ଏବେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ହେବ ଲଢେଇ ! ୟୁକ୍ରେନ ସଙ୍କଟ ମଧ୍ୟରେ ଚମକାଇବା ଭଳି ଦାବି !

ଏକ ଟାଇମ ଟ୍ରାଭେଲର ଏହା ସୂଚନା ଦେଇଛି କି, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସରିବାର କିଛି ସପ୍ତାହ ପରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ହେବ। ମାର୍ଚ୍ଚ 10 ତାରିଖରେ ‘ଏ ଟାଇମ ୱାରପର’ ଦ୍ୱାରା ଟିକଟକ ଭିଡ଼ିଓରେ ପୋଷ୍ଟ କରାଯାଇଥିବା ଏହି ଖତରନାକ ଭବିଷ୍ୟବାଣୀ ଉଲ୍ଲେଖ କରାଯାଇଛି।

ଖତରନାକ ହେବ ଭବିଷ୍ୟବାଣୀ 2022 ?

‘ଡେଲି ଷ୍ଟାର’ ରେ ଛପିଥିବା ରିପୋର୍ଟ ମାଧ୍ୟମରେ କୁହାଯାଉଛି କି, ଭବିଷ୍ୟବାଣୀ ଅନୁସାରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଘମାସନ ଯୁଦ୍ଧ ହୋଇପାରେ। ଭିଡ଼ିଓରେ ସମ୍ପୂର୍ଣ୍ଣ କୁହାଯାଇ ନାହିଁ ଯେ, ପ୍ରଥମ ପଦକ୍ଷେପ କେଉଁ ଦେଶ ଉଠାଇବ। ଟିକଟକର କମେଣ୍ଟ କରି କହିଛନ୍ତି କି, ଏହା ଉତ୍ତର କୋରିଆ ଦ୍ୱାରା ପ୍ରଥମେ ଆକ୍ରମଣ କରାଯିବ।

ଏହି ଭିଡ଼ିଓରେ ଏକ ଲିଷ୍ଟ ଜାରି କରାଯାଇଛି:-

– ମାର୍ଚ୍ଚ 22 ତାରିଖରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ।

– ଏପ୍ରିଲ 19 ତାରିଖରେ ଏକ ନୂଆ କରୋନା ଭ୍ୟାରିଏଣ୍ଟ ଆସିବ ଯାହାର ନାମ ଓମେଗା ହେବ ଓ ଏହା କୌଣସି ବି ଭ୍ୟାରିଏଣ୍ଟ ଠାରୁ 5 ଗୁଣା ଅଧିକ ଶକ୍ତିଶାଳୀ ହେବ।

– ମେ 24 ରେ ନାସାକୁ KLET -33 ନାମକ ଏକ ନୂଆ ଗ୍ରହ ମିଳିବ ଯେଉଁଥିରେ ଜୀବନ ସମ୍ଭବ ହେବ।

– ଜୁନ 28 ରେ ଜର୍ଜିଆ ଓ ଦକ୍ଷିଣ କ୍ୟାରୋଲିନା ମଧ୍ୟରେ ସବୁଠାରୁ ଖତରନାକ ଝଡ଼ ଆସିବ।

– ଜୁଲାଇ 13 ରେ ସବୁଠାରୁ ପ୍ରସିଦ୍ଧ ରାପର୍ସ ଯାହାକୁ କିମ୍ବଦନ୍ତୀ ବୋଲି ମାନା ଯାଇଥାଏ ସେ ନିଜର ମୃତ୍ୟୁକୁ ନକଲି ସାବ୍ୟସ୍ତ କରିବେ।

-ଜୁଲାଇ 23 ରେ ସବୁଠାରୁ ମଜବୁତ ଭୂକମ୍ପ ଏଲଏ, କାର୍ଲିଫର୍ନିଆକୁ ପ୍ରଭାବିତ କରିବ ଓ ‘ଦ ଜାଏଣ୍ଟ ୱେବ’ ର କାରଣ ହେବ।

– ଅଗଷ୍ଟ 3 ତାରିଖରେ ଦୁଇଜଣ ଡ଼ାଇଭର ଆଟଲାଣ୍ଟିକ ମହାସାଗର ଭିତରେ ଥିବା ସହରକୁ ଖୋଜିବେ।

– ଅଗଷ୍ଟ 17 ତାରିଖରେ ଇନ୍ଦ୍ରଧନୁଷ ଫନ ହାଉସ ରୂପରେ ଜଣାଯାଉଥିବା ଏକ ସୀମିତ ସ୍ଥାନ ପୁଣିଥରେ ବନାଯିବ ଓ ଏହା ନଭେମ୍ବର 30 ତାରିଖରେ ନିଜର ଫାଟକ ଖୋଲିଦେବ।

– ସେପ୍ଟେମ୍ବର 1 ତାରିଖରେ 4 ବେସ୍ତା ନାମକ ଏକ ଉଲ୍କା ପୃଥିବୀ ପାଖଦେଇ ଯିବ ଓ ଚୀନ ତଟରେ ମାଡ଼ ହେବ।

– ସେପ୍ଟେମ୍ବର 26 ତାରିଖରେ ଆଉ ଏକ ମହାମାରୀ ଯୋଗୁଁ ସାରା ସ୍କୁଲ ବନ୍ଦ ହେବ ଓ ଏହା କରୋନା ଠାରୁ ମଧ୍ୟ ବହୁତ ଖତରନାକ ହେବ।

– ଅକ୍ଟୋବର 14 ତାରିଖରେ ଏଲିଏନ୍ସ ପୃଥିବୀ ଉପରକୁ ଆସିବେ ଓ ଏମାନଙ୍କ ମଧ୍ୟରୁ କିଛି ଆମ ସହିତ ସମ୍ବାଦ ବିନିମୟ କରିବେ ଓ କିଛି ମଣିଷଙ୍କ ଉପରେ ଆକ୍ରମଣ କରିବେ।

odia sambada
Comments (0)
Add Comment