ସବୁ ମହିଳାଙ୍କୁ ମିଳୁଛି ମାଗଣାରେ ସିଲାଇ ମେସିନ, ଆପଣ ମଧ୍ୟ ଏମିତି ଭାବରେ କରିପାରିବେ ଆବେଦନ !

ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମହିଳାମାନଙ୍କୁ ଶକ୍ତିଶାଳୀ କରିବାପାଇଁ ଏବଂ ସେମାନଙ୍କୁ ଘରୁ କାମ କରିବାପାଇଁ ପ୍ରୋତ୍ସାହିତ କରିବାପାଇଁ Free Silai Mechine Yojana ଆରମ୍ଭ କରିଛନ୍ତି | ଏହାସହିତ ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଶକ୍ତିଶାଳୀ କରିବାରେ ବହୁତ ସାହାଯ୍ୟ କରିବ | ପ୍ରତ୍ୟେକ ରାଜ୍ୟରେ ୫୦,୦୦୦ରୁ ଅଧିକା ମହିଳାମାନଙ୍କୁ ମାଗଣାରେ ଭାରତ ସରକାରଙ୍କ ଦ୍ୱାରା ସିଲାଇ ମେସିନ ଦିଆଯିବ | ତେବେ ଚାଲନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତାର ଭାବରେ ଜଣାଇବୁ |

ଆବେଦନ କରିବା ପୂର୍ବରୁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ :-

– ଆଧାର କାର୍ଡ

– ପାସପୋର୍ଟ ସାଇଜ ଫଟୋ

– ମୋବାଇଲ ନମ୍ବର

– ପରିଚୟ ପତ୍ର

– କାଷ୍ଟ ସାର୍ଟିଫିକେଟ

– ବିକଳାଙ୍ଗ ଚିକିତ୍ସା ପ୍ରମାଣ

– ବୟସ ପ୍ରମାଣ ପତ୍ର

– ଇନକମ ସାର୍ଟିଫିକେଟ

– ଯଦି କୌଣସି ମହିଳା ବିଧବା ହୋଇଥିବେ ତାହେଲେ ତାଙ୍କର ବିଧବା ପ୍ରମାଣପତ୍ର ମଧ୍ୟ ଆବଶ୍ୟକ |

ଫ୍ରି ସିଲାଇ ମେସିନ ଯୋଜନାର ଯୋଗ୍ୟ ବ୍ୟକ୍ତି :-

– ଏହି ଯୋଜନାରେ ମହିଳାମାନଙ୍କ ବୟସ ୨୦ରୁ ୪୦ ବର୍ଷ ହୋଇଥିବା ଉଚିତ |

– ଦେଶର ଆର୍ଥିକ ରୂପରେ ଦୁର୍ବଳ ମହିଳାମାନେ ହିଁ ଯୋଗ୍ୟ ହେବେ

– ଦେଶର ବିଧବା ଏବଂ ବିକଳାଙ୍ଗ ମହିଳାମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ |

– ଏହା ଅନ୍ତର୍ଗତ ଶ୍ରମିକ ମହିଳାମାନଙ୍କର ସ୍ୱାମୀଙ୍କ ବାର୍ଷିକ ଆୟ ୧୨୦୦୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ |

ଏହିପରି ଆବେଦନ କରି ନେଇପାରିବେ ଫ୍ରି ସିଲାଇ ମେସିନ :-

– ସର୍ବପ୍ରଥମେ ଭାରତ ସରକାରଙ୍କ ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ |

– ଏହାପରେ ବର୍ତ୍ତମାନ ଆପଣଙ୍କୁ ସେଠାରୁ ଆବେଦନ ଫର୍ମକୁ ଡାଉନଲୋଡ଼ କରିବାକୁ ପଡିବ |

– ଆବେଦନ ଫର୍ମକୁ ଡାଉନଲୋଡ଼ କରିବାପରେ ବର୍ତ୍ତମାନ ଆପଣଙ୍କୁ ଫର୍ମରେ ପଚରାଯାଇଥିବା ମହତ୍ୱପୂର୍ଣ୍ଣ ସୂଚନାକୁ ପୂରଣ କରନ୍ତୁ |

– ଆବେଦନ ଫର୍ମକୁ ପୂରଣ କରିବାପରେ ବର୍ତ୍ତମାନ ଆପଣଙ୍କୁ ନିଜର ସମସ୍ତ ଡକ୍ୟୁମେଣ୍ଟର ଫଟୋ କପିକୁ ନିଜ ଆବେଦନ ଫର୍ମରେ ଆଟାଚ କରି ନିଜକାର୍ଯ୍ୟାଳୟରେ ଜମା କରି ଆସିବାକୁ ପଡିବ |

– ଏତେ ପ୍ରକ୍ରିୟା ପରେ ବର୍ତ୍ତମାନ ଆପଣଙ୍କୁ ଆପ୍ଲିକେସନ ଫର୍ମ ଅଧିକାରୀ ଦ୍ୱାରା ଭେରିଫାଇ କରାଯିବ |

– ଭେରିଫାଇ କରିବାପରେ ବର୍ତ୍ତମାନ ଆପଣଙ୍କୁ ନିଶୁଳ୍କ ସିଲାଇ ମେସିନ ପ୍ରଦାନ କରାଯିବ |

– ଏହିପରି ଆପଣ ଆବେଦନ କରି ଏହି ଯୋଜନାର ଲାଭ ନେଇପାରିବେ |

odia sambada
Comments (0)
Add Comment