୭୯୯ ଟଙ୍କାରେ ପାଆନ୍ତୁ Nokia ର 18 ହଜାର ଟଙ୍କାର ଦମଦାର Tablet, ଆଜି ହେଉଛି ଶେଷ ତାରିଖ !

Flipkart Electronics Sale: ଇ- କମର୍ସ ୱେବସାଇଟ ଫ୍ଲିପକାର୍ଟରେ ମାର୍ଚ୍ଚ 27 ତାରିଖଠାରୁ ‘ ଫ୍ଲିପକାର୍ଟ ଇଲେକ୍ଟ୍ରୋନିକ୍ସ ସେଲ’ ଜାରି ରହିଛି । ଏହି ସେଲରେ ଆପଣଙ୍କୁ ସବୁ ପ୍ରକାରର ଇଲେକ୍ଟ୍ରୋନିକ୍ସ ଉପକରଣଗୁଡିକ ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ Nokia ର ଦମଦାର ଡିସ୍ପ୍ଲେ ଥିବା ଟାବଲେଟକୁ ପ୍ରକୃତ ମୂଲ୍ୟ 17,999 ଟଙ୍କା ଥିବାବେଳେ 799 ଟଙ୍କାରେ କିପରି କିଣିପାରିବେ ।

Flipkart ରୁ ବହୁତ୍ ଶସ୍ତାରେ କିଣନ୍ତୁ Nokia ର Tablet :-

ଏହି ଡ଼ିଲରେ Nokia Tab T20 WiFi Only Tablet ବିଷୟରେ କୁହାଯାଉଛି, ଯାହାର ମାର୍କେଟରେ ମୂଲ୍ୟ 17, 999 ଟଙ୍କା ରହିଛି । ଏହି Tablet କୁ Flipkart Electronics Sale ରୁ 13% ର ଡିସକାଉଣ୍ଟ ପରେ 15, 499 ଟଙ୍କାରେ କିଣିପାରିବେ । ଏହାସହିତ CITI Bank ୟୁଜର୍ସ ଯଦି ଏହି ଟାବଲେଟର ପେମେଣ୍ଟ ନିଜ କ୍ରେଡିଟ କିମ୍ବା ଡେବିଟ କାର୍ଡ ଦ୍ଵାରା କରନ୍ତି, ତେବେ ସେମାନଙ୍କୁ 1500 ଟଙ୍କାର ଡିସକାଉଣ୍ଟ ମିଳିଯିବ, ଯାହାଦ୍ଵାରା Nokia ର ଏହି ଟାବଲେଟ 13,999 ଟଙ୍କାରେ କିଣାଯାଇପାରିବ ।

Nokia ର Tablet କୁ ଏହିପରି କିଣନ୍ତୁ 799 ଟଙ୍କାରେ :-

17,999 ଟଙ୍କାର Tablet କୁ ସେଲର ଡିସକାଉଣ୍ଟ ଏବଂ ବ୍ୟାଙ୍କ୍ ଅଫର୍ ପରେ ଆପଣ 13,999 ଟଙ୍କାରେ କିଣି ପାରିବେ । କିନ୍ତୁ Nokia Tab T20 WiFi Only Tablet କୁ ନିଜର ପୁରୁଣା ସ୍ମାର୍ଟଫୋନ୍ ବଦଳରେ ଯଦି କିଣିବେ, ତେବେ ଆପଣ 13,200 ଟଙ୍କା ସଞ୍ଚୟ କରିପାରିବେ । ଯଦି ଆପଣଙ୍କୁ ଏହି ଅଫରର ପୁରା ଲାଭ ମିଳିଯାଏ, ତେବେ ଆପଣଙ୍କ ପାଇଁ ଏହି Tablet ର ମୂଲ୍ୟ 13,999 ଟଙ୍କାରୁ ଖସି 799 ଟଙ୍କା ହୋଇଯିବ ।

Nokia Tab T20 WiFi Only Tablet ର ଫିଚର୍ଶ :-

ଏହା ଗୋଟିଏ ୱାଇ ଫାଇ ଓନଲି ଟାବଲେଟ ଅଟେ, ଯାହାକୁ ମୋବାଇଲ ଡାଟାରେ ବ୍ୟବହାର କରାଯାଇପାରିବ ନାହିଁ । Nokia ର ଏହି ଟାବଲେଟରେ ଆପଣଙ୍କୁ 10.36- ଇଞ୍ଚର ଚମତ୍କାର 2K ଡିସ୍ପ୍ଲେ, 3GB RAM ଏଵଂ 32GBର ଇଣ୍ଟରନାଲ୍ ଷ୍ଟୋରେଜ ମିଳିବ । Nokia Tab T20 WiFi Only Tablet ରେ ଆପଣଙ୍କୁ 8,200mAh ର ବ୍ୟାଟେରୀ, 8MP ର ପ୍ରାଇମେରୀ କ୍ୟାମେରା ଏବଂ 5MP ର ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଉଛି ।

odia sambada
Comments (0)
Add Comment