ସ୍କୁଲ ବା କଲେଜରେ ଯେତେବେଳେ ଛାତ୍ରଛାତ୍ରୀ ନିୟମ ଭାଙ୍ଗିଥାନ୍ତି ବା ଖରାପ କାର୍ଯ୍ୟକ୍ରମ କରନ୍ତି ତେଵେ ଶିକ୍ଷକ ଦଣ୍ଡ ଦେବାକୁ ଭୁଲନ୍ତି ନାହିଁ ଫଳରେ ସେ ଯେପରିକି ଏଭଳି କାମ ନକରୁ|ଯଦିଓ ଆଜିର ସମୟରେ ଛାତ୍ରଛାତ୍ରୀମାନଙ୍କୁ ଦଣ୍ଡ ଦେଇ ବୁଝିବା ପାଇଁ ସହଜ ନୁହେଁ|ଶିକ୍ଷକର ଲକ୍ଷ୍ୟ ଯେ ଛାତ୍ରଛାତ୍ରୀ ଭବିଷ୍ୟତରେ ଏଭଳି ଭୁଲ କାମ ନକରନ୍ତୁ|ଯେତେବେଳେ ସ୍କୁଲରେ ଛାତ୍ରଛାତ୍ରୀମାନେ ଅଧିକ ଭୁଲ କରନ୍ତି ଫଳରେ ଶିକ୍ଷକକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡେ|କିଛି ଲୋକଙ୍କ ମାନିବା କଥା ଯେ ଶିକ୍ଷକ କଠୋର ହେବା ଆବଶ୍ୟକ|ଯେତେବେଳେ ଛାତ୍ରଛାତ୍ରୀ ଶିକ୍ଷକ କଥା ମାନନ୍ତି ନାହିଁ ତାକୁ ଠିକରେ ବୁଦ୍ଧି ଶିକ୍ଷା ଦେଇଥାନ୍ତି|ଏଵେ ସ୍କୁଲରେ ସ୍ମାର୍ଟଫୋନ ସହ ଜଡ଼ିତ ମାମଲା ସାମ୍ନାକୁ ଆସିଛି|
ସ୍କୁଲରେ ଯେଉଁ ଛାତ୍ର ସ୍ମାର୍ଟଫୋନ ନେଇକରି ଆସନ୍ତି ତା ଫୋନକୁ କିଛି ଘଣ୍ଟା ପାଇଁ ବା କିଛି ଦିନ ପାଇଁ ଜବତ କରିଥାନ୍ତି|ଯଦିଓ ସେ ଫୋନକୁ ଜାଳିଦେବା ବା ନଷ୍ଟ କରିଦେବା ସହଜ ନୁହେଁ|କିଛି ଏପରି ଏକ ମାମଲା ସାମ୍ନାକୁ ଆସିଥିଲା|କିଛି ଶିକ୍ଷକଙ୍କ ଦ୍ୱାରା ଛାତ୍ର ବ୍ୟବହାର କରୁଥିବା ଫୋନ ଜବତ ପରେ ଜଳାଇବା ଖବର ସାମ୍ନାକୁ ଆସିଛି|ଏହି ସମୟରେ ଏପରି କେହିଏକ ଭିଡିଓ ବନେଇଛି ତାହା ଏବେ ଭାଇରାଲ ହେଉଛି|ଇଣ୍ଡୋନେସିଆରେ ସ୍କୁଲ ଶିକ୍ଷକର ସମୂହ ଜବତ କରାଯାଇଥିବା ଫୋନକୁ ନିଆଁ ଗଦାରେ ଫୋପାଡୁଥିବା ଦେଖାଯାଇଥିଲା|
ମିଡିଆ ରିପୋର୍ଟ ଅନୁସାରେ ଛାତ୍ର ଠାରୁ ମୋବାଇଲ ଜବତ କରାଗଲା ଓ ତାକୁ ପୁଣି ଛାତ୍ର ସାମ୍ନାରେ ନିଆଁରେ ପକାଗଲା|ଛାତ୍ରର ଗୁହାରି ଓ କାନ୍ଦ ପରେ ମଧ୍ୟ ଶିକ୍ଷକ କଡା ସଜା ଜାରି ରଖିଥିଲେ|ଟିକଟକ, ଫେସବୁକ,ଇନଷ୍ଟାଗ୍ରାମରେ ସେୟାର କରାଗଲା ପରେ ଭାଇରାଲ ହୋଇଗଲା|ଛାତ୍ର ଶିକ୍ଷକକୁ ଗୁହାରି କରୁଛି କିନ୍ତୁ ଶିକ୍ଷକ ତାହା ଶୁଣୁ ନାହାନ୍ତି|ଇଣ୍ଡୋନେସିଆର ଏହି ଘଟଣା କେଉଁଠାରେ ହେଇଛି ଜଣା ପଡ଼ିନାହିଁ|କିଛି ସୋସିଆଲ ମିଡ଼ିଆ ପୋଷ୍ଟରେ କୁହାଯାଇଛି ଯେ ଏହି ଘଟଣା ଇଣ୍ଡୋନେସିଆର ଏକ ବୋର୍ଡିଙ୍ଗ ସ୍କୁଲରେ ହୋଇଛି|