ସେ-କ୍ସ-ର ସଉକ ରଖୁଥିଲେ ଯୁବକ, ୫୦ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଲା,ଆଉ କଲଗାର୍ଲ ଗାର୍ଲଫ୍ରେଣ୍ଡ ହୋଇଥିବା ଜାଣିବା ପରେ କିଛି ଏପରି କାଣ୍ଡ ରଚିଲା,ଜାଣନ୍ତୁ ପୁରା ଘଟଣା

ରାଜସ୍ଥାନରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ସୁନ୍ଦରୀ ତରୁଣୀ ମାନଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶା-ରୀ-ରି-କ ସଂପର୍କ ରଖୁଥିଲା। ଯୁବକ ଭିତରେ ସେ-କ୍ସ କରିବାର ଭୂତ ମୁଣ୍ଡରେ ଚଢିଥିଲା। ଯୁବକଟି ଯୁବତୀ ମାନଙ୍କୁ ଧୋକା ଦେଇ ଶାରିରୀକ ସମ୍ବନ୍ଧ ରଖୁଥିଲା। ଏଭଳି ଯୁବକକୁ ପୋଲିସ ଧରିଥିବା ଜଣା ପଡ଼ିଛି।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯୁବକ ଜଣକ ସେନାର ଅଫିସର ବୋଲି କହି ଯୁବତୀ ମାନଙ୍କୁ ପ୍ରେମ ଜାଲରେ ଫସାଉ ଥିଲା ଏବଂ ଏହାପରେ ସେମାନଙ୍କ ସହ ଶାରୀରିକ ସଂପର୍କ ରଖୁଥିଲା। ଯେତେବେଳେ ଗୋଟେ ଝିଅ ଠାରୁ ମନ ଭରି ଗଲା ପରେ ଯୁବକଟି ତାକୁ ଛାଡି ଅନ୍ୟ ଯୁବତୀ ଆଡକୁ ମନ ବଢ଼େଇ ନେଉଥିଲା। ତେବେ ସେ କରୁଥିବା କାର୍ଯ୍ୟ ନିଜ ସହ କିଛି ସେହି ଭଳି ଘଟିଲା। ଭଲ ପାଉଥିବା ଯୁବତୀ ଅବା ଗାର୍ଲଫ୍ରେଣ୍ଡ କଲଗାର୍ଲ ବାହାରିଲା। ନିଜ ଗାର୍ଲଫ୍ରେଣ୍ଡ ଚକରରେ ନିଜେ ଫସିଗଲା।

ରାଜସ୍ଥାନର ଜୟପୁରରୁ ଆସିଲା ଏହି ମାମଲା:-

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସେକ୍ସ ସହ ଜଡିତ ଏକ ମାମଲା ରାଜ୍ୟସ୍ଥାନର ଜୟପୁରରୁ ଆସିଛି। ଏଠାରେ ୩୫ ବର୍ଷୀୟ ଜଣେ ଯୁବକ ସେ-କ୍ସ-ର ସୌକ ରଖୁଥିଲା। ତେବେ ବହୁତ କମ୍ ବୟସରେ ୫୦ରୁ ଅଧିକ ଯୁବତୀଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଛି। ତେବେ ଏହି ବିଷୟରେ ଯୁବକ ଜଣକ ନିଜେ ପୋଲିସକୁ କହିଛି।

ତେବେ ଏକ ହ-ତ୍ୟା ମାମଲାରେ ପୋଲିସ ଯୁବକ ଜଣକୁ ଖୋଜୁଥିଲା ଏବଂ ଶେଷରେ ଧରିବାରେ ସଫଳ ହୋଇ ପାରିଥିଲା। ତେବେ ଆରୋପୀର ନାମ ହେଉଛି ବିକ୍ରମ ଏବଂ ତାକୁ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି। ଗିରଫ କରିବା ପରେ ପୋଲିସ ବିକ୍ରମର ବ୍ୟାଗ ଯାଞ୍ଚ କରିଥିଲା ଏବଂ ସେଥିରେ ଯାହା ପାଇ ଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନିଜ ପ୍ରେମିକାକୁ ହ-ତ୍ୟା କଲା ଯୁବକ:-

