ରିଲ୍ସ କରି ମାସକୁ ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ କିପରି କରିବେ ରୋଜଗାର।

ଆଜିର ସମୟରେ ଅର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହି ଅର୍ଥ ସର୍ବସ୍ବ ଦୁନିଆରେ ଗୋଟିଏ ଭଲ ରୋଜଗାରର ପନ୍ଥା ଖୋଜି ପାଇବା ଏବଂ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା କିମ୍ବା ପଇସା ରୋଜଗାର କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ଏମିତିରେ ନିଜର ଛୋଟମୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଯୁବକ ମାନେ ବାଧ୍ୟ ହୋଇ ବହୁତ କମ୍ ଦରମାରେ କିଛି ବି ଘରୋଇ କମ୍ପାନୀରେ ଚାକିରୀ ଖୋଜି ନିଜକୁ ନିୟୋଜିତ ରଖୁଛନ୍ତି ।ଯାହା ଦ୍ୱାରା ଅତି କମରେ ତାଙ୍କୁ କେହି ବେକାରୀ ବୋଲି କହିବେନି ।

ହେଲେ ଏତେ କମ୍ ଦରମାରେ ଏତେ ଅଧିକ ସମୟ ଖଟିବା ମଧ୍ୟ ବେକାରୀ ସମସ୍ୟା ଠାରୁ ଅଧିକ କଷ୍ଟ ଦାୟକ । ବେକାରୀ ସମସ୍ୟା ବର୍ତମାନର ସବୁଠାରୁ ଗମ୍ଭୀର ସମସ୍ୟା ଯାହାର ସମାଧାନ ପାଇଁ ସରକାର ଏବେ ସବୁବେଳେ ଚେଷ୍ଟା ଚଳାଇଛନ୍ତି । ତେବେ ଆପଣ ଘରେ ବସି ବସି ମଧ୍ୟ ମାସକୁ ଅନେକ ଟଙ୍କା ରୋଜଗାର କରି ପାରିବେ।

ତେବେ ଟିକ୍ ଟକ୍ ବନ୍ଦ ହେବାପରେ ଫେସବୁକ୍ ଓ ଇନ୍ଷ୍ଟା ନିଜର ସଟ୍ ଭିଡିଓ ଆରମ୍ଭ କରିଦେଲା ।ଏହାପରେ ଧିରେ ଧିରେ ଅନେକ୍ ୟୁଜର୍ସ ଏହି ପ୍ଲାଟଫର୍ମରେ ଜୋଡିହେଲେ ।ୟୁଜର୍ସ ଫେସବୁକ ଅପେକ୍ଷା ଇନଷ୍ଟାରେ ସଟ୍ ଭିଡିଓ କରିବାକୁ ବେସି ପସନ୍ଦ କରୁଛନ୍ତି ।ଆପଣ ଅନେକ୍ ପୁଅ ଝିଅଙ୍କ ଭିଡିଓ ଦେଖିଥିବେ ସେମାନଙ୍କ ଭିଡିଓରେ ବହତ୍ କମ୍ ପରିଶ୍ରମ ହୋଇଥିବ ତଥାପି ସେମାନଙ୍କ ଭିଡିଓ ଭାଇରଲ୍ ହୋଇଯାଏ।

ତେବେ ଏଥିରେ ଆପଣ ନିଜର ଭିଡ଼ିଓ ଦ୍ଵାରା ଭଲ ପଇସା ପାଇ ପାରିବେ।ପ୍ରତି ମାସରେ ୩ ଲକ୍ଷରୁ ଅଧିକ ରୋଜଗାର କରି ପାରିବେ।ଫେସବୁକ୍ ରିଲ୍ସରେ ମାସକୁ ୪,୦୦୦ ଡଲାର୍ ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ଅଛି ବୋଲି କମ୍ପାନୀ କହିଛି। ତେବେ ଏହି ଡଲାରଗୁଡ଼ିକୁ ଟଙ୍କାରେ ପରିଣତ କଲେ ଏହା ପ୍ରାୟ ୩.୦୭ଲକ୍ଷ ଟଙ୍କା ହେବ।ତେବେ ଲୋକମାନେ ଯେତେ ଦେଖିବେ ଆପଣ ସେହି ପରିମାଣ ରେ ଟଙ୍କା ପାଇବେ। ତେବେ ପ୍ରଥମେ କ୍ରିଏଟର ୫ ଟି ରିଲ୍ କରିବେ ଓ ୧୦୦ ଭ୍ୟୁ ହେବ। ସେହି ସମୟରେ ଜଣେ ୨୦ ଡଲାର ରୋଜଗାର କରିବେ ଓ ୨୦ ଟି ରିଲ୍ ଭ୍ୟୁ ୫୦୦ ଟପିଲେ ୨୦୦ ଡଲାର ରୋଜଗାର କରିହେବ।

odia sambada
Comments (0)
Add Comment