“ମୁଁ ୨୪ ଘଣ୍ଟା ମଧ୍ୟରେ ଶେଷ କରିଦେବି ଋଷିଆ-ୟୁକ୍ରେନ ଯୁ-ଦ୍ଧ” । କିଏ ଦେଲେ ଏଭଳି ବ-ୟାନ ଜାଣନ୍ତୁ ।

0

Get real time updates directly on you device, subscribe now.

ତେବେ ଏହାରି ମଧ୍ୟରେ ଋଷିଆ-ୟୁକ୍ରେନ ଯୁ-ଦ୍ଧକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବଡ଼ ବ-ୟାନ ଆସିଛି । ସେ କହିଛନ୍ତି ଯେ ଏହି ବିନାଶକାରୀ ଯୁ-ଦ୍ଧକୁ ଦିନକରେ ଶେଷ କରି ଦେଇଥାନ୍ତେ। ଟ୍ରମ୍ପ ‘କଞ୍ଜରଭେଟିଭ ପଲିଟିକାଲ ଆକ୍ସନ କନଫରେନସ୍’ (ସିପିଇସି)କୁ ସମ୍ବୋଧିତ କରି ଏହା କହିଥିବା ବେଳେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲ-ଢିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି

ସେତାଙ୍କ ରିପବ୍ଲିକାନ ପାର୍ଟିର ପ୍ରଭୁତ୍ୱକୁ ପୁଣି ଥରେ କାୟମ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଗାର୍ଡିଆନ ରି-ପୋର୍ଟ ଅନୁସାରେ ଟ୍ରମ୍ପ ପୁରା ୧୦୦ ମିନିଟ୍‌ର ଭାଷଣ ଦେଇଛନ୍ତି । ଋଷ-ୟୁକ୍ରେନ ଯୁ-ଦ୍ଧ ଏପର୍ଯ୍ୟନ୍ତ ସମାପ୍ତ ହୋଇ ପାରିନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ।

ଏହି ଯୁ-ଦ୍ଧ ସମୟରେ ସମାପ୍ତ ହୋଇନଥିବାରୁ ତୃତୀୟ ବିଶ୍ୱଯୁ-ଦ୍ଧ ନେଇ ମଧ୍ୟ ଆ-ଶଙ୍କା କରିଛନ୍ତି । ତେବେ ସେ ଏପରି ହେବାକୁ ଦେବେ ନାହିଁ ବୋଲି ଦୃଢ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଏହି ଯୁ-ଦ୍ଧର ସମାଧାନ ନିମନ୍ତେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭଲରେ ଭେଟିଥାନ୍ତେ ଓ ପୁଟିନ ନିଶ୍ଚିତ ତାଙ୍କର କଥା ଶୁଣିଥାନ୍ତେ ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକାର ଅସଫଳ ପ୍ର-ତ୍ୟାହା-ର କାରଣରୁ ୟୁକ୍ରେନ ଉପରେ ଆକ୍ର-ମଣ ଲାଗି ଋଷିଆ ସାହାସ ପାଇଛି । ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ତୃତୀୟ ବିଶ୍ୱଯୁ-ଦ୍ଧ ହେବା କିଛି ଅସମ୍ଭବ ନୁହେଁ ।

ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଁ ଜଣେମାତ୍ର ପ୍ରାର୍ଥୀ ଯିଏ ତୃତୀୟ ବିଶ୍ୱଯୁ-ଦ୍ଧକୁ ରୋକିଦେବ ବୋଲି ଦାବି କରିପାରେ ବୋଲି କହିଛନ୍ତି । ଭାଷଣରେ ଟ୍ରମ୍ପ ବାଇଡେନ ପ୍ରଶାସନର ନୀତିଗୁଡିକୁ ସମାଲୋଚନା କରିବା ସହ ଏହା ଆମ ଦେଶ ଲାଗି ଇତିହାସର ଏହା ସବୁଠୁ ବିପ-ଦଜନକ ସମୟ ବୋଲି କହିଛନ୍ତି ।

ତେବେ ବନ୍ଧୁଗଣ ସୂଚନାଯୋଗ୍ୟ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ-ଦ୍ଧକୁ ଗୋଟିଏ ବର୍ଷ ପୂରଣ ହୋଇସାରିଛି । ଆଜକୁ ଠିକ ବର୍ଷେ ତଳେ ଆରମ୍ଭ ହୋଇଥିବା ଯୁ-ଦ୍ଧ ଏପର୍ଯ୍ୟନ୍ତ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରିନାହିଁ । ୨୦୨୧ ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁ-ଦ୍ଧ ଏହାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରୁଛି । ଋଷିଆ-ୟୁକ୍ରେନ ଯୁ-ଦ୍ଧ କାରଣରୁ ବିଶ୍ୱ ଏବେ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇସାରିଛି ।

Leave A Reply

Your email address will not be published.