୧୫୦ ଟଙ୍କାରେ ଘରକୁ ନେଇଯାଆନ୍ତୁ ବିନା ବିଜୁଳିରେ 15 ଘଣ୍ଟା ଧରି ଚାଲୁଥିବା ଏହି ଦମଦାର ଫ୍ୟାନ, ଆଉ ଗରମକୁ କରନ୍ତୁ ଗୁଡ଼ ବାଏ !

ଦିନରେ ଗରମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି, ଏପ୍ରିଲ ମାସ ଆସିଗଲାଣି ଓ ଦିନବେଳା ତାପମାତ୍ରା 35 ଡ଼ିଗ୍ରୀରୁ ଅଧିକ ହୋଇଯାଉଛି। କରେଣ୍ଟ ମଧ୍ୟ ବାରମ୍ବାର କଟୁଛି ଏମିତିରେ ଆପଣ ଫ୍ୟାନର ମଜା ଉଠାଇ ପାରୁନାହାଁନ୍ତି। ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ 150 ଟଙ୍କାରେ ଏମିତି ଏକ ଫ୍ୟାନ ନେଇଆସିଛୁ ଯିଏକି ବିନା ବିଜୁଳିର ଚାଲିବ। ଆସନ୍ତୁ ଜାଣିବା ସେହି ଫ୍ୟାନ ବିଷୟରେ।

Fippy MR-2912 :-

ଏହା ଏକ କମ୍ପାକ୍ଟ ସାଇଜ ଵାଲା 3 ବ୍ଲେଡ଼ ଫ୍ୟାନ ଅଟେ। ଯାହାକୁ ଆପଣ ୱାଲ କିମ୍ବା ଟେବୁଲ ଫ୍ୟାନ ରୂପରେ ବ୍ୟବହାର କରିପାରିବେ। ଏହାର ମୋଟର 100 ପ୍ରତିଶତ କପର ର ଅଟେ। ଏହାକୁ ଆପଣ ସହଜରେ କିଚେନ, ବେଡ଼ରୁମ, ଲିଭିଂ ରୁମରେ ବ୍ୟବହାର କରିପାରିବେ। କନେକଟିଭିଟି ପାଇଁ ଆପଣଙ୍କୁ USB ଓ AC DC ମିଳିଥାଏ। କମ୍ପାନୀ ଏହାଉପରେ 1 ବର୍ଷର ୱାରେଣ୍ଟି ଦେଉଛି। ଆମାଜନରେ ଏହାର ଦର 3,299 ଟଙ୍କା ରହିଛି। ଆପଣ ଏହାକୁ 150 ଟଙ୍କାର EMI ଦେଇ କିଣିପାରିବେ।

ବଜାଜ ପ୍ୟାଗି ମିନି 110MM 10 W ହାଇସ୍ପିଡ଼ ଫ୍ୟାନ:-

କମ ବଜେଟରେ ଆପଣ ବଜାଜର ଏହି ଫ୍ୟାନଙ୍କୁ କିଣିପାରିବେ। ଏହା ବହୁତ ଭଲ ଡିଜାଇନରେ ଆସିଥାଏ। ଏଥିରେ Li-ion ବ୍ୟାଟେରୀ ଲାଗିଛି। ଯିଏକି ଫୁଲଚାର୍ଜ ପରେ 4 ଘଣ୍ଟା ଚାଲିଥାଏ। ଏଥିରେ USB ଚାର୍ଜିଂ ଓ ମଲ୍ଟି କ୍ଲିପ ଫକ୍ସନ ମୋଡ଼ ମିଳିଥାଏ। ଏହା କମ୍ପାକ୍ଟ ସାଇଜରେ ଆସିଥାଏ ଯାହାଦ୍ୱରା ଆପଣ ଏହାକୁ କୌଣସି ସ୍ଥାନକୁ ନେଇପାରିବେ। ଆମାଜନରେ ଏହାର ଦାମ 849 ଟଙ୍କାରୁ ଆରମ୍ଭ ହୋଇଥାଏ। ଏହା ଉପରେ EMi ଅଫର ଉପଲବ୍ଧ ନାହିଁ।

SMARTDEVIL:-

ଆପଣ SMARTDEVIL ରିଚାର୍ଜେବଲ ବ୍ୟାଟେରୀ ମଧ୍ୟ କିଣିପାରିବେ। ଏହା 4 ସ୍ପିଡ଼ ଲେଭେଲ ସହିତ ଆସିଥାଏ। ଏହା ବିନା କୌଣସି ଶବ୍ଦ ଦ୍ୱାରା ଥଣ୍ଡା ପବନ ଦେଇଥାଏ। ଏହା ଆଡ଼ଜଷ୍ଟେବଲ ଅଟେ ଓ ଏହାକୁ ଆପଣ ନିଜ ଘରେ କିମ୍ବା ଅଫିସରେ ଲଗାଇ ପାରନ୍ତି। ଆମାଜନରେ ଏହାର ଦାମ 1,999 ଟଙ୍କା ଅଟେ।ଏଥିରେ 3000 mah ର ବ୍ୟାଟେରୀ ଲାଗିଛି ଯାହାକି ଫୁଲ ଚାର୍ଜ ହେବାପରେ 15 ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ।

odia sambada
Comments (0)
Add Comment