ଅ-ଶ୍ଲୀଳ ଇଙ୍ଗିତ କରିବା ପଡିଲା ଭାରି, ଆଇଟମ ଡ୍ୟାନ୍ସର ପିହୂଙ୍କ ନାମରେ ଥା-ନାରେ ହେଲା ମାମ-ଲା ରୁଜୁ।:-

0

Get real time updates directly on you device, subscribe now.

ଭଦ୍ରକ ଜିଲ୍ଲା ବାଂଶଡା ଥା-ନା ପାଟଣମଙ୍ଗଳା ଗାଁରେ ଗୁରୁବାର ଦିନ ହୋଇଥିବା ଯାତ୍ରାରେ ଯେଉଁ ବି-ବାଦ ସୃଷ୍ଟି ହୋଇଥିଲା ସେ ବିଷୟରେ ତ ଆପଣ ଜାଣିଥିବେ।ଯାହାକୁ ନେଇ ଏବେ ଆଇଟମ୍‌ ଗର୍ଲ ପିହୁଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଷ୍ଟେଜ୍‌ରେ ଆରମ୍ଭ ହୋଇ ଏବେ ଥା-ନାରେ ପହଞ୍ଚିଛି ମାମଲା।

ପିହୁଙ୍କ ବିରୋ-ଧରେ ବାଂଶଡ଼ା ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି ବରିଷ୍ଠ ନାଗରିକ ପୀତବାସ ବାରିକ। ଅଭି-ଯୋଗକୁ ଭିତ୍ତିକରି ପୋ-ଲିସ ଯାତ୍ରା ଅଭିନେତ୍ରୀ ପିହୁଙ୍କ ନାମରେ ମାମ-ଲା ରୁଜୁ କରିଛି। ତେବେ ଅଭି-ଯୋଗରେ ବୃଦ୍ଧ ଜଣକ କହିଛନ୍ତି ଯେ,” ପିହୁ ମୋ ମୁଣ୍ଡ ଟାଣି ଅସମ୍ମାନିତ କରିଛନ୍ତି।

ଏଥିସହ କମିଟିର କର୍ମକର୍ତ୍ତାମାନେ ଧ-କ୍କା ମା-ରି କାଢ଼ି ଦେଇଛନ୍ତି l ତେଣୁ ମୋର ଘୋର ଅସମ୍ମାନ ହୋଇଛି। ମୋତେ ନ୍ୟା-ୟ ଦରକାର।” ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ଭଦ୍ରକ ଜିଲ୍ଲା ବାଂଶଡା ଥା-ନା ପାଟଣମଙ୍ଗଳା ଗାଁରେ ଗୁରୁବାର ଦିନ ହୋଇଥିଲା ମଙ୍ଗଳା ଯାତ୍ରା। ସେଥିପାଇଁ ଗାଁରେ ହୋଇଥିଲା ଯାତ୍ରା। ଓଡ଼ିଶା ଅପେରା ଯାତ୍ରା ପରିବେଷଣ କରୁଥିଲା।

ଯାତ୍ରା ଆରମ୍ଭ ପୂର୍ବରୁ ହୋଇଥିଲା ଆଇଟମ୍‌ ଡ୍ୟାନ୍ସ। ଆଉ ଡ୍ୟାନ୍ସ କରିବାକୁ ଷ୍ଟେଜକୁ ଆସିଥିଲେ ପିହୁ। ନଗ୍ନ ଡ୍ୟାନ୍ସକୁ ବ୍ୟାନ୍‌ କରାଯାଇଥିବାରୁ ଏଥର ଶାଢ଼ୀ ଗେଟ୍‌ଅପ୍‌ରେ ଷ୍ଟେଜ୍‌କୁ ଆସିଥିଲେ ପିହୁ। ଆଉ ଶାଢ଼ୀ ପିନ୍ଧି ନାଚିବା ଆରମ୍ଭ କରିଥିଲେ।

ତେବେ ପିହୁଙ୍କ ଏହି ଡ୍ୟାନ୍ସକୁ କଳା ପ୍ରେମି ପୀତବାସ ବାରିକ ନାମକ ଜଣେ ବୃଦ୍ଧ ପସନ୍ଦ କରିନଥିଲେ। ତେଣୁ ସେ ଡ୍ୟାନ୍ସକୁ ବି-ରୋଧ ନକରି ମୁହଁକୁ ତଳକୁ କରି ବସିଥିଲେ। ଠିକ୍‌ ସେତିକି ବେଳେ ପିହୁ ଆସି ଅତି ଅ-ଶ୍ଲୀଳ ଅଙ୍ଗ-ଭଙ୍ଗିରେ ପୀତବାସଙ୍କ ଆଗରେ ବସିପଡ଼ିଲେ ଆଉ ତାପରେ ତାଙ୍କ ମୁଣ୍ଡରେ ହାତ ମା-ରିଥିଲେ।

ପିହୁଙ୍କ ଏପରି ଅଚରଣରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ବୃଦ୍ଧ ଜଣକ। ସେ ସଙ୍ଗେ ସଙ୍ଗେ ବି-ରୋଧ କରିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଯାତ୍ରା ଆୟୋଜକମାନେ ପହଞ୍ଚି ପୀତବାସଙ୍କ ସହିତ ଯୁ-କ୍ତିତ-ର୍କ କରିଥିଲେ। ଏପରିକି ତାଙ୍କୁ ଟଣାଓଟରା କରିଥିଲେ।

ତେବେ ଡ୍ୟାନ୍ସ ସରିବା ପରେ ପିହୁ ନିଜ ଭୁଲ୍‌ ମାନିବା ବଦଳରେ ନାଲି ଆଖି ଦେଖାଇ ଥିଲେ। ଆଉ ମାଇକ୍ରୋଫୋନ୍‌ ଧରି କହିଥିଲେ ଯେ ଏଠାରେ କାହାରି କିଛି ଅସୁବିଧା ହେଉନାହିଁ। ତୁମକୁ ଯଦି ଅସୁବିଧା ହେଉଛି ତୁମେ ଷ୍ଟେଜ୍‌ ପଛକୁ ଚାଲିଯାଅ। ଏହା ପରେ ଯାତ୍ରା ଆୟୋଜକମାନେ ତାଙ୍କୁ ଷ୍ଟେଜ୍‌ଠାରୁ ଦୂରକୁ ନେଇଯାଇଥିଲେ। ଏତେ ନି-ନ୍ଦା ପରେ ଏବେ ବୃଦ୍ଧ ଜଣକ ନ୍ୟା-ୟ ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.