ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ ତରଫରୁ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତି,ତୁରନ୍ତ ଆବେଦନ କରନ୍ତୁ !

ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍‌ ତରଫରୁ ଅନେକ ପଦବୀ ଖାଲିପଡିଛି। ଆପଣ ଯଦି ଏଥିରେ ଇଚ୍ଛୁକ ଅଛନ୍ତି ତେବେ ଖୁବଶୀଘ୍ର ଏଥିରେ ଆବେଦନ କରିପାରିବେ। ଏଠାରେ ଟେକନିସିଆନ ପଦବୀ ଖାଲିପଡିଛି। ଆପଣ ଏଥିରେ ଇଚ୍ଛୁକ ଥିଲେ ଅଫିସିଆଲ ସାଇଟ୍‌ hindustanpetroleum.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏହା ଅଧିନରେ ସମୁଦାୟ ୧୮୬ଟି ପଦବୀରେ ଭର୍ତ୍ତି କରାଯିବ।

ପଦବୀ ବିବରଣୀ: ୧୮୬

ଅପରେସନ ଟେକ୍ନିସିଆନ: ୯୪

ବଏଲର ଟେକ୍ନିସିଆନ: ୧୮

ମେଣ୍ଟେନାନ୍ସ ଟେକ୍ନିସିଆନ: ୪୦

ଲ୍ୟାବ ଆସିଷ୍ଟାଣ୍ଟ: ୧୬

ଜୁନିଅର ଫାୟାର ଆଣ୍ଡ ସେଫ୍ଟି ଇନ୍ସପେକ୍ଟର: ୧୮

ଜରୁରୀ ତାରିଖ:-

ଆବେଦନ କରିବାର ଆରମ୍ଭ ୨୨ ତାରିଖରୁ ଆରମ୍ଭ ହୋଇଥିବା ସମୟରେ ଶେଷ ମେ ୨୧ ତାରିଖ ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା:-

ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତାକୁ ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଏହାର ଅଫିସିଆଲ ନୋଟିଫିକେସନକୁ ଚେକ କରିପାରିବେ।

ଆବେଦନର ଶୁଳ୍କ:-

ଜେନେରାଲ, ଓବିସି-ଏନସି ଏବଂEWS ପ୍ରାର୍ଥୀମାନେ ୫୯୦ ଟଙ୍କା ଆବେଦନର ଶୁଳ୍କ ଦେବାକୁ ପଡିବ। ସେହିପରି ଏସଟି, ଏସସି, PWD ପ୍ରାର୍ଥୀ ଆବେଦନର ଶୁଳ୍କରେ ରିହାତି ମିଳିବ। ପ୍ରାର୍ଥୀମାନେ HPCL ର ଅଧିକାରକ ୱେବସାଇଟକୁ ଯାଇ ଆପଣ ଅଧିକ ଜାଣିପାରିବେ।

ଆବେଦନ କରିବେ କେମିତି:-

– ପ୍ରାର୍ଥୀମାନେ ପ୍ରଥମେ www.hindustanpetroleum.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

– ଆବେଦନ କରିବା ପରେ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଏବଂ ସବୁ ଭେରିଫିକେସନ କପି (୨୦୦କେଜି)ରେ ରଖି ଅପଲୋଡ କରି ଫର୍ମ ପୂରଣ କରିପାରିବେ।

– ଏଥିରେ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାର ହାର୍ଡକପିକୁ ସବମିଟ କରିବା ଜରୁରୀ ନୁହେଁ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://www.hindustanpetroleum.com/images/pdf/Advt-Visakh-Refinery.pdf

odia sambada
Comments (0)
Add Comment