ମାଂସ ରାନ୍ଧିବାକୁ ପତ୍ନୀ ମନା କରିବାରୁ ପୋଲିସକୁ ଫୋନ କଲେ ସ୍ୱାମୀ, ଆଉ ତା ପରେ…ଜାଣନ୍ତୁ ପୁରା ଘଟଣା

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ଆଜି କାଲି ଲୋକ ଙ୍କ ମଧ୍ୟରେ ଏତେ ସବୁ ନିନ୍ଦନୀୟ କାର୍ଯ୍ୟ ସରିବା ପାଇଁ ଇଚ୍ଛା ଥାଏ ଯାହାକୁ ଲୋକ ଓ ସମାଜ ପାଇଁ ଖୁବ୍ ଖରାପ ହୋଇଥାଏ । ଜୀବନ ରେ ଏପରି କିଛି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆଜି କାଲି ର ଯୁବ ସମାଜ ଉପରେ କୁ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ । ଏମିତି ହେବାର କାରଣ କଣ ? ଆପଣ ଏହି ଖବର ଟିକୁ ଜାଣିଲେ ଖୁବ୍ ନିନ୍ଦା ପ୍ରକାଶ କରିବେ ।

ଆଜ୍ଞା ଏହି ନିନ୍ଦନୀୟ ଘଟଣା ବିଷୟରେ ଶୁଣିଲେ ଆପଣ ଭି ବିରକ୍ତି ହୋଇଯିବେ ।ବାରମ୍ବାର ପୋଲିସ ହେଲ୍ପଲାଇନ ନମ୍ବରକୁ କଲ କରିବା ପଡିଛି ମହଙ୍ଗା ।କାନାଗଲ ମଣ୍ଡଳର ଚେରଲା ଗୌରାମ ଗ୍ରାମର ନବୀନ ମାର୍ଚ୍ଚ ୧୮ ଅର୍ଥାତ୍ ଶୁକ୍ରବାର ରାତ୍ରିଭୋଜନରେ ତାଙ୍କ ପ୍ରିୟ ମଟନ୍ ତରକାରୀ ରାନ୍ଧିବାକୁ ସ୍ତ୍ରୀକୁ କହିଥିଲେ। ହେଲେ ସିଧା ସିଧା ମଟନ ତରକାରୀ କରିପାରିବିନି ବୋଲି ସ୍ତ୍ରୀ ମନା କରିଦେଇଥିଲେ । ଫଳରେ ନବୀନ ଏହି ଘଟଣାକୁ ନେଇ ସ୍ତ୍ରୀଙ୍କ ଉପରେ ଖୁବ ବିରକ୍ତ ହୋଇଥିଲେ । ପରେ ସ୍ୱାମୀ ନବୀନ ୧୦୦ କୁ ଡାଏଲ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ ।ପ୍ରଥମ ଥର ନବୀନ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ । ଏହାସହ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ତେବେ ଅପରେଟର ଏହା ଜାଣି ପାରି ମଦ୍ୟପଙ୍କ କାର୍ଯ୍ୟ କହି ଫୋନ ରଖିଦେଇଥିଲେ । ତେବେ ଏତିକିରେ ବୁଝିନଥିଲା ନବୀନଙ୍କ ମନ ସେ ବାରମ୍ୱାର କଲ କରିବାକୁ ଲାଗିଥିଲେ ।୬ ଥର କଲ ଆସିବାରୁ ଅପରେଟର ଜଣଙ୍କ ବାଧ୍ୟ ସିନିୟରଙ୍କୁ କହି ପୋଲିସ ପେଟ୍ରୋଲିଂ ଗାଡ଼ି ପଠା ଯାଇଥିଲା।ତେବେ ସେ ହୋସ ରେ ନଥିବା ୠ ତାଙ୍କୁ ତା ପର ଦିନ ସକାଳେ ଗିରଫ କରା ଯାଇଛି।ନବୀନଙ୍କୁ ଧାରା ୨୯୦ ଏବଂ ଭାରତୀୟ ଦଣ୍ଡ ସଂହିତା ୫୧୦ ଅନୁଯାୟୀ ମାମଲା ରୁଜୁ ହୋଇଛି ।

odia sambada
Comments (0)
Add Comment