ପ୍ରକୃତ ଭଉଣୀ ସହ ଶୋଉଥିଲେ ଦାଦା-ପୁତୁରା, ଲୋକମାନେ ପ୍ରମାଣ ସହ ଧରିଲେ,ଆଉ ତାପରେ ସମ୍ପର୍କର କାହାଣୀ ହିଁ ବଦଳି ଗଲା | ଜାଣନ୍ତୁ ପୁରା ଘଟଣା

ୟୁପି ର ମୁରଦାବାଦ ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ନାଙ୍କୁ ଆସିଛି । ଏଠାରେ ଲୁଚି ଛପି ଦାଦା-ପୁତୁରା ନିଜର ଦୁଇ ଭଉଣୀଙ୍କ ସହ ରାତିରେ ରଙ୍ଗରେଲିୟା କରୁଥିଲେ । କିନ୍ତୁ ଝିଅମାନଙ୍କ ପରିବାରର ଲୋକ ଏହି ବିଷୟରେ ଜାଣିବାକୁ ପାଇଲେ ଆଉ ତାପରେ ସେମାନେ ଚାରିଜଣଙ୍କୁ ରେଡ଼ ହ୍ୟାଣ୍ଡ ରେ ଧରିନେଇଥିଲେ । ତାପରେ ଗାଁରେ ପଞ୍ଚାୟତ ବସିଥିଲା ଯାହାପରେ ଏହି ଚାରିଜଣଙ୍କ ସମ୍ପର୍କର ସଂପୂର୍ଣ୍ଣ କାହାଣୀ ହିଁ ବଦଳିଗଲା । ଘଟଣା ଟି ଆପଣଙ୍କୁ ଆଗକୁ କହୁଛୁ –

ଉତ୍ତର ପ୍ରଦେଶର ମୁରଦାବାଦ ଜିଲ୍ଲାରେ ଗୋଟେ ଅତି ଆଶ୍ଚର୍ଯ୍ୟଜନଙ୍କ ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଦାଦା ଆଉ ପୁତୁରାଙ୍କୁ ନିଜ ଭଉଣୀମାନଙ୍କ ସହ ରଙ୍ଗରେଲିୟା ମନେଇବା ବେଳେ ପରିବାରର ଲୋକମାନେ ତାଙ୍କୁ ରେଡ ହ୍ୟାଣ୍ଡ ରେ ଧରିପକେଇଥିଲେ । ଧରାପଡିବା ପରେ ପଞ୍ଚାୟତ ଡକାଯାଇଥିଲା । ପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ ଦାଦା – ପୁତୁରାଙ୍କୁ ତାଙ୍କ ପ୍ରେମିକାମାନଙ୍କ ସହ ବିବାହ କରିଦିଆ ଗଲା । ଘଟଣା ଟି ସାମ୍ନାକୁ ଆସିଲା ପରେ ଅନେକ ଆଲୋଚନା ହେବାରେ ଲାଗିଛି । ଏହି ଘଟଣା ଟି ସବୁଆଡେ ଚର୍ଚ୍ଚା ହେଉଛି ।ଆଗକୁ ଆପଣଙ୍କୁ କହିବୁ କେମିତି ସମସ୍ତେ ରେଡ଼ ହ୍ୟାଣ୍ଡ ରେ ଧରାପଡ଼ିଗଲେ ।

ଉଲ୍ଲେଖନୀୟ ହେଉଛି କି ଅମରୋହ ଜିଲ୍ଲାର ଥାନା ସୈଦନଗଲି ଗାଁର ଦାଦା ଆଉ ପୁତୁରା ପାକବଡା ଥାନା ଅଞ୍ଚଳର ଭାଡ଼ଲା ଗାଁକୁ ସମ୍ପର୍କୀୟ ହିସାବରେ ଆସିଥିଲେ । ବୁଧବାର ରାତିରେ ଦୁହେଁ ଜଣେ ସମ୍ପର୍କୀୟଙ୍କ ପରିବାରର ନିଜର ଦୁଇ ଭଉଣୀଙ୍କୁ ଦେଖାକରିବାକୁ ପହଞ୍ଚିଗଲେ । ରାତି ପ୍ରାୟ ଦୁଇଟା ବେଳେ ଯେତେବେଳେ ଜଣେ ସମ୍ପର୍କୀୟଙ୍କ ଆଖି ଖୋଲିଲା ,ସେତେବେଳେ ସିଏ ଦେଖିଲେ କି ଦୁଇ ଯୁବକ ଘରେ ନଥିଲେ । ଏହା ପରେ ସେ ଯାଇ ଦେଖନ୍ତି ତ ଦୁହେଁ ଅଲଗା ଅଲଗା ରୁମରେ ଯୁବତୀମାନଙ୍କ ସହ ସୋଇଛନ୍ତି । ଏହା ଦେଖି ପରିବାରର ଲୋକମାନେ ଚିତ୍କାର କରି ଦୁହିଁଙ୍କୁ ତାଙ୍କ ରୁମ ରେ ବନ୍ଦ କରିଦେଲେ ।ଏହା ପରେ ଦୁଇ ଯୁବକଙ୍କ ଘର ଲୋକଙ୍କୁ ସୂଚନା ଦେଇ ଗାଁ କୁ ଡକାଯାଇଥିଲା ।

ଏହି ଘଟଣାକୁ ନେଇ ଗାଁରେ ପଞ୍ଚାୟତ ବସିଲା । ପଞ୍ଚାୟତ ରେ ନିଷ୍ପତ୍ତି ନିଆଗଲା କି ଦୁଇ ଯୁବକଙ୍କୁ ଯାହା ସହ ତାଙ୍କର ପ୍ରେମ ସମ୍ବନ୍ଧ ଅଛି ସେହି ଯୁବତୀଙ୍କ ସହ ବିବାହ କରିଦିଆଯାଉ ।
ପଞ୍ଚାୟତର ଆଦେଶ ପରେ ଉଭୟ ଦାଦା ଆଉ ପୁତୁରାଙ୍କର ତୁରନ୍ତ ବିବାହ ରୀତିନୀତି ସମାପ୍ତ କରିଦିଆଗଲା । ଏହା ପରେ ଦୁଇ ଯୁବକ ନିଜ ନିଜ ପତ୍ନୀ ଙ୍କୁ ନେଇ ଗାଁକୁ ଚାଲିଗଲେ । ଆଗକୁ ଆପଣଙ୍କୁ କହିବୁ କି କେମିତି ତାଙ୍କ ସମ୍ପର୍କ ବଦଳିଗଲା ।

ବିବାହ ପରେ ବଦଳିଗଲା ଚାରିଜଣଙ୍କର ସମ୍ପର୍କ:

ଦୁଇ ଯୁବକ ଦାଦା -ପୁତୁରା ହେଇଥିବାରୁ ଗୋଟେ ଭଉଣୀ ତାଙ୍କ ନିଜ ଭଉଣୀର ଖୁଡିଶାଶୁ ବନିଗଲା । ଆଉ ତାପରେ ଦୁହେଁ ଦାଦା ପୁତୁରା ମଧ୍ୟ ଦୁହିଁଙ୍କର ସଢୁ ବନିଗଲେ । ଏହି ବିବାହ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

odia sambada
Comments (0)
Add Comment