BISରେ ଖାଲିପଡିଛି ଷ୍ଟେନୋଗ୍ରାଫର ସହିତ ୩୩୭ ପଦବୀ, ଜଲଦି ଆବେଦନ କରନ୍ତୁ !

ଭାରତୀୟ ମାନକ ବ୍ୟୁରୋରେ ଅନେକ ପଦବୀ ଖାଲିପଡିଛି। ଏଠାରେ ଷ୍ଟେନୋଗ୍ରାଫର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଜୁନିଅର ସେକ୍ରେଟେରିଏଟ୍‌ ଆସିଷ୍ଟାଣ୍ଟ, ପର୍ସନାଲ ଆସିଷ୍ଟାଣ୍ଟ, ସିନିଅର ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟରେ ସମୁଦାୟ ୩୩୭ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ବିଆଇଏସରେ ପଦବୀ ପାଇଁ ଆବେଦନ ୧୯ ଏପ୍ରିଲରୁ ଆରମ୍ଭ ହୋଇଯିବ।

ପଦବୀ ବିବରଣୀ: ୩୩୭

ଲିଗାଲ ଡାଇରେକ୍ଟର: ୧

ଆସିଷ୍ଟାଣ୍ଟ ଡାଇରେକ୍ଟର : ୩

ପର୍ସନାଲ ଆସିଷ୍ଟାଣ୍ଟ : ୨୮

ଆସିଷ୍ଟାଣ୍ଟ ସେକ୍ସନ ଅଫିସର: ୪୭

ଷ୍ଟେନୋଗ୍ରାଫର: ୨

ଆସିଷ୍ଟାଣ୍ଟ: ୨

ସିନିଅର ସଚିବାଳୟ ସହାୟକ: ୧୦୦

ଟେକ୍ନିକାଲ ଆସିଷ୍ଟାଣ୍ଟ: ୪୭

ଶିକ୍ଷାଗତ ଯୋଗ୍ୟତା:-

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାମାନ ନିର୍ଦ୍ଧାରଣ କରାଯାଇଛି। ଆପଣ ନୋଟିଫିକେସନ ଦେଖିଲେ ନିଶ୍ଚିତ ଭାବରେ ଜାଣିପାରିବେ।

ଜରୁରୀ ତାରିଖ:-

ଆବେଦନ କରିବା ପାଇଁ ୧୯ ଏପ୍ରିଲରୁ ଆରମ୍ଭ ହୋଇ ଶେଷ ତାରିଖ ୯ ମଇ, ୨୦୨୨ରେ ସରିବ।

ଆବେଦନର ଶୁଳ୍କ:-

ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀ ପାଇଁ ସମୁଦାୟ ୮୦୦ ଟଙ୍କା ଓ ଅନ୍ୟ ବାକି ପଦବୀ ପାଇଁ ୫୦୦ ଟଙ୍କା ଅଛି।

ବୟସର ସୀମା:-

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସର ସୀମା ସବୁ ନିର୍ଦ୍ଧାରଣ କରାଯାଇଛି।

ଆବେଦନର ପ୍ରକ୍ରିୟା:-

ଏହି ସବୁ ପଦବୀ ପାଇଁ ଭର୍ତ୍ତି ଅନଲାଇନ ପରୀକ୍ଷା ମାଧ୍ୟମରେ କରାଯିବ।

ଏଥିରେ ଭର୍ତ୍ତି ପାଇଁ ହେବାକୁ ଥିବା ପ୍ରବେଶ ପତ୍ର ପରୀକ୍ଷା ତାରିଖର ୧୦ ଦିନ ପୂର୍ବରୁ କରାଯି।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ନୋଟିଫିକେସନ ଚେକ୍‌ କରିନ୍ତୁ:-

– https://www.bis.gov.in/wp-content/uploads/2022/04/Final-English-16-Apr-2022-2-files-merged.pdf- https://www.bis.gov.in/

odia sambada
Comments (0)
Add Comment