୩୧ ମାର୍ଚ୍ଚ ପୂର୍ବରୁ ନିଜ ନାମରେ ଏହି ସ୍କୀମ କରନ୍ତୁ, ୯,୨୫୦ ଟଙ୍କା ମାସିକ ପେନସନ ୧୦ ବର୍ଷ ପରେ ଆପଣ ପାଇବେ

ବନ୍ଧୁଗଣ ଆପଣମାନେ ଯଦି ଏକ ଏମିତି ପେନସନ ସ୍କୀମର ସନ୍ଧାନରେ ଅଛନ୍ତି ଯାହାଦ୍ଵାରା ଆପଣଙ୍କ ଜୀବନର ଗୋଲଡେନ ଇୟରକୁ ଅଧିକ ସୁଃଖ ଏବଂ ଆରାମଦାୟକ କରିପାରିବେ, ତେବେ ଆପଣ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାକୁ ନିଶ୍ଚୟ ଥରେ ପଢ଼ିଦିଅନ୍ତୁ। କାରଣ ଏହା ସେହି ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପେନସନ୍‌ ସ୍କିମ ଅଟେ ଯେଉଁମାନେ ନିଜ ଜୀବନର ଅବସର ସମୟ ପରେ ପେନସନ ପାଇବା ପାଇଁ ଇଚ୍ଛା କରୁଛନ୍ତି।

ଯେଉଁ ଲୋକମାନେ ଭଲ ପେନସନର ସୁବିଧା ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ବର୍ତ୍ତମାନ ଏହି ସ୍କିମକୁ ନେବା ଉଚିତ କାରଣ କେବଳ ପଲିସି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲଞ୍ଚ କରାଯାଉଛି।

ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁକି ବର୍ଷସାରା ବିକ୍ରି କରାଯାଉଥିବା ପଲିସି ପାଇଁ ଆପଣ ନିର୍ଦ୍ଧାରିତ ଦରର ସମୀକ୍ଷା ଏବଂ ଅନୁମୋଦନ ଅର୍ଥ ମନ୍ତ୍ରାଳୟ, ଭାରତ ସରକାର ଦ୍ୱାରା ପ୍ରତ୍ୟେକ ବର୍ଷରେ ଆରମ୍ଭ କରାଯିବ।

ଯଦି ଆପଣ ୩୧ ମାର୍ଚ୍ଚ, ୨୦୨୨ ମସିହା ପୂର୍ବରୁ ଏହି ପଲିସିକୁ କିଣୁଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ବର୍ଷ ୭.୪୦ ପ୍ରତିଶତର ଗ୍ୟାରେଣ୍ଟୀ ପେନସନ ମିଳିବ। ଯାହା ଆପଣଙ୍କର ଦଶ ବର୍ଷର ଅବଧି ପାଇଁ ମାସିକ ରୂପରେ ଦେୟ କରାଯିବ।

ଆପଣ ଏଲଆଇସିର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଯୋଜନା ଆର୍ଥିକ ବର୍ଷ ୨୦୨୧-୨୨ ମସିହା ପାଇଁ ୭.୪୦ ପ୍ରତିଶତ ପ୍ରତିବର୍ଷ ସୁନିଶ୍ଚିତ ପେନସନ ଆପଣଙ୍କୁ ପ୍ରଦାନ କରିବ।

ୱେବସାଇଟରେ କରାଯାଇଛି, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କିଣାଯାଇଥିବା ସମସ୍ତ ପଲିସିମାନଙ୍କ ପାଇଁ ପେନସନର ଏହି ସୁନିଶ୍ଚିତ ଦର ୧୦ ବର୍ଷର ପୂରା ପଲିସିର ଅବଧି ରହିଛି।

ଏହି PMVVY କଣ?

– ଯଦି ଆପଣ ଦଶ ବର୍ଷର ପଲିସି ଅବଧି ପର୍ଯ୍ୟନ୍ତ ଜୀବିତ ରୁହନ୍ତି ତେବେ ଆପଣ ବାଛିଥିବା ଅପ୍ସନ ଆଧାରରେ ପ୍ରତ୍ୟେକ ଅବଧିର ଶେଷରେ କିସ୍ତିରେ ଆପଣଙ୍କୁ ପେନସନ ମିଳିବ।

– ଯଦି ପଲିସିଧାରକ ଦଶ ବର୍ଷର ପଲିସି ଅବଧି ମଧ୍ୟରେ ସମାପ୍ତ ହୋଇଯାଇଥାଏ, ତେବେ କ୍ରୟ ମୂଲ୍ୟ ଲାଭାର୍ଥୀକୁ ଫେରସ୍ତ କରିଦିଆଯିବ।

– ଯଦି ପଲିସିଧାରକ ପଲିସି ଅବଧି ମଧ୍ୟରେ ଜୀବିତ ରୁହନ୍ତି, ତେବେ ତାକୁ କ୍ରୟ କରିବାର ମୂଲ୍ୟ ଏବଂ ଶେଷ ପେନସନ ପେମେଣ୍ଟ କରାଯିବ।

– ଏହା ଧ୍ୟାନ ରଖିବା ବହୁତ ଜରୁରୀଯେ ଏହି ଯୋଜନାର ମୋଟ ଯୋଗଦାନା ରାଶି ୧୫ ଲକ୍ଷ ଟଙ୍କା।

– ଏହି ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣ ଏଲଆଇସିର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ସେଠାରେ ଆପଣ ଏହି ଯୋଜନା ବିଷୟରେ ସମସ୍ତ ପ୍ରକାର ସୂଚନା ପାଇପାରିବେ।

odia sambada
Comments (0)
Add Comment