ଛୁଟି ଦିନ ମନାଇବା ପାଇଁ ନ୍ୟୁୟର୍କ ଗଲେ ଭିକି କୌଶଲ ଓ କ୍ୟାଟ୍ରିନା କୈଫ, ଶେୟର କଲେ କିଛି ସୁନ୍ଦର ଫୋଟ,ଦେଖନ୍ତୁ ….

କ୍ୟାଟ୍ରିନା କୈଫ ନିଜ ଡ଼ିନର ଡେଟର ଫୋଟ ଭିକି କୌଶଲଙ୍କ ସହିତ ଉଠାଇ ଏହାକୁ ପୋଷ୍ଟ କରିଛନ୍ତି। ଫୋଟୋରେ ଦେଖାଯାଉଛି କି ଭିକି, କ୍ୟାଟ୍ରିନାଙ୍କୁ କୁଣ୍ଢାଇ ଧରିଛନ୍ତି ଓ ସେମାନେ ଦୁହେଁ କ୍ୟାମେରା ଆଡ଼କୁ ଅନାଇ ସ୍ମାଇଲ ଦେଉଛନ୍ତି।

 ଏହି ଫୋଟରେ କ୍ୟାଟ୍ରିନା ବହୁତ ସୁନ୍ଦର ନଜର ଆସୁଛନ୍ତି ଓ ସେ ଫୋଟ ଶେୟର କରି କ୍ୟାପ୍ସନରେ ଲେଖିଛନ୍ତି, ଏହା ତାଙ୍କ ପ୍ରିୟର ରେଷ୍ଟୁରାଣ୍ଟ ଅଟେ ଓ ଏଠାକୁ ସେ ନିଜ ପତି ଭିକିଙ୍କ ସହିତ ଡ଼ିନର କରିବାକୁ ଆସିଛନ୍ତି।

ଏହି ଫୋଟରେ ଭିକି ଓ କ୍ୟାଟ୍ରିନା ରାସ୍ତା ପାର କରୁଥିବାର ନଜର ଆସିଛନ୍ତି। କ୍ୟାଟ୍ରିନା ବ୍ରାଇଡ଼ ଗ୍ରିନ ରଙ୍ଗର ଶାର୍ଟ ଓ ଏହାଉପରେ କୋର୍ଟ ପିନ୍ଧିଛନ୍ତି ଏବଂ ବ୍ଲୁ ଜିନ୍ସ ମଧ୍ୟ ପିନ୍ଧିଛନ୍ତି। ଭିକି ହ୍ଵାଇଟ ଟି ଶାର୍ଟ ଓ ଡେନିମ ଜ୍ୟାକେଟ ପିନ୍ଧି ହ୍ୟାଣ୍ଡସମ ଦେଖାଯାଉଛନ୍ତି।

କ୍ୟାଟ୍ରିନା କୈଫ ନିଜର ଫେଭରାଇଟ ପ୍ୟାନ କେକର ଫୋଟ ଉଠାଇ ପୋଷ୍ଟ କରିଛନ୍ତି ଓ ଏହାକୁ ସେ ନିଜ ପସନ୍ଦର ହୋଟେଲ ରେ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି।

ଏହାପୂର୍ବରୁ କ୍ୟାଟ୍ରିନା କୈଫ ନିଜ ପତି ଭିକିଙ୍କ ସହିତ ଏକ ଫୋଟ ପୋଷ୍ଟ କରିଥିଲେ ଯାହାର ଚର୍ଚ୍ଚା ହେବାରେ ଲାଗିଥିଲା। ଏହି ଫୋଟରେ ସେ ନିଜ ପତି ଭିକିଙ୍କ ସହିତ ପୁଲ ଭିତରେ ରୋମାଣ୍ଟିକ ହେଉଥିବାର ନଜର ଆସିଥିଲେ। କପଲଙ୍କ ଏହି ଫୋଟ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା।

odia sambada
Comments (0)
Add Comment