଲ ଉପରେ କିମ୍ବା କାନ୍ଥରେ ଲଗାଇ ପାରନ୍ତି। ଏଥିରେ AC/DC ଓ USB କେନେକଟିଭିଟି ମିଳିଥାଏ। ଫୁଲ ସ୍ପିଡ଼ରେ ଏହା 3 ଘଣ୍ଟା ଚାଲିଥାଏ ଓ ମିଡ଼ିୟମ ସ୍ପିଡ଼ରେ 5 ଘଣ୍ଟା ଚାଲିଥାଏ ଓ ଲୋ ରେ ଚଳାଇଲେ ଏହା 9 ଘଣ୍ଟା ଧରି ଚାଲିଥାଏ। ଆମାଜନରେ ଏହାକୁ 3,299 ଟଙ୍କାରେ କିଣିପାରିବେ। ଏହି ଫୋନରେ 3000mah ର ପାୱାରଫୁଲ ବ୍ୟାଟେରୀ ଲଗାଯାଇଛି। ଏହାକୁ ଫୁଲଚାର୍ଜରେ 14 ରୁ 15 ଘଣ୍ଟା ଚଳାଯାଇପାରିବ।

ଏହାକୁ ଆପଣ ନିଜ ଘରର ଟେବୁଲ କିମ୍ବା କାନ୍ଥରେ ଲଗାଇପାରିବେ। ଯଦି ବଜେଟ କମ ତାହେଲେ ଆପଣଙ୍କୁ ଆପଣଙ୍କ ବେଜେଟ ହିସାବରେ ମଧ୍ୟ ଫ୍ୟାନ ମିଳିଯାଇଥାଏ। ଏହାର ବଜେଟ ମଧ୍ୟ ବହୁତ ଶାନଦାର ଓ ଏହା ୟୁଏସବି କନେକ୍ଟ ଜରିଆରେ ଚାଲିଥାଏ। ଯଦି ଆପଣ ପଙ୍ଖା ନେବାପାଇଁ ଚାହୁଁଛନ୍ତି ତାହେଲେ ଆମାଜନକୁ ଯାଇ ପଙ୍ଖା ନେଇଆସନ୍ତୁ।

ସାରାଦେଶରେ ବିଜୁଳି ସଙ୍କଟ କାରଣରୁ ଇଲକ୍ଟ୍ରିକ ଫ୍ୟାନକୁ ଏକ ବିକଳ୍ପ ରୂପରେ ଆପଣ ବାଛିପାରିବେ। ଏବେ ବିଜୁଳି କାଟ ପାଖାପାଖି 6 ରୁ 8 ଘଣ୍ଟା ହେଲେ ମଧ୍ୟ ଆଉ ଚିନ୍ତା ନାହିଁ।

odiasambada
Comments (0)
Add Comment