ମଦକୁ ଭଲ ପାଉଥିବା ଲୋକଙ୍କ ପାଇଁ ବଡ ଖବର,ଏହି ବର୍ଷ 26 ଦିନ ବନ୍ଦ ରହିବ ଦୋକାନ, ଦେଖନ୍ତୁ ପୁରା ଲିଷ୍ଟ

ମାର୍ଚ୍ଚ 31 ତାରିଖ ପରେ ନୂତନ ଫାଇନାନ୍ସିଆଲ୍ ଇୟର ଆରମ୍ଭ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଏପ୍ରିଲ 1 ତାରିଖ ଠାରୁ ଅନେକ ଜିନିଷ ବଦଳିଯିବ । ମଦ ଦୋକାନ ଗୁଡ଼ିକର ଟର୍ମ ମଧ୍ୟ ନୂତନ ଫାଇନାନ୍ସିଆଲ୍ ଇୟର ଠାରୁ ଆରମ୍ଭ ହୋଇଥାଏ । ମଦ ପିଉଥିବା ଲୋକମାନେ ଜାଣିବା ଉଚିତ୍ ଯେ ଏ ବର୍ଷ କେଉଁ କେଉଁ ତାରିଖରେ ମଦ ଦୋକାନ ବନ୍ଦ ରହିବ ?

ରାଜ୍ୟ ସରକାର ନେଇଥାନ୍ତି ଦୋକାନ ଖୋଲିବା ଏବଂ ବନ୍ଦ୍ କରିବାର ନିଷ୍ପତ୍ତି :-

ଡ୍ରାଇ ଡେର ଅର୍ଥ ହେଉଛି ଯେ ସେହି ଦିନ ମଦ ଦୋକାନ ବନ୍ଦ ରହିବ ଏବଂ ବିକ୍ରି ହେବନାହିଁ । ତେବେ ଏହି ନିଷ୍ପତ୍ତି ରାଜ୍ୟ ସରକାର ନେଇଥାନ୍ତି ଯେ କେଉଁ ରାଜ୍ୟରେ କେଉଁ ଦିନ ମଦ ଦୋକାନ ଖୋଲା ରହିବ ଏବଂ ବନ୍ଦ୍ ରହିବ । ତେବେ ଆସନ୍ତୁ ଦେଖିବା 2022-23ର ଡ୍ରାଇ ଡେର ପୁରା ଲିଷ୍ଟ । ଲିଷ୍ଟରେ ରାଜ୍ୟ ଅନୁଯାୟୀ ମଧ୍ୟ ଛୁଟି ଗୁଡ଼ିକର ସୂଚନା ଦିଆଯାଇଛି ।

ଏପ୍ରିଲ 2022 :-

– ଏପ୍ରିଲ 10 ( ରାମ ନବମୀ) : ଜାମ୍ମୁ

– ଏପ୍ରିଲ 14 (ମହାବୀର ଜୟନ୍ତୀ) : ରାଜ୍ୟର ନାମ ନାହିଁ

– ଏପ୍ରିଲ 15 (ଗୁଡ ଫ୍ରାଇଡେ) : ରାଜ୍ୟର ନାମ ନାହିଁ

ମେ 2022 :-

– ମେ 1 (ମହାରାଷ୍ଟ୍ର ଦିବସ) : ମହାରାଷ୍ଟ୍ର

– ମେ 3 (ଇଦ- ଉଲ- ଫିଦର) : କାଶ୍ମୀର

ଜୁଲାଇ 2022 :-

– ଜୁଲାଇ 10 (ଆଷାଢି ଏକାଦଶୀ) : ମହାରାଷ୍ଟ୍ର

– ଜୁଲାଇ 13 (ଗୁରୁ ପୂର୍ଣ୍ଣିମା) : ମହାରାଷ୍ଟ୍ର

ଅଗଷ୍ଟ 2022 :-

– ଅଗଷ୍ଟ 8 (ମୁହରମ୍) : ରାଜ୍ୟର ନାମ ନାହିଁ

– ଅଗଷ୍ଟ 15 ( ସ୍ଵାଧୀନତା ଦିବସ ) : ସାରା ଦେଶରେ

– ଅଗଷ୍ଟ 19 (ଜନ୍ମାଷ୍ଟମୀ) : ଜାମ୍ମୁ କାଶ୍ମୀର

– ଅଗଷ୍ଟ 31 ( ଗଣେଷ ଚତୁର୍ଥୀ) : ରାଜ୍ୟର ନାମ ନାହିଁ

ସେପ୍ଟେମ୍ବର 2022 :-

– ସେପ୍ଟେମ୍ବର 9 (ଅନନ୍ତ ଚତୁର୍ଦ୍ଦଶୀ) : ମହାରାଷ୍ଟ୍ର

ଅକ୍ଟୋବର 2022 :-

– ଅକ୍ଟୋବର 2 (ଗାନ୍ଧୀ ଜୟନ୍ତୀ) : ରାଜ୍ୟର ନାମ ନାହିଁ

– ଅକ୍ଟୋବର 5 (ଦଶହରା) : ପଶ୍ମିମାବଙ୍ଗ

– ଅକ୍ଟୋବର 9 ( ବାଲ୍ମିକୀ ଜୟନ୍ତୀ) : ରାଜ୍ୟର ନାମ ନାହିଁ

– ଅକ୍ଟୋବର 24 (ଦୀପାବଳୀ) : ସାରା ଦେଶରେ

ନଭେମ୍ବର 2022 :-

– ନଭେମ୍ବର 4 (କର୍ତ୍ତିକି ଏକାଦଶୀ) : ମହାରାଷ୍ଟ୍ର

ଡିସେମ୍ବର 2022 :-

– ଡିସେମ୍ବର 25 (ଖ୍ରୀଷ୍ଟମାସ) : ସାରା ଦେଶରେ

ଜାନୁଆରୀ 2023 :-

– ଜାନୁଆରୀ 14 (ମକର ସଂକ୍ରାନ୍ତି) : ରାଜ୍ୟର ନାମ ନାହିଁ

– ଜାନୁଆରୀ 26 ( ସାଧାରଣତନ୍ତ୍ର ଦିବସ) : ସାରା ଦେଶରେ

– ଜାନୁଆରୀ 30 ( ସହିଦ ଦିବସ) : ରାଜ୍ୟର ନାମ ନାହିଁ

ଫେବୃଆରୀ 2023 :-

– ଫେବୃଆରୀ 15 ( ସ୍ବାମୀ ଦୟା ନନ୍ଦ ସରସ୍ଵତୀ ଜୟନ୍ତୀ) : ରାଜ୍ୟର ନାମ ନାହିଁ

– ଫେବୃଆରୀ 18 ( ମହାଶିବରାତ୍ରି) : ରାଜ୍ୟର ନାମ ନାହିଁ

– ଫେବୃଆରୀ 19 ( ଛତ୍ରପତି ଶିବାଜି ମହାରାଜ ଜୟନ୍ତୀ) : ରାଜ୍ୟର ନାମ ନାହିଁ

ମାର୍ଚ୍ଚ 2023 :-

– ମାର୍ଚ୍ଚ 8 (ହୋଲି) : ରାଜ୍ୟର ନାମ ନାହିଁ ।

odia sambada
Comments (0)
Add Comment