ବାଇକ୍ ଷ୍ଟାର୍ଟ କରିବା ପାଇଁ ଝିଅଟି ଏମିତି ମାରିଲା କିକ୍ ଯେ,ଭିଡ଼ିଓ ଦେଖି ଲୋକ କଣ୍ଟ୍ରୋଲ କରିପାରିଲେ ନାହିଁ ନିଜ ହସ !

ଭାଇରାଲ୍ କ୍ଲିପ୍ ରେ ଦେଖା ଯାଇପାରେ ଯେ ଯୁବତୀ ଜଣକ ବାଇକ୍ ରେ ବସନ୍ତି, ଏବଂ ତାକୁ ଷ୍ଟାର୍ଟ କରିବା ପାଇଁ କିକ୍ ମାରନ୍ତି | କିନ୍ତୁ ବାଇକ୍ ଷ୍ଟାର୍ଟ ହୁଏ ନାହିଁ | ଏହା ପରେ ସେ ଏକ୍ସିଲେଟର ବୁଲାଇ ଅହୁରି ଦୁଇରୁ ତିନି ଥର ପ୍ରୟାସ କରନ୍ତି | କିନ୍ତୁ କାମ ହୁଏ ହୁଏ ନାହିଁ | ତା’ପରେ ଏହା ଏକ ପରିହାସରେ ପରିଣତ ହୁଏ |

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଝିଅମାନେ ସ୍ଵାଗ ସହକାରେ ବାଇକ୍ ଚଳାଉଥିବାର ନଜର ଆସିଛନ୍ତି | କିନ୍ତୁ ‘ଇନଷ୍ଟାଗ୍ରାମ ରିଲ୍ସ’ ଦୁନିଆରେ ଏପରି ଏକ କ୍ଲିପ୍ ଲୋକମାନଙ୍କୁ ବହୁତ ହସାଉଛି, ଯେଉଁଥିରେ ଜଣେ ଯୁବତୀ ବାଇକ୍ କୁ ଷ୍ଟାର୍ଟ କରିବା ପାଇଁ ଏତେ କିକ୍ ମରେ କି ତାହା ପରେ ଯାହା ଘଟେ ତାହା ଲୋକଙ୍କ ହସ କଣ୍ଟ୍ରୋଲ ହେଉନାହିଁ |

ଭାଇରାଲ୍ କ୍ଲିପ୍ ରେ ଦେଖା ଯାଇପାରେ ଯେ ଯୁବତୀ ଜଣକ ବାଇକ୍ ରେ ବସନ୍ତି, ଏବଂ ତାକୁ ଷ୍ଟାର୍ଟ କରିବା ପାଇଁ କିକ୍ ମାରନ୍ତି | କିନ୍ତୁ ବାଇକ୍ ଷ୍ଟାର୍ଟ ହୁଏ ନାହିଁ | ଏହା ପରେ ସେ ଏକ୍ସିଲେଟର ବୁଲାଇ ଅହୁରି ଦୁଇରୁ ତିନି ଥର ପ୍ରୟାସ କରନ୍ତି | କିନ୍ତୁ କାମ ହୁଏ ନାହିଁ | ଏହା ପରେ ଯେମିତି ହିଁ ସେ ଟିକେ ଅଧିକା ଜୋର ଲଗେଇକି କିକ୍ ମାରନ୍ତି ସେତେବେଳେ ବାଇକ୍ ତ ଷ୍ଟାର୍ଟ ହୁଏ ନାହିଁ, କିନ୍ତୁ କିକ୍ ଭଙ୍ଗି ମାଟିରେ ପଡ଼ିଯାଏ | ଏହି ଦୃଶ୍ୟ ଦେଖିକରି ଲୋକଙ୍କର ହସ କଣ୍ଟ୍ରୋଲ ହେଉନାହିଁ |

ଏହି ଭିଡ଼ିଓ ଗୋଟେ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡେଲରୁ ମିଳିଛି | ଏହା କ୍ୟାପସନ ରେ ଲେଖା ଗଲା -ଏହା ତ ଏକ୍ସପେଟେଡ଼ ହୋଇଗଲା | ଏପର୍ଯ୍ୟନ୍ତ ଏହି କ୍ଲିପ କୁ ଏହି ଖବର ଲେଖା ହେବା ପର୍ଯ୍ୟନ୍ତ 49 ହଜାରରୁ ଅଧିକା ଭ୍ୟୁଜ ଏବଂ 3ହଜାରରୁ ଅଧିକ ଲାଇକି ମିଳି ସାରିଛି | ହଜାର ହଜାର ଲୋକ ନିଜ ହୃଦୟ କଥା ଲେଖୁଛନ୍ତି | ଜଣେ ବ୍ୟକ୍ତି ଲେଖିଲେ ଝିଅଟିର ଏକ୍ସପ୍ରେସନ୍ ଦେଖିବା ଯୋଗ୍ୟ ଅଟେ | ଯେତେବେଳେ କି ଅନ୍ୟ ଜଣେ ଲେଖିଲେ ଏଇ ଜଣେ ଝିଅ ଆଉ ଆପଣ ମାନେ ଏଥି ପାଇ ହସୁଛନ୍ତି | ଯେତେବଳେ କି ଅନ୍ୟ ଜଣେ ଲେଖିଲେ ଏହା ଫେକ୍ ଅଟେ | ଏହାକୁ ଏଡିଟ କରାଯାଇଛି | ବାକି ଆପଣ କଣ କହିବେ ଏହି କ୍ଲିପ ବିଷୟରେ?

odia sambada
Comments (0)
Add Comment