ବିନା କରେଣ୍ଟରେ ୧୫ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ପବନ ଦେବ ଏହି ଛୋଟ ଫ୍ୟାନ, ଦାମ୍ ଏତେ କମ୍ ଯେ ଆପଣଙ୍କର ବିଶ୍ୱାସ ହେବନାହିଁ !

ବର୍ତ୍ତମାନ ଗରମ ଧୀରେ ଧୀରେ ବଢିବାରେ ଲାଗିଛି । ଯାହାର ପ୍ରଭାବ ଆପଣମାନେ ହିଁ ଅନୁଭବ କରିପାରୁଥିବେ । ଯଦି ଆପଣ ଅଫିସରେ କାମ କରନ୍ତି କିମ୍ବା ନିଜ ଘରେ work-from-home କରୁଛନ୍ତି, ତେବେ ଆପଣଙ୍କ ଟେବୁଲ୍ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ବେଳେବେଳେ ପବନ ପହଞ୍ଚି ପାରେନାହିଁ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ଅଫିସ କାମ କରିବା ସମୟରେ ଆପଣଙ୍କୁ ଅଧିକ ଗରମ ଲାଗୁଥାଏ, ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି କୁଲିଙ୍ଗ ଫ୍ୟାନ ନେଇ ଆସିଛୁ ଯାହା ବିନା ଲାଇନରେ ମଧ୍ୟ ଚାଲିପାରେ ଏବଂ ଆପଣଙ୍କୁ ଦମଦାର କଲିଙ୍ଗ ଅଫର କରିପାରେ ।

ବର୍ତ୍ତମାନ ଆପଣ ଭାବୁଥିଲେ ଯେ ପ୍ରକୃତରେ କେଉଁ ପ୍ରଡକ୍ଟ ମାର୍କେଟକୁ ଆସିଯାଇଛି, ଯାହା ବିଷୟରେ ଆପଣ ଜାଣିନାହାନ୍ତି । ତେବେ ଆପଣ ମଧ୍ୟ ଆଜି ଜାଣି ନିଅନ୍ତୁ, କାରଣ ଏହା ଆପଣଙ୍କର ବହୁତ୍ କାମରେ ଆସିପାରେ । ବିଶେଷକରି ସେତେବେଳେ, ଯେତେବେଳେ ଆପଣଙ୍କ ଘରେ ଲାଇନ୍ କଟି ଯାଇଥିବ କିମ୍ବା ଆପଣ ଆଉଟଡୋର୍ସରେ ଥିବେ ।

ଏମିତିରେ ତ ମାର୍କେଟରେ ଅନେକ ବ୍ୟାଟେରୀ ଅପରେଟର ଫ୍ୟାନ ରହିଛି, ଯାହାକୁ ଆପଣ ସହଜରେ ପର୍ଚେଜ୍ କରିପାରିବେ । ତେବେ ଏଥିମଧ୍ୟରୁ ଅଧିକାଂଶ ବ୍ୟାଟେରୀ ଲାଇଫ ବହୁତ୍ କମ ହୋଇଥାଏ ଏବଂ ଏହି କାରଣରୁ ଲୋକମାନେ ଏହାକୁ କିଣିବାରୁ ଦୂରେଇ ରୁହନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଫ୍ୟାନ ନେଇ ଆସିଛୁ, ତାର ସବୁଠାରୁ ବଡ ବିଶେଷତା ଏହା ଯେ ଏଥିରେ ଯେଉଁ ବ୍ୟାଟେରୀ ଲାଗିଛି, ତାହା କୌଣସି ସାଧାରଣ ବ୍ୟାଟେରୀ ନୁହେଁ ବରଂ ଥରେ ଚାର୍ଜ ହେବାପରେ ଆପଣ ଏହି ବ୍ୟାଟେରୀକୁ ପୁରା 15 ଘଣ୍ଟା ପାଇଁ ବ୍ୟବହାର କରିପାରିବେ । ଅର୍ଥାତ୍ ଏହି ଫ୍ୟାନ ଲଗାତାର ଭାବେ 15 ଘଣ୍ଟା ପର୍ଯ୍ୟନ୍ତ କାମ କରିପାରେ ।

ଏହି ଫ୍ୟାନ ଉପରେ ଆମାଜନରେ 26% ର ଡିସକାଉଣ୍ଟ ଅଫର୍ କରାଯାଉଛି ଏବଂ ଗ୍ରାହକ ଏହାକୁ କେବଳ 1999 ଟଙ୍କାରେ କିଣି ପାରିବେ ।ଏହାର ପ୍ରକୃତ ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହା 2699 ଟଙ୍କା ଅଟେ । କିନ୍ତୁ ଡିସକାଉଣ୍ଟ ପରେ ଏହାକୁ ବହୁତ୍ କମ ମୂଲ୍ୟରେ କିଣାଯାଇପାରେ । ଏହି ଫ୍ୟାନ କିଛି ମିନିଟ ମଧ୍ୟରେ ଆପଣଙ୍କୁ ଭଲ କୁଲିଂ ଦେଇଥାଏ ଏବଂ ଏହାର ରେଞ୍ଜ ମଧ୍ୟ ବହୁତ୍ ଭଲ ।

odia sambada
Comments (0)
Add Comment