ପ୍ରତିଦିନ 2 GB ଡାଟା ସହିତ ଅନଲିମିଟେଦ ଭଏସ କଲ ମିଳିବ ସମ୍ପୂର୍ଣ୍ଣ 365 ଦିନ ପର୍ଯ୍ୟନ୍ତ, ଜାଣିରଖନ୍ତୁ ଜିଓ ର ଏହି ଧମାକାଦାର ରିଚାର୍ଜ ବିଷୟରେ

ଯଦି ଆପଣ ପ୍ରତ୍ୟେକ ମାସରେ ରିଚାର୍ଜ କରିବାରୁ ଛାଡ଼ ପାଇବାକୁ ଚାହାଁନ୍ତି ତାହେଲେ ଜିଓ ର ଏହି ରିଚାର୍ଜ ପ୍ଲାନ ବିଷୟରେ ଜାଣିନିଅନ୍ତୁ। ଜିଓ ର ଏହି ଇୟାରଲି ପ୍ଲାନରେ ଆପଣ ବର୍ଷକ ସାରା ବ୍ୟବହାର କରି ଏହାର ବେନିଫିଟ ପାଇପାରିବେ। ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ ସବୁକିଛି।

ଏହା ଏକ ଇୟାରଲି ପ୍ଲାନ ଅଟେ। ଯଦି ଆପଣ ଏହାକୁ ପରଚେଜ କରନ୍ତି ତାହେଲେ ପ୍ରତ୍ୟେକ ମାସ ରିଚାର୍ଜ କରିବାର ତୁଳନାରେ ଆପଣଙ୍କୁ ବହୁତ କମ ଖର୍ଚ୍ଚ ଏଥିରେ କରିବାକୁ ପଡ଼ିବ। ଏଥିରେ ଅନ୍ୟ ବେନିଫିଟସ ମଧ୍ୟ ଆପଣ ପାଇପାରିବେ।

ଏହାର ଦାମ:-

ଯଦି ଆପଣ ଏହି ପ୍ଲାନକୁ ଆକ୍ଟିଭ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ ମୋଟ 2879 ଟଙ୍କା ଦେବାକୁ ହେବ। ଆପଣଙ୍କୁ ଏକବର୍ଷ ପର୍ଯ୍ୟନ୍ତ କିଛିବି କରିବାକୁ ଦରକାର ପଡ଼ିବନାହିଁ। ଏଥିରେ ଆପଣଙ୍କୁ ସେହି ସୁବିଧା ମିଳିଥାଏ ଯାହାକି ଆପଣ ମାସିକ ପ୍ଲାନରେ ପାଆନ୍ତି କିନ୍ତୁ ବାରମ୍ବାର ରିଚାର୍ଜ କରିବାର ଟେନସନ ଆପଣଙ୍କ ପାଖରେ ରହିବନାହିଁ।

କେଉଁ ବେନିଫିଟ ରହିଛି ସାମିଲ ?:-

ଯଦି ଆମେ ବେନିଫିଟ କଥା କହିବାକୁ ଯିବା ତାହେଲେ ଆପଣଙ୍କୁ ବହୁତ ସାରା ପ୍ଲାନ ଏଥିରେ ଦେଖିବାକୁ ମିଳିଥାଏ। ଏହି ବେନିଫିଟସରେ ସବୁଠାରୁ ଜରୁରୀ ଅଟେ ଭଏସ କଲିଂ ଯାହାକି ଆପଣଙ୍କୁ ସମ୍ପୂର୍ଣ୍ଣ 365 ଦିନ ପର୍ଯ୍ୟନ୍ତ ଅନଲିମିଟେଡ଼ ମିଳିବାକୁ ଯାଉଛି ଓ ଏହା ୟୁଜର୍ସଙ୍କ ପାଇଁ ବଡ଼ ଫାଇଦା ପରି ଅଟେ। ଏହାସହ ଅନ୍ୟ ବେନିଫିଟ ଯଥା ପ୍ରତିଦିନ 100 ଏସଏମଏସ ର ସୁବିଧା ମଧ୍ୟ ମିଳିବ। ଏହାସହ ଆପଣଙ୍କୁ ପ୍ରତିଦିନ ପୁରା 365 ଦିନ ପର୍ଯ୍ୟନ୍ତ 2GB ଡାଟା ମିଳିବ। ଏହାସହ ଆପଣଙ୍କୁ ଜିଓ ର ଫ୍ରି ସର୍ଭିସ ଯଥା: ଜିଓ ସିନେମା ମଧ୍ୟ ମିଳିବ।

odia sambada
Comments (0)
Add Comment