ଆରୋପୀ ବିକ୍ରମ ଅବା ମଣ୍ଟୁ ନିଜ ହାତରେ ନିଜ ପ୍ରେମିକାକୁ ହତ୍ୟା କରିଥିଲେ। ତେବେ ହତ୍ୟା ମାମଲାରେ ପୋଲିସ ଆରୋପିକୁ ବହୁତ ଦିନ ଧରି ଖୋଜୁଥିଲା। ତେବେ ଯୁବକ ଜଣକ ଭିବାଡି ଅଞ୍ଚଳରେ ରହିଥିବା ଖବର ପୋଲିସ ପାଇଥିଲା। ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଯୁବକକୁ ଗିରଫ କରିଥିଲା। ବିକ୍ରମ ଯେଉଁ ଯୁବତୀଙ୍କ ସହ ଲିଭିଂ ରିଲେସନସିପିରେ ରହୁଥିବା ସମୟରେ ହତ୍ୟା କରିଥିଲା।

ପୋଲିସ କହିବାନୁଯାୟୀ, ବିକ୍ରମ ଓ ରୋଶନି ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ତେବେ ସାରା ଦିନ ପାଇଁ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହ କରି ନଥିଲେ। ତେବେ ଦୁହେଁ ଜୟପୁରରେ ଏକ ରୁମରେ ରହୁଥିଲେ। ତେବେ ରାତିରେ ଶୋଇଥିବା ସମୟରେ ଯୁବକ ଜଣକ ଯୁବତୀଙ୍କ ମୁଁହରେ ତକିଆ ମାଡି ହତ୍ୟା କରିଥିଲା। ହତ୍ୟା କରିବା ପରେ ଯୁବକ ଜଣକ ଘଟଣାସ୍ଥଳୁ ଫେରାର ହୋଇ ଯାଇଥିଲା।

ଏହି କାରଣରୁ ହ-ତ୍ୟା କରିଥିଲା ବିକ୍ରମ

ଯୁବକକୁ ପୋଲିସ ଧରିବା ପରେ ସମସ୍ତ ସତ କହି ଦେଇଥିଲା। ତେବେ ଯୁବକ କହିବା ଅନୁଯାୟୀ, ସେ ଆଉ ରୋଶନି ଏକ ହୋଟେଲରେ ଦେଖା ହୋଇଥିଲେ। ତେବେ ଦୁହେଁ ପରସ୍ପର ପ୍ରେମରେ ପଡି ଯାଇଥିଲେ। ଏହାପରେ ଦୁହେଁ ଏକଠି ରହିବା ଆରମ୍ଭ କରି ଦେଇଥିଲେ। ବିକ୍ରମ ରୋଶନି ବିଷୟରେ ସମସ୍ତ କଥା ଜାଣିବାକୁ ପାଇଲା। ସେ ଏକ କଲଗାର୍ଲ ବୋଲି ଏ ବିଷୟରେ ଜାଣିଲା ପରେ ରୋଶନିକୁ ଏ ସବୁକୁ କାମ ଛାଡିବା ପାଇଁ କହିଥିଲା। କିନ୍ତୁ ରୋଶନି ଶୁଣି ନଥିଲା। ଶେଷରେ ବିକ୍ରମ ରାଗି ଯାଇଥିଲା।

କ୍ରୋଧରେ ଆସି ନିଜ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିଲା। ପୋଲିସ ଦେଇଥିବା ସୂଚନା ଅନୁସାରେ, ବିକ୍ରମ ଏ ପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ସାରିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହି କେସର ଅନୁସନ୍ଧାନ କରୁଛି।

odia sambada
Comments (0)
Add Comment