ବିଷଧର ସାପକୁ ଜୀବନ୍ତ ଅବସ୍ଥାରେ ଖାଇବାକୁ ଚେଷ୍ଟା କରୁଥିଲା ମାଛ,ଆଉ ଠିକ ସେତିକିବେଳେ ଆସିଲା ଅନ୍ୟ ଏକ ସାପ,ଆଉ ତା ପରେ ଯାହାହେଲା…ଦେଖନ୍ତୁ ଭିଡ଼ିଓ

ଦର୍ଶକବନ୍ଧୁ ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଦେଖିଥିବେ। ବର୍ତମାନ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି | ଆଜିକାଲି ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରି ପାରିବେ ନାହିଁ।ଏକ ମାଛ ଗୋଟିଏ ବିଷଧର ସାପକୁ ଜୀବନ୍ତ ଗିଳିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ଏବଂ ତାକୁ ଆଉ ଏକ ସାପ ବଞ୍ଚାଇବାକୁ ଆସୁଛି |

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ମାଛଟି ଛୋଟ ପାଟିରେ ଏକ ବଡ଼ ସାପକୁ ଧରିଛି । ମାଛଟି ସାପକୁ ଜୀବନ୍ତ ଗିଳିବାକୁ ଚେଷ୍ଟା କରୁଛି, ମାଛଟି ପୂର୍ଣ୍ଣ ଆକାରରେ ସାପକୁ ଗିଳିବାକୁ ଚେଷ୍ଟା କରୁଥିବା ବେଳେ ଆପଣ ମାଛର ଆକାର କେତେ ଛୋଟ ତାହା ଦେଖିବା କୁ ଅସମର୍ଥ ହେବେ । ମାଛର ସାହାସ ଦେଖି ସୋସିଆଲ ମିଡ଼ିଆ ବବ୍ୟହାରକରୀମାନେ ମଧ୍ୟ ଚକିତ ହୋଇଯାଇଛନ୍ତି। ତଥାପି,ଏହା ପରେ ଆଉ ଏକ ଚକିତ କଲା ପରି ଘଟଣା ଘଟିଲା |

କିଛି ସମୟ ପରେ ସେହି ଜାଗା କୁ ଆଉ ଏକ ସାପ ଆସୁଛି,ଏହା ପରେ ସେ ମାଛ ଏବଂ ସାପ କୁ ଦେଖିଲା | ସାପ ଶିକାର କରୁଥିବାର ଦେଖି ନିଜକୁ ଆଉ ଅଟକାଇ ପାରିଲା ନାହିଁ । ଏହାପରେ ସାପଟି ଆସି ମାଛ ଉପରେ ଆକ୍ରମଣ କରୁଛି,ଆଉ ତା ଆଡକୁ ଟାଣି ସାଥି ସାପକୁ ବଞ୍ଚାଇବାକୁ ଚେଷ୍ଟା କରୁଛି |

odia sambada
Comments (0)
Add Comment