ମାତ୍ର ୪୦୦ ଟଙ୍କା ମୂଲ୍ୟରେ ମାର୍କେଟରେ ବିକ୍ରି ହେଉଛି ଛୋଟ AC ! ମିନିଟରେ ରୁମକୁ କରିଦେଉଛି ଥଣ୍ଡା !

ବର୍ତ୍ତମାନ ବଜାରରେ ବହୁତ ଦମଦାର AC ଅଛି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଏୟାର କଣ୍ଡିସନର ଅପେକ୍ଷା ବହୁତ ଛୋଟ ଅଟେ। ଗ୍ରୀଷ୍ମ ଋତୁ ଆସିସାରିଲାଣି। ଏହା ସହିତ ଅସହ୍ୟ ଗରମ ମଧ୍ୟ ବର୍ତ୍ତମାନ ସହିବାକୁ ପଡ଼ିବ। ସାରା ଦେଶରେ ଗରମ ସଂପୂର୍ଣ୍ଣ ଭାବରେ ପ୍ରବେଶ ମାରିବାକୁ ଯାଉଛି। ଏପରି ସ୍ଥିତିରେ ଯଦି ଆପଣ ଏକ ପୋର୍ଟେବଲ କୁଲିଂ ଡିଭାଇସକୁ ଖୋଜୁଛନ୍ତି, ତେବେ ଏହି ଏୟାର କଣ୍ଡିସନର ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ପ୍ରମାଣ ହୋଇପାରେ। ଯଦି ଆପଣ ଏହାକୁ କିଣିବା ପାଇଁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ ଯାହାଦ୍ୱାରା ଆପଣ ବୁଝିପାରିବେକି ଏହି ଡିଭାଇସ ଆପଣଙ୍କ ପାଇଁ କେତେ ମାତ୍ରାରେ କାର୍ଯ୍ୟକାରୀ ହେବ।

ଯଦି ଆପଣଙ୍କ ଘରେ ୱାର୍କ ଟେବୁଲ କିମ୍ବା ପିଲାମାନଙ୍କ ଟେବୁଲରେ ରଖିବା ପାଇଁ ଏକ କୁଲିଂ ଡିଭାଇସ ମଧ୍ୟ ଖୋଜୁଛନ୍ତି, ତେବେ ମିନି ପୋର୍ଟେବଲ ଏସିର ବିକଳ୍ପ ଆପଣଙ୍କ ପାଇଁ ଠିକ୍ ହେବ। ଆପଣଙ୍କୁ ଜଣାଇଦେଉଛୁକି ଏହି ଡିଭାଇସ ଉଭୟ ଅନଲାଇନ ଓ ଅଫଲାଇନରୁ ଆପଣ କିଣିପାରିବେ। ଏହାର ମୂଲ୍ୟ ୪୦୦ ରୁ ଆରମ୍ଭ ହୋଇ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଗୁଡିକ ବିଭିନ୍ନ ଡିଜାଇନ ଓ ଆକାରରେ ଉପଲବ୍ଧ ହୋଇଥାଏ ଏବଂ ଆପଣ ନିଜର ପସନ୍ଦର ମଡେଲକୁ ମଧ୍ୟ ବାଛିପାରିବେ।

ଯଦି ଆପଣ ଏହି ପୋର୍ଟେବଲ୍ ଏୟାର କଣ୍ଡିସନନରକୁ ଚଲାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଡ୍ରାଇ ବରଫ କିମ୍ବା ପାଣିର ବ୍ୟବହାର କରିବା ପାଇଁ ପଡିବ, ଯାହା ଦ୍ୱାରା ଏହା ଆପଣଙ୍କୁ ଏହା ଥଣ୍ଡା ପ୍ରଦାନ କରିଥାଏ। ଯଦି ଆପଣ ମଧ୍ୟ ଏହାକୁ କିଣୁଛନ୍ତି ତେବେ ଏହା ଚଳାଇବା ବହୁତ ସହଜ ଅଟେ ଓ ଏହା କୌଣସି ପ୍ରକାର ବିଦ୍ୟୁତ ଖର୍ଚ୍ଚ କରେ ନାହିଁ। ଟେବୁଲରେ କାମ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ଉତ୍ତମ ଉପକରଣ ଅଟେ।

odia sambada
Comments (0)
Add Comment