ଅସରପା,ମୂଷା,ମଶା ପରି ପାଞ୍ଚଟି ଜୀବକୁ ଘରୁ ବାହାର କରିଦେବ ଏହି ଡିଭାଇସ, ଶରୀର ପାଇଁ ମଧ୍ୟ କ୍ଷତିକାରକ ନୁହେଁ !

କକରୋଚ ପ୍ରାୟତଃ ସମସ୍ତଙ୍କ ଘରେ ରହିଥାନ୍ତି ଓ ତାଙ୍କୁ ଘରୁ ବାହାର କରିବାପାଇଁ ବହୁତ ସାରା ଉପାୟ ଆପଣାଇ ଯାଇଥାଏ କିନ୍ତୁ ଏଥିରେ ଆମେ ସଫଳ ହୋଇନଥାଉ। ଆପଣ ପେଷ୍ଟ କିଲର ଓ ଋପେଲେଣ୍ଟ ବ୍ୟବହାର ମଧ୍ୟ କରିଥାଆନ୍ତି ଯାହାକି ଆପଣଙ୍କ ଶରୀର ପ୍ରତି ମଧ୍ୟ ହାନିକାରକ ହୋଇଥାଏ।

ଅଲ୍ଟ୍ରା ସୋନିକ ସାଉଣ୍ଡ ଦ୍ୱାରା ଏମାନେ ଚାଲି ଯାଆନ୍ତି ଯାହାକି କେମିକାଲ ଫ୍ରି:-

ଏହି ଡିଭାଇସ କେବଳ କକରୋଚ ନୁହେଁ ବରଂ ମଶା, ମୂଷା ଓ ସତସତୀ ଙ୍କୁ ଘରୁ ବାହାରିବାରୁ ସହାୟତା କରିଥାଏ। ଏହା ଆପଣଙ୍କୁ ବହୁତ କମ ଦାମ ରେ ମିଳିଯିବ କାରଣ ଏଥିରେ ହେଭି ଡିସ୍କାଉଣ୍ଟ ଆପଣଙ୍କୁ ମିଳିଯିବ।

ଏହି କକରୋଚ କିଲର 800 ରୁ 1200 ସ୍କୋୟାର ଫୁଟ ଘର ଭିତରେ ବହୁତ ଭଲ ଭାବରେ କାମ କରିଥାଏ। ଏଥିରେ 22 ରୁ 65 kHZ ର ଅଲ୍ଟ୍ରାସାଉଣ୍ଡ ବାହାରିଥାଏ ଯାହାକି କକରୋଚ, ମସକ୍ୟୁଟୋ ଓ ଅନ୍ୟ କାଟୁଥିବା ବଗ ଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ। ଏହାର ଅଲ୍ଟ୍ରା ସାଉଣ୍ଡ ବଳରେ ଏମାନେ ଘରୁ ବାହାରକୁ ଚାଲି ଯାଇଥାନ୍ତି।

ଏହା ସୁରକ୍ଷିତ ଓ ଇକୋନୋମିକଲ କକରୋଚ ଓ ମସକ୍ୟୁଟୋ କିଲର ଅଟେ ଯିଏକି ଆପଣଙ୍କ ଘରୁ ଇଂସେକ୍ଟ ଗୁଡ଼ିକୁ ବାହାର କରିବାରେ ବହୁତ ସହାୟକ ହୋଇଥାଏ। ଏହି ବ୍ରାଣ୍ଡ ମୁତାବିକ, ଏହା କକରୋଚ ବ୍ୟତୀତ ମଶା, ଝିଣ୍ଟିକା, ବୁଢ଼ିଆଣୀ ଓ ମୂଷା ଉପରେ ପ୍ରଭାବୀ ହୋଇଥାଏ। ଏହାକୁ ତିନି ରୁ ଚାରି ସପ୍ତାହ ବ୍ୟବହାର କରିବାପରେ ଏହାର ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିଥାଏ। ଏହା ପେଟ ଓ ରାଟ କୁ ମଧ୍ୟ କ୍ଷତି ପହଞ୍ଚାଇ ନଥାଏ।

ଏହି ପେଷ୍ଟ କଣ୍ଟ୍ରୋଲ ଅଟୋମାଟିକ ଡିଭାଇସ କୁ ଆପଣ କିଚେନ, ଲିଭିଂ ରୁମ, ବେଡ଼ରୁମ, ବାଥରୁମ, ବେଶମେଣ୍ଟ କେଉଁଠାରେ ମଧ୍ୟ ବ୍ୟବହାର କରିପାରିବେ। ଏହା ଡ୍ୟୁରେବଲ ଓ ଦେଖିବାକୁ ବହୁତ ଆକର୍ଷଣୀୟ ଅଟେ। ଏଥିରୁ ମାଇଲଡ଼ ହମିଙ୍ଗ ସାଉଣ୍ଡ ବାହାରିଥାଏ ଓ ସାଧାରଣତଃ ଏହା କାନକୁ ଶୁଣା ଯାଇନଥାଏ। ଏହାର ସାଉଣ୍ଡ ଦ୍ୱାରା ପେଟସ ଓ ଘରେ ଲୁଚିଥିବା ଝିଟିପିଟି ଓ ମୂଷା ପଳାୟନ କରିଥାଆନ୍ତି।

ଏହା କକରୋଚ ସହିତ ଅନ୍ୟ 5 ପ୍ରକାରର ଇଂସେକ୍ଟସ ଗୁଡ଼ିକୁ ମଧ୍ୟ ଘରୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ। ଗାଇଡ଼ ଲାଇନ ଏଥିରେ ଏହାକି ଯେ, ବେଡ଼ରୁମ କୁ ଯିବାର ଅଧଘଣ୍ଟା କିମ୍ବା ଏକଘଣ୍ଟା ପୂର୍ବରୁ ଏହାକୁ ଅନ କରି ଦିଆଯାଇଥାଏ। ଏଥିରୁ କୌଣସି କ୍ଷତିକାରକ ରଶ୍ମି କିମ୍ବା ସାଉଣ୍ଡ ବହାରିନଥାଏ।

ଏହା ଇଲକ୍ଟ୍ରୋ ମ୍ୟାଗନେଟିକ କକରୋଚ କିଲର ଅଟେ। ଏହା 80 ସ୍କୋୟାର ମିଟର ରେଞ୍ଜ ଭିତରେ ବହୁତ ପ୍ରଭାବୀ ହୋଇଥାଏ। ଏହାକୁ ଘର, ରେଷ୍ଟୁରାଣ୍ଟ, ଓୟାର ହାଉସ, ଅଫିସ, ଶପ, ହୋଟେଲ, ହସ୍ପିଟାଲ ଯେକେଉଁଠି ବି ବ୍ୟବହାର କରାଯାଇ ପାରିବ।

odia sambada
Comments (0)
Add Comment