ଫ୍ଲିପକାର୍ଟ ଧୁଆଁଧାର ଅଫରର ଲାଭ ଉଠାନ୍ତୁ: 20 ହଜାରରୁ କମ ଟଙ୍କା ଦେଇ ଘରକୁ ଆଣନ୍ତୁ ଏହି Split AC। ଆଜିହିଁ ଶେଷ ହେଉଛି ଏହି ଅଫର !

ଫ୍ଲିପକାର୍ଟରେ ଇଲେକ୍ଟ୍ରୋନିକ୍ସ ସେଲ ଚାଲୁଛି। ଏହି ସେଲ ଏପ୍ରିଲ 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆଜି ସେଲର ଶେଷ ଦିନ ରହିଛି। ସେଲରେ ରେଫ୍ରିଜରେଟର, Split ଓ ଉଇଣ୍ଡୋ AC ରେ ଧମାକାଦାର ଡିସ୍କାଉଣ୍ଟ ଦିଆଯାଉଛି। ଯଦି ଆପଣ ନୂଆ Split ଏସି କିଣିବାକୁ ପ୍ଲାନିଂ କରୁଛନ୍ତି ତାହେଲେ ଏହା ଆପଣଙ୍କ କାମରେ ଲାଗିପାରେ। MarQ by ଫ୍ଲିପକାର୍ଟ 0.8 ଟନ 3 ଷ୍ଟାର split inverter ଏସିକୁ ବହୁତ ଶସ୍ତାରେ କିଣିପାରିବେ। 26,039 ଥିବା ଏହି ଏସିକୁ ଆପଣ 20 ହଜାରରୁ କମ ଦରରେ କିଣିପାରିବେ। ଆସନ୍ତୁ ଜାଣିବା କେମିତି।

MarQ by ଫ୍ଲିପକାର୍ଟ 0.8 ଟନ 3 ଷ୍ଟାର split inverter ଏସିର ଲଚିଂ ପ୍ରାଇସ 26,039 ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟ ସେଲରେ ଏହି ଏସିକୁ 18,990 ଟଙ୍କାରେ ଉପଲବ୍ଧ କରାଯାଇଛି। ମାନେ ଏଥିରେ 21 ପ୍ରତିଶତ ଡିସ୍କାଉଣ୍ଟ ଦିଆଯାଉଛି। ଯାହାପରେ ଅନ୍ୟ କେତେକ ଅଫର ଦ୍ୱାରା ଏସିର ଦାମ ବହୁତ କମ ହୋଇଯାଉଛି।

MarQ by ଫ୍ଲିପକାର୍ଟ 0.8 ଟନ 3 ଷ୍ଟାର split inverter AC କୁ କିଣିବାପାଇଁ ଯଦି ଆପଣ କୋଟାକ ବ୍ୟାଙ୍କ କିମ୍ବା RBL ବ୍ୟାଙ୍କ କାର୍ଡ଼ ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ 1500 ଟଙ୍କାର ଇଂଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିବ। ବ୍ୟାଙ୍କ ଅଫର ପ୍ରାପ୍ତ କରିବାପରେ ଏସି ଦର 18,990 ଟଙ୍କା ହୋଇଯିବ।

Flipkart super cooling days: Realme TechLife 4 in one convertible 1 Ton 4 Star Split AC:-

MarQ by ଫ୍ଲିପକାର୍ଟ 0.8 ଟନ 3 ଷ୍ଟାର split inverter AC ଏକବର୍ଷର ୱାରେଣ୍ଟି ସହିତ ଆସିଥାଏ। ଏହାସହ କମ୍ପ୍ରେସରରେ 5 ବର୍ଷର ୱାରେଣ୍ଟି ମିଳିଥାଏ। AC 3 star ରେଟିଂ ସହିତ ଆସିଥାଏ। ଯଦି ଆପଣ HDFC କାର୍ଡ଼ ସହିତ AC କୁ EMI ରେ କିଣନ୍ତି ତାହେଲେ ଆପଣଙ୍କୁ 24 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ 994 ଟଙ୍କା ଦେବାକୁ ହୋଇଥାଏ।

odia sambada
Comments (0)
Add Comment