ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଆସିପାରେ ଖୁସି ଖବର ! ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଛି ବଡ଼ ଘୋଷଣା !

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସିର ଖବର ଆସିବାକୁ ଯାଉଛି। ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗାଇ ଭତ୍ତା ବଢ଼ାଇ ପାରନ୍ତି। ମିଡ଼ିଆ ରିପୋର୍ଟସ ଅନୁସାରେ 16 ମାର୍ଚ୍ଚରେ ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଏହା ଉପରେ ଘୋଷଣା ହେବାର ଆଶା ରହିଛି।

ଚର୍ଚ୍ଚା ମଧ୍ୟରେ ଲାଗିପାରେ ମୋହର:-

ମିଡ଼ିଆ ରିପୋର୍ଟସ ଅନୁସାରେ, ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ 16 ତାରିଖରେ ହେବାକୁ ଥିବା ବୈଠକରେ କର୍ମଚାରୀଙ୍କ ମହଙ୍ଗାଇ ଭତ୍ତାକୁ ବଢାଇବା ଉପରେ ଆଲୋଚନା ହୋଇପାରେ। ଆଶା କରାଯାଉଛି ସରକାର DA ରେ 3 ପ୍ରତିଶତ ବଢ଼ାଇ ପାରନ୍ତି।

ବୃଦ୍ଧି ପାଇ 34 ପ୍ରତିଶତ ହୋଇଯିବ ମହଙ୍ଗାଇ ଭତ୍ତା:-

ବର୍ତ୍ତମାନ ମହଙ୍ଗାଇ ଭତ୍ତା 31 ପ୍ରତିଶତ ଅଟେ, 3 ପ୍ରତିଶତ ବଢିବା ପରେ ଏହା 34 ପ୍ରତିଶତ ହେବାର ଆଶା ରହିଛି। ଯଦି ସରକାର ଏହା ଉପରେ ଫଇସଲା ନେଉଛନ୍ତି ତାହେଲେ 50 ଲକ୍ଷ କର୍ମଚାରୀ ଓ 65 ଲକ୍ଷ ପେନସନଧାରୀ ଏହାର ଫାଇଦା ପାଇବେ।

ଜାନୁଆରୀ 1 ତାରିଖରେ ହେବ ପ୍ରଭାବୀ:-

ସରକାରଙ୍କ ତରଫରୁ DA ବଢାଇବାର ଫଇସଲା ନିଆଯାଇଥାଏ ତ ଏହା ଜାନୁଆରୀ 1 ତାରିଖ 2022 ରୁ ପ୍ରଭାବୀ ହେବ । ଆଶା ରହିଛି କେନ୍ଦ୍ରୀୟ କର୍ମଚାରୀଙ୍କ ଖାତାକୁ ବହୁତ ଜଲଦି ସାଲାରୀ ଓ ଆରିୟର ଆସିଯିବ। 18 ହଜାର ବେସିକ ସାଲାରୀ ଉପରେ କର୍ମଚାରୀଙ୍କ ପାଇଁ ଦୁଇମାସର ଆରିୟର ଭରଣାର କଥା କହିଲେ ଏହା 19,346 ଟଙ୍କା ମାସିକ ହୋଇଯିବ।

odia sambada
Comments (0)
Add Comment