ପ୍ରଧାନମନ୍ତ୍ରୀ ଙ୍କ ଏହି ଯୋଜନା ମାଧ୍ୟମରେ ପାଆନ୍ତୁ ଫ୍ରି ରେ ସିଲେଇ ମେସିନ, ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ,ଜାଣନ୍ତୁ କିପରି ପାଇବେ !

ପିଏମ ଫ୍ରି ସିଲେଇ ମେସିନ ଯୋଜନା 2022 ଅନ୍ତର୍ଗତ ମହିଳାଙ୍କୁ ବାସ ମାତ୍ର ଗୋଟିଏ ଆବେଦନ କରିବାକୁ ରହିଛି। ଏହି ଯୋଜନା ପ୍ରତ୍ୟେକ ରାଜ୍ୟର 50,000 ମହିଳାଙ୍କ ସୁବିଧା ପାଇଁ ବନାଯାଇଛି।

ମହିଳାଙ୍କୁ ଦେବେ ଆର୍ଥିକ ରୂପରେ ସ୍ୱତନ୍ତ୍ର ହେବାର ମୌକା:-

ପିଏମ ଫ୍ରି ସିଲେଇ ମେସିନ ଯୋଜନାରେ ଦେଶର ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସହାୟତା କରିବ। ଭାରତର ମହିଳାଙ୍କୁ ଆତ୍ମନିର୍ଭର ବନାଇବା ପାଇଁ ଏହି ଯୋଜନା ସଫଳତା ଲାଭ କରିବ। ଏହି ଯୋଜନାରେ 20 ରୁ 40 ବର୍ଷର ମହିଳାଙ୍କୁ ସିଲେଇ ମେସିନ ନେବାପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ।

ଫ୍ରି ରେ ମିଳିବ ସିଲେଇ ମେସିନ:-

ଏହି ଯୋଜନା ଅନ୍ତର୍ଗତ ଗାଁ ଓ ସହରର ମହିଳା ସାମିଲ ରହିଛନ୍ତି। ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଆଧାରକାର୍ଡ, ଜନ୍ମନିଧି ପ୍ରମାଣ, ଆୟ ପ୍ରମାଣ ପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫୋଟୋ, ବିକଳାଙ୍ଗଙ୍କ ପାଇଁ ବିଶିଷ୍ଟ ବିକଳାଙ୍ଗ ଆଇଡ଼ି ଓ ବିଧବାଙ୍କ ପାଇଁ ବିଧବା ପ୍ରମାଣପତ୍ର ଆବଶ୍ୟକ ହେବ।

କେମିତି କରିବେ ଆବେଦନ:-

ସର୍ବପ୍ରଥମେ ଆପଣ ଏହାର ଅଧିକାରୀ ୱେବସାଇଟ କୁ ଯାଆନ୍ତୁ ହୋମ ପେଜରେ ସିଲେଇର ଫ୍ରି ସପ୍ଲାଇ ପାଇଁ ଆବେଦନ ପତ୍ର ଲିଙ୍କରେ କ୍ଲିକ କରନ୍ତୁ। ଆବେଦନ ପତ୍ରର ପିଡ଼ିଏଫ ପ୍ରିଣ୍ଟ ଆଉଟ ବାହାର କରନ୍ତୁ। ଏହାପରେ ଏଥିରେ ନିଜର ଡ଼ିଟେଲସ ଭରି ନିଅନ୍ତୁ। ଶେଷରେ ଆପଣଙ୍କୁ ନିଜର ଡକ୍ୟୁମେଣ୍ଟ ଆଟାଚ କରିବାକୁ ହେବ।

ଆବେଦନ ପତ୍ରର ଯାଞ୍ଚ କରାଯିବ:-

ଆବେଦନ ପତ୍ର ସବମିଟ କରିବା ପରେ କାର୍ଯ୍ୟାଳୟ ଅଧିକାରୀଙ୍କ ଦ୍ୱାରା ଆପଣଙ୍କ ପତ୍ରର ଯାଞ୍ଚ କରାଯିବ। ଯାଞ୍ଚ ପରେ ଆପଣଙ୍କୁ ଫ୍ରି ରେ ସିଲେଇ ମେସିନ ଦିଆଯିବ।

odia sambada
Comments (0)
Add Comment