ଗି-ରଫ ହେବେ କି ପୁଟିନ? ୱା-ରେଣ୍ଟ ଜାରି କଲା ଇଣ୍ଟରନେସନାଲ କ୍ରିମିନାଲ କୋର୍ଟ

0

Get real time updates directly on you device, subscribe now.

ଋଷ ଓ ୟୁକ୍ରେନ ଦୁଇଟି ଦେଶ ମଧ୍ୟରେ ବହୁତ୍ ସଂଘିନ୍ ହୋଇଯାଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ଶ-ତ୍ରୁତା ସହ ତି-କ୍ତତା ଏତେ ମାତ୍ରାରେ ବଢ଼ିଯାଇଥିଲା ଯାହା ପାଇଁ ଦୁହିଁଙ୍କ ମଧ୍ୟରେ ଯୁ-ଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ଏବେ ମଧ୍ୟ ଚାଲିଛି । ଦୁଇ ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ମଧ୍ୟ ଯୁ-ଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନୁହଁନ୍ତି ।

ଏହି ସମୟରେ, ୟୁକ୍ରେନରେ ଯୁ-ଦ୍ଧ ଅପ-ରାଧ ପାଇଁ ଋଷର ରାଷ୍ଟ୍ରପତି ପୁଟିନଙ୍କ ନାମରେ ଇଣ୍ଟରନେସନାଲ କ୍ରିମିନାଲ କୋର୍ଟ ଗି-ରଫ ୱା-ରେଣ୍ଟ ଜାରି କରିଛି ଯାହା ଦ୍ଵାରା ଏମିତି ଲାଗୁଛି କି ପୁଟିନ କୋର୍ଟର ଦ୍ବାରସ୍ଥ ହେବା ସହ ହାଜତକୁ ମଧ୍ୟ ଯାଇପାରନ୍ତି।

ଏହି ଅଦା-ଲତ କହିଛି ଯେ ୟୁକ୍ରେନର ଅଧିକୃତ ଅଞ୍ଚଳରୁ ରୁଷିଆ ଫେଡେରେଶନକୁ ଲୋକଙ୍କୁ ବେଆ-ଇନ ସ୍ଥାନାନ୍ତର ଓ ଯୁ-ଦ୍ଧ ଅପ-ରାଧ ପାଇଁ ଋଷର ରାଷ୍ଟ୍ରପତି ପୁଟିନ ହିଁ ଦାୟୀ ।ଋଷ ର ପଡ଼ୋଶୀ ଦେଶ ୟୁକ୍ରେନ ଦ୍ୱାରା କରାଯାଇଥିବା ଏପରି ଅତ୍ୟା-ଚାର ଅଭି-ଯୋଗକୁ ଋଷ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି ।

ଅନ୍ତର୍ଜାତୀୟ ଅପ-ରାଧିକ କୋର୍ଟର ପ୍ରି-ଟ୍ରାଏଲ୍ ଚାମ୍ବର-୨ ପୁଟିନଙ୍କ ସମେତ ଦୁଇ ଜଣଙ୍କୁ ଗି-ରଫ ୱା-ରେଣ୍ଟ ୟୁକ୍ରେନ ତରଫରୁ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଦ୍ୱିତୀୟ ନାମ ହେଉଛି ମାରିଆ ଆଲେକ୍ସେଭେନା ଲଭୋଭା-ବେଲୋଭା । ଅଦା-ଲତ ଦର୍ଶାଇଛନ୍ତି ଯେ ୨୪ ଫେବୃଆରୀ ୨୦୨୨ ରେ ଋଷର ଆକ୍ର-ମଣ ଆରମ୍ଭରୁ ୟୁକ୍ରେନ ଅଧିକୃତ ଅଞ୍ଚଳରେ ଏହି ଅପ-ରାଧ କରାଯାଇଥିଲା

କୋର୍ଟ କହିଛନ୍ତି ଯେ ପୁଟିନ ସିଧାସଳଖ, ଅନ୍ୟମାନଙ୍କ ସହ ମିଶି କରି ମିଳିତ ଭାବରେ ଏପରି କାର୍ଯ୍ୟ କରିବା ପାଇଁ ବ୍ୟକ୍ତିଗତ ଅପ-ରାଧିକ ଦାୟିତ୍ୱ ବହନ କରିଛନ୍ତି । ଅନ୍ତର୍ଜାତୀୟ ଅପରାଧିକ କୋର୍ଟ କହିଛନ୍ତି ଯେ ଋଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶିଶୁ ଅଧିକାର କମିଶନର ମାରିଆ ଆଲେକ୍ସାଇଭନା ଲଭୋଭା-ବେଲୋଭା ଶିଶୁଙ୍କୁ ନିଜ ଦେଶରୁ ବେଆଇନ ଭାବରେ ବିତାଡିତ ତଥା ବେଆଇନ ହସ୍ତାନ୍ତର ଯୁ-ଦ୍ଧ ଅପ-ରାଧ ପାଇଁ ଦାୟୀ ବୋଲି ଅଭି-ଯୋଗ ହୋଇଛି ।

ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ଫେବୃଆରୀରୁ ୟୁକ୍ରେନ ଓ ଋଷ ମଧ୍ୟରେ ଯୁ-ଦ୍ଧ ଚାଲିଛି । ୟୁକ୍ରେନ ବାରମ୍ବାର ଋଷକୁ ଯୁ-ଦ୍ଧ ଅପ-ରାଧ ବୋଲି ଅଭିହିତ କରିଛି ।

ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସୋମବାର ଦିନ ଠାରୁ ଋଷ ଗସ୍ତ କରିବାକୁ ଯାଉଛନ୍ତି ।ଏହି ସମୟ ମଧ୍ୟରେ ସେ ଭ୍ଲାଦିମିର ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ଓ ୟୁକ୍ରେନରେ ଯୁ-ଦ୍ଧ ବନ୍ଦ କରିବାକୁ ଶାନ୍ତି ଆଲୋଚନା ପାଇଁ ଦୁଇ ଦେଶ ମଧ୍ୟରେ ଶାନ୍ତିର ବାର୍ତ୍ତା ମଧ୍ୟ ପ୍ରୟୋଗ କରିପାରନ୍ତି ।

ଏଥି ସହିତ ସି ଜିନପିଙ୍ଗ- ପୁଟିନ ବୌଠକ ପୂର୍ବରୁ ଆମେରିକା କହିଛି ଯେ ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂ-ଘନ ଡାକରାକୁ ବି-ରୋଧ କରିବ କାରଣ ୟୁକ୍ରେନ ଅ-ସ୍ତ୍ର ବିରତି ଉଲଂ-ଘନ କରୁନାହିଁ ଯାହା ପାଇଁ ଋଷ୍ ମଧ୍ୟ ଅ-ସ୍ତ୍ର ଛାଡୁନାହିଁ ଯାହା ପାଇଁ ଦୁଇ ଦେଶଙ୍କ ମଧ୍ୟ ରେ ଯୁ-ଦ୍ଧ ଲାଗିରହିଛି ଯାହା କମିବାର ନାମ ନେଉନାହିଁ ,ଏବଂ ମଝିରେ ଏହା ଉପରମୁହା ହେଉଛି ଯାହା ପାଇଁ ଦୁହେଁ ଦୁହିଁଙ୍କୁ ଯୁ-ଦ୍ଧ ପାଇଁ ମଧ୍ୟ ଆହ୍ଵାନ ଦେଉଛନ୍ତି।

Leave A Reply

Your email address will not be published.