ଫଟୋରେ ସୋଫା ଉପରେ ବସିଛନ୍ତି ୬ ଜଣ ଝିଅ, କିନ୍ତୁ ୫ ଜଣ ଝିଅଙ୍କ ଗୋଡ଼ ଦେଖାଯାଉଛି, ଜାଣନ୍ତୁ ୬ ନମ୍ବର୍ ଝିଅର ଗୋଡ଼ କୁଆଡେ ଗଲା ?

ସୋସିଆଲ ମିଡ଼ିଆ ଏମିତି ଗୋଟିଏ ଜାଗା ଅଟେ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟିଏ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଲୋକଙ୍କ ମୁଣ୍ଡ ବୁଲାଇଦେବ । ଲୋକମାନେ ଏହି ଫଟୋକୁ ବୁଝିବାପାଇଁ ବହୁତ୍ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଏହି ଫଟୋ ପଛରେ ଯେଉଁ ରହସ୍ୟ ଲୁଚି ରହିଛି ତାକୁ ଖୋଜି ଖୋଜି ଲୋକମାନେ ଥକି ପଡ଼ୁଛନ୍ତି । କିନ୍ତୁ ଏହି ଫଟୋର ସୂତ୍ରକୁ ଲୋକମାନେ ବାହାର କରିପାରୁନାହାନ୍ତି |

ଏହି ଫଟୋ ଲୋକଙ୍କ ମୁଣ୍ଡ କରୁଛି ଖରାପ :-

ବାସ୍ତବରେ, ସୋସିଆଲ ମିଡିଆରେ ଆଜିକାଲି ଯେଉଁ ଫଟୋ ଭାଇରଲ ହେଉଛି, ସେଥିରେ ଦେଖାଯାଇପାରେ ଯେ ସୋଫା ଉପରେ ୬ଜଣ ଝିଅ ବସିଛନ୍ତି | ଏପର୍ଯ୍ୟନ୍ତ ତ ସବୁକିଛି ଠିକ ଠାକ ଅଛି, କିନ୍ତୁ ଯେତେବେଳେ ଆପଣ ତଳ ଆଡକୁ ଦେଖିବେ ସେତେବେଳେ ଆପଣଙ୍କ ମୁଣ୍ଡ ବୁଲାଇଦେବ | କାରଣ ଏହି ଫଟୋକୁ ପ୍ରଥମ ନଜରରେ ଦେଖିବାପରେ ଆପଣଙ୍କୁ ସୋଫାରେ ୬ଜଣ ଝିଅ ବସିଥିବାର ଦେଖାଯିବେ, କିନ୍ତୁ ଯେତେବେଳେ ଆପଣ ତଳକୁ ଦେଖିବେ, ସେତେବେଳେ ଆପଣଙ୍କୁ ୫ଟି ଯୋଡି ଗୋଡ ହିଁ ଦେଖାଯିବ ଅର୍ଥାତ ଫଟୋରେ ମଧ୍ୟରୁ ଜଣେ ଝିଅର ଗୋଡ ଗାଏବ ଅଛି |

ପ୍ରକୃତରେ ଯୁବତୀଙ୍କ ଗୋଡ କୁଆଡେ ଗାଏବ ହୋଇଯାଇଛି, କିଛି ବି ଜଣାପଡ଼ୁନାହିଁ | ଏହି ଫଟୋକୁ ଦେଖିବାପରେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | କିନ୍ତୁ ଆଉ କିଛି ଲୋକ କହିଛନ୍ତି ଯେ ଫଟୋକୁ ଫଟୋସପରେ ଏଡିଟ କରି ଗୋଡ଼କୁ ଗାଏବ କରି ଦିଆଯାଇଛି | ବର୍ତ୍ତମାନ ଏହି ଫଟୋକୁ ଦେଖିବାପରେ କେହି ବି ବୁଝି ପାରୁନାହାନ୍ତି ଯେ ୬ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ଗୋଡ କୁଆଡେ ଉଭେଇ ଗଲା |

ଜାଣନ୍ତୁ ପ୍ରକୃତରେ କଣ ରହିଛି ଏହି ଫଟୋର ସତ୍ୟତା :-

ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଫଟୋକୁ ଦେଖିବାପରେ ବହୁତ କମେଣ୍ଟ କରୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଏହି ଫଟୋର ସତ୍ୟତାକୁ ବୁଝିବାରେ ସଫଳ ହେଉନାହାନ୍ତି | ସେହିପରି କିଛି ୟୁଜର୍ସ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଫଟୋ ଦେଖିବାପରେ ପଚାରୁଛନ୍ତି ଯେ କଣ ଏଥିମଧ୍ୟରୁ ଜଣେ ଯୁବତୀଙ୍କ ଗୋଡ ନଥିଲା ? ଯେପରିକି ଆପଣମାନେ ସମସ୍ତେ ଏହି ଫଟୋରେ ଦେଖିପାରିବେ ଯେ ସୋଫାରେ ୫ଜଣ ମହିଳା ବସିଛନ୍ତି ଏବଂ ଜଣେ ମହିଳା ଡାହାଣ ପଟେ ସୋଫାର ହାତରେ ବସିଥିବାର ଦେଖାଯାଉଛି |

ଫଟୋରେ ଦେଖାଯାଇପାରେ ଯେ ୪ ଜଣ ମହିଳା କ୍ରସ ଲେଗ କରି ବସିଛନ୍ତି | ଫଟୋରେ ବାମ ପାର୍ଶ୍ୱରେ ତିନି ନମ୍ବରରେ ବସିଥିବା ମହିଳାଙ୍କ ଗୋଡ ଗାଏବ ଦେଖାଯାଉଛି | ବର୍ତ୍ତମାନ ଆମେ ଆପଣଙ୍କୁ ଫଟୋରେ ଏହା ଦେଖାଉଛୁ ଯେ ପ୍ରକୃତରେ ଏହି ଝିଅର ଗୋଡ କେଉଁଠାରେ ଗାଏବ ରହିଛି |

odia sambada
Comments (0)
Add Comment