ଆଲ୍‌ବମ୍‌ରେ ମିଛି ମିଛିକା ଦୁଷ୍କର୍ମ ସିନ୍‌ ପାଲଟିଗଲା ସତ! ହାତ ଗୋଡ଼ ବାନ୍ଧି ନାୟିକାଙ୍କୁ ଦୁଷ୍କର୍ମ କଲେ ନାୟକ!

ସମାଜ ବର୍ତମାନ ଅଧପତନ ରେ ଯାଇ ପଡିଛି । ଏଠାରେ ନାରୀ ମାନଙ୍କୁ ସମ୍ମାନ ନାହିଁ । ଅବଶ୍ୟ ଏହି କ୍ଷେତ୍ର ରେ କିଛି ନାରୀ ଙ୍କ ର ମଧ୍ୟ ଦୋଷ ରହୁଚି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତମାନ ର ସମୟ ଭାରି ଜଟିଳତର । ସମାଜ ନାରୀ ମାନଙ୍କୁ ଖେଳନା ଭାବେ ଦେଖୁଚି । ନାରୀ ମାନଙ୍କ ଇଜ୍ଜତ୍ ବର୍ତମାନ ବଜାର ରେ ଘୁରି ବୁଲୁଛି । ତେବେ ସମସ୍ତ ଦୁର୍ଘଟଣା ମଧ୍ୟରେ ନାରୀ ଙ୍କ ସହିତ ହେଉଥିବା ଏପରି କାର୍ଯ୍ୟ ମଧ୍ୟ ଏକ ଦୁର୍ଘଟଣା । ପ୍ରତି ଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।

ତେବେ ଯେତେ ପର୍ଯ୍ୟନ୍ତ ନାରୀ ମାନଙ୍କୁ ଏପରି ଅସମ୍ମାନ କରାଯାଉଥିବ , ସମାଜ ସେତେ ଅଧପତାନ ହେଉଥିବା । ତେବେ ଗୋଟିଏ ମନୁଷ୍ୟ ଜୀବନରେ ଯେମିତି ଖାଦ୍ୟ, ଶୋଇବା, ପାଣିର ଆବଶ୍ୟକ ହୋଇଥାଏ । ସେହିଭଳି ଯୌନ ସମ୍ପର୍କର ବି ଆବଶ୍ୟକ ଥାଏ । ଯୌବନ ଅଛି ମାନେ ଶରୀରକୁ ଉପଭୋଗ କରନ୍ତୁ , ଉତ୍ସାହ ଆଣନ୍ତୁ ଏବଂ ମନରେ କର୍ମ ପ୍ରରଣା ଆଣନ୍ତୁ । ସୁସ୍ଥ ଜୀବନଯାପନ ପାଇଁ ଯୌନ ସଂପର୍କ ନିହାତି ଆବଶ୍ୟକ । କିନ୍ତୁ ଏହି ସମ୍ପର୍କ ନିଜ ବାନ୍ଧବୀ ସହିତ ରଖିବା ଉଚିତ୍ । କୌଣସି ନାରୀ ସହିତ ଜୋର୍ ଜବରଦସ୍ତ କରି ସମ୍ପର୍କ ରଖିବା ଆଦୌ ଉଚିତ୍ ନୁହେଁ । କାରଣ ଏହା ଆଇନତଃ ଅପରାଧ । ତେବେ ଏହିପରି ଦୁଷ୍କର୍ମ ତଥା ବଳାତ୍କାର ଆଜି କାଲି ସାଧାରଣ ଘଟଣା ରେ ପରିବର୍ତ୍ତନ ହୋଇଗଲାଣି । କାରଣ ଦୋଷୀ କୁ ଉଚିତ୍ ଦଣ୍ଡ ମିଳୁନାହିଁ । ପଇସା ଅଧିକ ଦେଇ ଦୋଷୀ ଖସି ପଳାଇ ଯାଉଛି । ଯାହାଦ୍ବାରା ଆଜି ଆମ ଦେଶରେ ନାରୀ ମାନଙ୍କ ଜୀବନ ସୁରକ୍ଷିତ ନୁହେଁ ।

ତେବେ ଘଟଣା ଟି ବାଣପୁର ଅଞ୍ଚଳର । ପ୍ରିୟା ନାମକ ୧୬ ବର୍ଷୀୟା ଝିଅ ଟି ଅଭିନେତ୍ରୀ ହେବା ପାଇଁ ଭୁବନେଶ୍ୱର ଆସିଥିଲେ। ଆଉ ତାଙ୍କୁ ଆଲ୍‌ବମ୍‌ରେ ନାୟିକା ଭାବେ ଅଫର ଦିଆଯାଇଥିଲା। ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲ୍‌ବମ୍‌ରେ ନାୟିକା ଭାବେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା।ଆଲ୍‌ବମ୍‌ର ପ୍ରଥମ ଭାଗ ଶୁଟିଂ ସରିଥିଲା। ଗୁରୁବାର ଦ୍ୱିତୀୟ ଭାଗର ଶୁଟିଂ ଭରତପୁର ଅଞ୍ଚଳରେ ଚାଲିଥିଲା।ଶୁଟିଂ ସରିବା ପରେ ସମସ୍ତେ ଭରତପୁରରେ ଥିବା ଭଡ଼ା ଘରକୁ ଯାଇଥିଲେ। କିଛି ସମୟ ବିଶ୍ରାମ ପରେ ରାତିରେ ଶୁଟିଂ ଆରମ୍ଭ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା।ଆଲ୍‌ବମ୍‌ରେ ଥିବା ଏକ ଅପହରଣ ଶିନ୍‌ ସୁଟିଂ ପୂର୍ବରୁ ରାତିରେ ପ୍ରିୟାଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଏପରିକି ତାଙ୍କ ଦେହରେ ଫେବିକ୍ୱିକ୍‌ ଢଳା ଯାଇଥିବା ଅଭିଯୋଗ ହୋଇଛି। ଥରେ କି ଦୁଇ ଥର ନୁହେଁ, ରାତି ସାରା ତାଙ୍କୁ ସାତ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୀଡ଼ିତା ଛାଡ଼ିବା ପାଇଁ ବାରମ୍ୱାର ନେହୁରା ହୋଇଥିଲେ।

ହେଲେ ଆଲ୍‌ବମ୍‌ ନାୟକ ତାଙ୍କୁ ଛାଡ଼ି ନଥିଲେ। ଅନ୍ୟପକ୍ଷରେ ବାହାହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜି ନହେଲେ ଫେବିକ୍ୱିକ୍‌ ଢାଳି ଦେବେ ବୋଲି ଧମକ ଦେଇଥିଲେ। ତାଙ୍କ କଥାରେ ରାଜି ହେବା ପରେ ମୋତେ ଛାଡ଼ି ଦିଆଯାଇଥିବା ପୀଡ଼ିତା କହିଛନ୍ତି।ପୀଡ଼ିତା ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ମହିଳା ଥାନାର ପରାମର୍ଶ କ୍ରମେ ସେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି,ମାତ୍ର ସେଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ପୁଲିସ୍‌ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

odia sambada
Comments (0)
Add Comment