ଦେଖନ୍ତୁ ଫାଇଟ୍ ଭିଡିଓ : ଫାଇଟ୍ ଦେଖିବାକୁ ଆସିଥିବା ଯୁବତୀ ପହଞ୍ଚିଗଲେ ଷ୍ଟେଜରେ,ପୁଣି ରେସଲରକୁ ମାରିଲେ ଏମିତି ମାଡ…

ସୋସିଆଲ ମିଡିଆରେ ରେସଲିଙ୍ଗ ସହ ଜଡ଼ିତ ବହୁ ଭିଡିଓ ଦେଖାଯାଏ ଓ ସେୟାର କରାଯାଏ|ରେସଲିଙ୍ଗ ଭିଡିଓ ଅପଲୋଡ଼ କଲେ ଲୋକମାନେ ତାକୁ ମଜାନେଇ ଦେଖନ୍ତି|ଯୁବକଙ୍କ ଏହା ପସନ୍ଦ|ଡବ୍ଲୁଡବ୍ଲୁଇ ଠାରୁ ନେଇ ଲୋକାଲ ଲେଭଲର ରେସଲିଙ୍ଗ ମଧ୍ୟ ଲୋକଙ୍କର ବହୁ ପସନ୍ଦ ହୋଇଥାଏ|ଏଵେ ସୋସିଆଲ ମିଡିଆରେ ରେସଲିଙ୍ଗର ଏଭଳି ଏକ ଭିଡିଓ ଭାଇରାଲ ହେଉଛି|ଏଥିରେ ଯାହା ହୁଏ ଆଶ୍ଚର୍ଯ୍ୟ କରିଦିଏ|

ଏହି ଭିଡିଓରେ ଦୁଇଜଣ ମହିଳା ପେହେଲବାନ ରିଙ୍ଗରେ ଲଢେଇ କରୁଛନ୍ତି|ରିଙ୍ଗ ବାହାରେ ଦର୍ଶକଙ୍କ ଭିଡ ରହିଛି|ଏହାମଧ୍ୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ଯୁବତୀ ଵାହାରି ରିଙ୍ଗକୁ ଚାଲିଯାଏ|ଏହା ଦେଖି ବାକି ଦର୍ଶକ ସହ ରେଫରି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଏ|ସେତେବେଳେ ଯୁବତୀ ରିଙ୍ଗରେ ପହଞ୍ଚି ଏପରି କିଛି କରେ ଯାହାକୁ ଦେଖି ଲୋକଙ୍କ ବିଶ୍ୱାସ ହେବନାହିଁ|ଯୁବତୀ ରିଙ୍ଗରେ ଯାଇ ତବାହୀ ମଚାଇ ଥାଏ|

ଭିଡିଓକୁ ” ଦ ଗ୍ରେଟ ଖଲି” ନାମରେ ପ୍ରସିଦ୍ଧ ଦଲୀପ ସିଂ ରାଣା ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି|ଦ ଗ୍ରେଟ ଖଲି ନିଜର ରେସଲିଙ୍ଗ ଏକାଡେମୀ ଚଳାଇଥାନ୍ତି|ସେ ଏହାର ବହୁ ଭିଡିଓ ସେୟାର କରନ୍ତି|ଏଥିରେ ପେହଲବାନ ନିଜ ନିଜ ମଧ୍ୟରେ ଲଢ଼ୁଥିବା ଦେଖାଯାଏ|ଏଵେ ସେ ମହିଳା ରେସଲରର ଭିଡିଓ ସେୟାର କରିଛନ୍ତି|

ଭିଡିଓରେ ଦେଖାଯାଏ ଦର୍ଶକଙ୍କ ମଧ୍ୟରେ ପହଞ୍ଚି ଯୁବତୀ ମହିଳା ପେହେଲବାନକୁ ଧୂଳି ଚଟାଏ|ଯୁବତୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ଲେଖିଛନ୍ତି ଏ ଲୋକମାନେ କେତେ ଢଙ୍ଗ କରନ୍ତି|୨୩ ସେକେଣ୍ଡର ଏହି ଭିଡିଓକୁ ବହୁ ବାର ଦେଖାଯାଉଛି|ଏହାକୁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଉର୍ଦ୍ଧ୍ବ ଭିଉ ମିଳିଛି|

odia sambada
Comments (0)
Add Comment