ଯେପର୍ଯ୍ୟନ୍ତ ଆମକୁ ୧୫ ଲକ୍ଷ ଟଙ୍କା ନ ମିଳୁଛି, ସେ ପର୍ଯ୍ୟନ୍ତ ଆମେ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ

ମୋଦୀ ସରକାର ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଏହି ଯୋଜନା ଦ୍ୱାରା ଅନେକ ଗରୀବ ଲୋକ ମାନେ ଲାଭ ଉଠାଇ ପାରୁଛନ୍ତି ଏବଂ ସାହାଯ୍ୟ ମଧ୍ୟ ପାଇ ପାରୁଛନ୍ତି। ମୋଦୀ ଯେବେଠାରୁ ଆମ ଦେଶର ସରକାର ପଦବୀ ପାଇଛନ୍ତି ସେବେଠାରୁ ହିଁ ଆମ ଦେଶକୁ ବିକଶିତ ଦେଶ ଭାବେ ପରିଗଣିତ କରିବା ପାଇଁ ଲାଗି ପଡିଛନ୍ତି।

ଦେଶରେ ସେ ଅନେକ ପ୍ରକାରର ସୁବିଧା ମଧ୍ୟ ଲୋକଙ୍କ ପାଇଁ କରୁଛନ୍ତି, ଯାହା ଦ୍ୱାରା କି ଲୋକମାନେ ଅନେକ ପ୍ରକାରର ସୁବିଧା ପାଇ ପାରୁଛନ୍ତି।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଅଛନ୍ତି।ସେ କହିଛନ୍ତି ଯେ, ସାରା ଦୁନିଆର ରିଅଲ ଟାଇମ ଡିଜିଟାଲ ପେମେଣ୍ଟରେ ବାରତର ଅଂଶ ୪୦ ପ୍ରତିଶତରୁ ଅଧିକ ଅଟେ ।

କମାଲ ଖାନ ଏକ ଫୋଟ ସେୟାର କରିଛନ୍ତି କି ଯେଉଁଥିରେ ଜଣେ ବି୍ୟକ୍ତି ଖବରକାଗଜ ସହିତ ଦେଖା ଯାଏ ଓ ଖବର କାଗଜରେ ପ୍ରକାଶ ପାଇଛି ଯେ ସମସ୍ତଙ୍କ ଆକାଉଣ୍ଟରେ 15ଲକ୍ଷ ଟଙ୍କା ଆସିବ ଏହି ଫୋଟ ସେୟାର କରି କମାଲ ଖାନ ଲେଖିଛନ୍ତି ଯେ ମୋଦିଜି କହିଛନ୍ତି ଯେ ବର୍ତମାନ ଆକାଉଣ୍ଟ ରେ ଟଙ୍କା ସିଧା ସଳଖ ପହଁଛୁଛି ଏ ସବୁ କେବେ ଆସିବ?ତେବେ ବିକ୍ରମଦିତ୍ୟ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଆମେ ୧୫ ଲକ୍ଷ ଟଙ୍କା ପାଇବା ପର୍ଯ୍ୟନ୍ତ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ ।

ସୁନୀଲ ଶର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଆପଣ କାହିଁକି ଚାହୁଁଛନ୍ତି? ବିକ୍ରାନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଗୋଟିଏ କାମ କରନ୍ତୁ ଭାଇ, ନିଜର ଆକାଉଣ୍ଟ ନମ୍ୱର ନରେନ୍ଦ୍ର ମୋଦିଜୀଙ୍କୁ ପଠାଇ ଦେବାକୁ କହିଛନ୍ତି।ଆରିଫ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଭାଇ ସେ ୧୫-୧୫ ଲକ୍ଷ ସମସ୍ତଙ୍କ ଆକାଉଣ୍ଟରେ ଋଣ ଚଢ଼ାଇବେ ବୋଲି ଏପରି କହିଥିଲେ ।ରାହୁଲ ଲେଖିଛନ୍ତି ଯେ ଆପଣଙ୍କର କ’ଣ ଆବଶ୍ୟକତା ରହିଛି ଆପଣ ତ ଦୁବାଇରେ ରହୁଛନ୍ତି । ତେବେ ଲୋକୋମାନେ ଏହି ଭଳି ସବୁ ମନ୍ତବ୍ୟ ଦେଇଛନ୍ତି।

odia sambada
Comments (0)
Add Comment