ନିଶାଶକ୍ତ ଅବସ୍ଥାରେ ଏହି ଅଭିନେତ୍ରୀ ଜଣକ ଏମିତି କାମ କଲେ ଯେ, ଶେଷରେ ଯିବାକୁ ପଡିଲା ଜେଲ,ଜାଣନ୍ତୁ ପୁରା ଘଟଣା

ଜଣାଶୁଣା ଅଭିନେତ୍ରୀ କାଭ୍ୟା ଥାପରଙ୍କୁ ମୁମ୍ବାଇ ପୋଲିସଙ୍କୁ ଗିରଫ କରିସାରିଛି। ତାଙ୍କ ଉପରେ ଏହା ଆରୋପ ଥିଲା କି, କାଭ୍ୟା ନିଶାଶକ୍ତ ଅବସ୍ଥାରେ କାର ଚଳାଇ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଛନ୍ତି। ଖାଆସ କଥା ଏହାକି ଯେ, ପୋଲିସ ତାଙ୍କୁ ଅଟକ ରଖିବା କାରଣରୁ ସେ ପୋଲିସଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଝଗଡ଼ା କରିଥିଲେ।

ମଦ୍ୟପାନ କରି କାର ଚଳାଉଥିଲେ:-

ଏହିକଥାର ଖୁଲାସା ନ୍ୟୁଜ ଏଜେନ୍ସି ANI ଟ୍ୱିଟ ଦ୍ୱାରା ହୋଇଥିଲା। ପୋଲିସଙ୍କ ଏକ ଅଧିକାରୀ ବତାଇଥିଲେ କି, ଅଭିନେତ୍ରୀଙ୍କୁ ନ୍ୟାୟିକ ଭାବରେ ଜେଲରେ ରଖାଯାଇଛି। ଏହି ଘଟଣା ଗୁରୁବାର ଦିନ 1 ଘଟିକା ସମୟରେ ଜୁଡ଼ୁ ଠାରେ ଥିବା ଜେ ଡ଼ବ୍ଲ୍ୟୁ ମ୍ୟାରିଆଲ ହୋଟେଲ ପାଖରେ ହୋଇଥିଲା। ଯେତେବେଳେ ଆକଟ୍ରେସ ନିଶାରେ ନିଜର SUV ଚଳାଉଥିଲେ, ସେତେବେଳେ ନିଜର ନିୟନ୍ତ୍ରଣ ହରାଇଥିଲେ ଓ ଛିଡ଼ା ହୋଇଥିବା ଏକ ଯାନକୁ ଧକା ମାରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ସୂଚନା ସେଠାରେ ଉପସ୍ଥିତ ଥିବା ଏକ ବ୍ୟକ୍ତି ଦେଇଥିଲେ। ଏହାପରେ ଜୁଡ଼ୁ ପୋଲିସ ସେଠାକୁ ଆସି ପହଞ୍ଚି ଯାଇଥିଲେ।

ପୋଲିସକୁ ଦେଖି ଗାଳି ଗୁଲଜ କଲେ ଅଭିନେତ୍ରୀ:-

ଅଧିକାରୀ କହିଥିଲେ, ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲେ ସେତେବେଳେ ଅଭିନେତ୍ରୀ ତାଙ୍କୁ ଦେଖି ଗାଳି କରିବାକୁ ଲାଗିଲେ। ଏମିତି ଯେ, ତାଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ। ଏହାପରେ ଅଭିନେତ୍ରୀଙ୍କୁ ଗିରଫ କରିଦିଆଗଲା।

ସାଉଥ ଫିଲ୍ମରେ କରିସାରିଛନ୍ତି କାମ:-

କାଭ୍ୟା ମୁଖ୍ୟ ରୂପରେ ସାଉଥ ଫିଲ୍ମରେ ନଜର ଆସିଥାନ୍ତି। ଥାପରଙ୍କ ଜନ୍ମ ଅଗଷ୍ଟ 20 ତାରିଖ 1995 ମସିହାରେ ହୋଇଥିଲା। ସେ ନିଜର ସ୍କୁଲ ଶିକ୍ଷା ବମ୍ବେ ସ୍କଟିସ ସ୍କୁଲରେ ପୂରା କରିଥିଲେ। ସେ ଠାକୁର କଲେଜ ଅଫ ସାଇନ୍ସ ଆଣ୍ଡ କମର୍ସ କଲେଜରେ ନିଜର ଗ୍ରାଜୁଏସନ କରିଥିଲେ। କାବ୍ୟା ସର୍ବପ୍ରଥମେ ହିନ୍ଦୀ ଶର୍ଟ ଫିଲ୍ମରେ ନଜର ଆସିଥିଲେ। ସେ କେତେକ ବଡ଼ କମ୍ପାନୀ ପତାଞ୍ଜଳୀ ମେକ ମାଇଁ ଟ୍ରିପ ପାଇଁ ବିଜ୍ଞାପନ ଜାରି କରିଛନ୍ତି। ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ Ee Maaya Peremito ଥିଲା ଯାହାକି 2018 ମସିହାରେ ରିଲିଜ ହୋଇଥିଲା। କାବ୍ୟା ନିଜର ବୋଲଡ଼ ଫୋଟୋଶୁଟ ପାଇଁ ବେଶ ପରିଚିତ।

odia sambada
Comments (0)
Add Comment