ଫ୍ଲିପକାର୍ଟ ସେଲରେ ବମ୍ପର ଅଫର : ଶସ୍ତାରେ ମିଳୁଛି AC ଓ Washing ମେସିନ,4999 ଟଙ୍କାରୁ ଆରମ୍ଭ ହେଉଛି ମୂଲ୍ୟ ….

ଫ୍ଲିପକାର୍ଟରେ Big Savings days ସେଲ ଆରମ୍ଭ ହୋଇ ଯାଇଛି|ଏଥିରେ ଆପଣଙ୍କୁ ସ୍ମାର୍ଟଫୋନ,ଟିଭି,ଏସି ଓ ୱସିଙ୍ଗ ମେସିନ ଉପରେ ଅଫର ମିଳୁଛି|ଏଥିରେ ଆପଣମାନେ ଶସ୍ତାରେ ବହୁ ଜିନିଷ କିଣି ପାରିବେ|ଏଥିରେ ବ୍ୟାଙ୍କ ଅଫର, ଏକ୍ସଚେଞ୍ଜ ଅଫର ଓ ଇଏମ୍ଆଇ ଅପ୍ସନ ରହିଛି|

ଏଥିରେ ଆପଣ ଥମସନର ଟିଭି ,ୱସିଙ୍ଗ ମେସିନ,ଏସି ଉପରେ ଆକର୍ଷଣୀୟ ଡିସକାଉଣ୍ଟ ମିଳୁଛି|ଏହି ସେଲରେ ଆପଣ 1 ଓ 1.5 ଟନ ଏସି ଶସ୍ତା ଦରରେ କିଣି ପାରିବେ|ଏଥିରେ ୧ ଟନ ବାଲା ଏସି ୨୬,୪୯୦ ପ୍ରାରମ୍ଭିକ ମୂଲ୍ୟରେ କିଣି ପାରିବେ|

ଥମସନର ଏକଟନ କ୍ଷମତା ଓ ୩ ଷ୍ଟାର ରେଟିଙ୍ଗ ବାଲା ସ୍ପ୍ଲିଟ ଏସି ୨୬୪୯୦ ଟଙ୍କାରେ ମିଳୁଛି|ଏହା ଆଇ ବ୍ରିଜ ଟେକ୍ନୋଲୋଜି ସହ ଆସେ|ଏଥିରେ କପର କଣ୍ଡେନସର ମିଳେ|ଏହାର ମୂଲ୍ୟ ୨୭୪୯୦ ଟଙ୍କା କିନ୍ତୁ ଆପଣ ଡିସକାଉଣ୍ଟରେ ଏହାକୁ କିଣି ପାରିବେ|

ଥମସନର 4 ଇନ୍ 1 କନଭର୍ଟେବଲ କୁଲିଙ୍ଗ ଏସି ମଧ୍ୟ ଡିସକାଉଣ୍ଟରେ ମିଳୁଛି|୧.୫ ଟନ କ୍ଷମତା ଓ ୫ ଷ୍ଟାର ରେଟିଙ୍ଗ ବିଶିଷ୍ଟ ସ୍ପ୍ଲିଟ ଇନଭର୍ଟର ଏସି ୩୩,୯୯୯ ଟଙ୍କା ଦେଇ କିଣି ପାରିବେ ଯାହାର ମୂଲ୍ୟ ୩୪୯୯୯ ଟଙ୍କା ଅଟେ|

ଥମସନର ୧ ଟନ କ୍ଷମତା ଓ ୩ ଷ୍ଟାର ବାଲା ୪ ଇନ୍ ୧ କନଭର୍ଟିବଲ ଏସି ୨୭,୯୯୯ ଟଙ୍କା ଦେଇ କିଣି ପାରିବେ ଯାହାର ମୂଲ୍ୟ ୨୮୭୯୯ ଟଙ୍କା ଅଟେ|ଏଥିରେ ଆଇବ୍ରିଜ ଟେକ୍ନୋଲୋଜି ସହ କପର କଣ୍ଡେନସର ମିଳେ|୧.୫ ଟନ କ୍ଷମତା ବାଲା ଭାରିଏଣ୍ଟକୁ ଆପଣ ୩୦,୯୯୯ ଟଙ୍କା ଦେଇ କିଣି ପାରିବେ,ଯାହାର ମୂଲ୍ୟ ୩୧,୯୯୯ ଟଙ୍କା ଅଟେ|

ଏସି ସହ ଶସ୍ତାରେ ୱସିଙ୍ଗ ମେସିନ ମଧ୍ୟ ମିଳୁଛି|ଏଥିରେ ଆପଣ ୪୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ୱସିଙ୍ଗ ମେସିନ କିଣି ପାରିବେ|ଯଦିଓ ଏଥିରେ ଆପଣଙ୍କୁ କେଵଳ ୱସର ମିଳେ ଯାହାର ମୂଲ୍ୟ ୫୭୯୯ ଟଙ୍କା ଓ ଡିସକାଉଣ୍ଟରେ ଏହାକୁ ୪୯୯୯ ଟଙ୍କା ଦେଇ କିଣି ପାରିବେ|ଥମସନ ୬.୫ କେଜି ସେମି ଅଟୋମେଟିକ ୱସିଙ୍ଗ ମେସିନ ଯାହାର ମୂଲ୍ୟ ୭୪୯୦ ଟଙ୍କା ତାକୁ ୭୦୯୯ ଟଙ୍କା ଦେଇ କିଣି ପାରିବେ|ଥମସନ ୭ କେଜି ମଡେଲକୁ ଆପଣ ୭୪୯୯ ଟଙ୍କା ଦେଇ କିଣି ପାରିବେ ଯାହାର ମୂଲ୍ୟ ୭୯୯୯ ଟଙ୍କା ଅଟେ|

odia sambada
Comments (0)
Add Comment