ବ୍ୟାଙ୍କରେ ନିଯୁକ୍ତି : ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ,ଜଲଦି ଆବେଦନ କରନ୍ତୁ

ଅନେକ ପିଲା ଚାକିରି ପାଇଁ ଅନେକ ପରୀକ୍ଷା ଦିଅନ୍ତି । କିଏ ପୋଲିସ୍ ପାଇଁ ଦିଏ ତ ଆଉ କିଏ ଡାକ୍ତର ପାଇଁ ଦିଏ। କିଏ ସମାଜ ପାଇଁ ପଲିଟିକାଲରେ ଯାଏ । ଏସବୁ ମଧ୍ୟ ବ୍ୟାଙ୍କରେ ଚାକିରି କରିବାକୁ ମଧ୍ୟ ଅନେକ ଲୋକ ବ୍ୟାଙ୍କରେ ଚାକିରି କରିବାକୁ ଅଧିକ ପସନ୍ଦ କରନ୍ତି । ତେବେ ବ୍ୟାଙ୍କ ଚାକିରି ଖୋଜୁଥିଲେ ଲୋକୋଙ୍କ ପାଇଁ ଆସିଚି ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଅନେକ ପଦବୀ ହେଇଚି ଖାଲି । ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍‌ ବିଭାଗରେ ସ୍ପେଶାଲିଷ୍ଟ ଅଫିସ ର ପଦବୀ ବାହାରିଛି ଖାଲି ।

ଇ-ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରିବାକୁ ଆସିଛି ସୂଚନା । ଯଦି ଲୋକେ ଚାହିଁବେ ତାହାଲେ ଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ କରିପାରିବେ। ଅଧିକ ସୂଚନା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ ମଧ୍ୟ କରିପାରିବେ ।ବ୍ୟାଙ୍କ ଅଫ୍‌ ବରୋଦାରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ, ତୁରନ୍ତ କରନ୍ତୁ ଆବେଦନ କରି ପାରିବେ ।

ଆବେଦନ କରିବାକୁ ଇଛୁକ ଥିବା ବ୍ୟକ୍ତି ମାନେ ୨୪ ମାର୍ଚ୍ଚ, ୨୦୨୨ ଯାହା ଏହା ଆବେଦନ କରିବାର ଶେଷ ତାରିଖ ଅଟେ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସମୁଦାୟ ୧୦୫ ପଦବୀ ଫାଙ୍କା ଥିବା ବେଳେ କ୍ରେଡିଟ ଅଧିକାରୀ ପଦ ରେ ୨୫ ଟି ପଦବୀ ଖାଲି ଥିବା ବେଳେ ମ୍ୟାନେଜର/ଡିଜିଟାଲ ଫ୍ରରେ ୧୫ ଟି ପଦବୀ ଖାଲି ରହିଚି ।

ଏହା ଛଡ଼ା କ୍ରେଡିଟ୍‌ ଅଫିସର ରେ ୧୫ ପଦବୀ ଫାଙ୍କା ଥିବା ବେଳେ ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜର ରେ ମଧ୍ୟ ୧୫ ପଦବୀ ଖାଲି ରହିଚି । ସବୁ ପଦବୀ ପାଇଁ ବୟସ ସୀମା ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି। ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

odia sambada
Comments (0)
Add Comment