ପରଘର ଝଗ-ଡ଼ାରେ ମୁଣ୍ଡ ପୁରାଇ ଯୋଗୁଁ ବ-ଳି ପଡିଗଲେ ବୃଦ୍ଧ ପଡିଲେ,ଗରମ ତେଲ ଢ଼ାଳି ମା-ରିଦେଲେ ବିଧବା ମହିଳା,ଜାଣନ୍ତୁ ପୁରା ଘ-ଟ-ଣା

ମୃ-ତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ଶରଣକୂଳ ଥା-ନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ। ତାଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ମଣିଆ ପ୍ରଧାନଙ୍କର ଦେ-ହା-ନ୍ତ ହୋଇଯାଇଛି। ଗତ ବୁଧବାର ଦିନ ମଣିଆଙ୍କ ଉପରେ ପଡୋଶୀ ଗରମ ତେଲ ପକାଇଥିଲେ। ପୋ-ଲି-ସ ଅଭି-ଯୁକ୍ତ ଶାଶୂ ଓ ଜ୍ୱାଇଁକୁ ଗି-ର-ଫ କରି ଏହି ମା-ମ-ଲାର ତ-ଦ-ନ୍ତ କରୁଅଛି।

ନୟାଗଡ଼ ଶରଣକୂଳ ଥାନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗାଁରେ ମାଣିଆ ପ୍ରଧାନ ନିଜ ପରିବାର ସହିତ ରହୁଥିଲେ। ତାଙ୍କ ଘର ନିକଟରେ ଶ୍ରୀମତି ପାଳ ନାମକ ଜଣେ ବିଧବା ମହିଳା ବସବାସ କରନ୍ତି। ତେବେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ଥିବା ସମୟରେ ଦୁଇ ପରିବାର ଭଲରେ ମିଳିମିଶି ଚଳିଆସୁଥିଲେ। ତେବେ ଏପ୍ରିଲ୍ ୬ ତାରିଖରେ ମାଣିଆ କୌଣସି କାରଣରୁ ଶ୍ରୀମତି ପାଳଙ୍କର ଘରକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଶ୍ରୀମତି ପାଳ ଓ ତାଙ୍କର ଜ୍ୱାଇଁ ସନ୍ତୋଷ ଜେନାଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା।

ଶାଶୂ-ଜ୍ୱାଇଁଙ୍କ କଳ-ହରେ ପଶି ମାଣିଆ ଅବାଞ୍ଛିତ ଭାବରେ ନିଜର ମତ ରଖିବା ଆରମ୍ଭ କରି ଦେଇଥିଲେ। ମାଣିଆଙ୍କର ଏହି ହସ୍ତକ୍ଷେପକୁ ପାଳଙ୍କର ଜ୍ୱାଇଁ ସନ୍ତୋଷ ଜେନା ସହିପାରି ନଥିଲେ। ସନ୍ତୋଷ ଏଥିରେ କ୍ରୋ-ଧି-ତ ହୋଇ ମାଣିଆଙ୍କ ଉପରକୁ ଗରମ ତେଲକୁ ଛାଟି ଦେଇଥିଲେ। ଏଥିରେ ତାଙ୍କର ଶାଶୂ ଶ୍ରୀମତୀ ପାଳ ମଧ୍ୟ ସପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ମାଣିଆଙ୍କର ପରିବାର ଲୋକ ଓ ତାଙ୍କର ପଡ଼ୋଶୀ ଏପରି ସଙ୍ଗିନ ଅଭି-ଯୋଗ ଆଣିଛନ୍ତି।

ଗୁରୁ-ତର ମାଣିଆଙ୍କୁ ପରିବାର ଲୋକ ପ୍ରଥମେ ଚିକିତ୍ସା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାଣିଆଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କୁ କଟକ ନିଆଯାଇଥିଲା। କିନ୍ତୁ ଜୀବନ ମୃ-ତ୍ୟୁ ସହିତ ଦୀର୍ଘ ୭ ଦିନ ଧରି ମାଣିଆ ସଙ୍ଘ-ର୍ଷ କରିବା ପରେ ଶେଷରେ ହାର୍ ମାନି ନେଇଛନ୍ତି। ଆଜି ସକାଳେ ମଣିଆଙ୍କର ଦେ-ହା-ନ୍ତ ହୋଇଯାଇଛି

ମାଣିଆଙ୍କ ମୃ-ତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ପଡ଼ିଛନ୍ତି। ଚଢ଼େଇପଲ୍ଲୀ ଗାଁରେ ବର୍ତ୍ତମାନ ଶୋ-କାକୂ-ଳ ପରିବେଶ ଦେଖିବା ପାଇଁ ମିଳୁଛି। ଏହି ଘଟ-ଣାରେ ପୋ-ଲି-ସ ଏକ ମା-ମ-ଲା ରୁ-ଜୁ କରି ଉଭୟ ଶାଶୂ ଓ ଜ୍ୱାଇଁକୁ ଗି-ର-ଫ କରି କୋ-ର୍ଟଚା-ଲାଣ କରିଛି। ଏହା ସହିତ ମୃ-ତ୍ୟୁ ପୂର୍ବରୁ ପୋ-ଲି-ସ ମାଣିଆଙ୍କର ଜମା-ନବ-ନ୍ଦୀ ନେଇଥିବାର ମଧ୍ୟ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପୋ-ଲିସ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ମିଳିପାରି ନାହିଁ।

odia sambada
Comments (0)
Add Comment