ଗରମ ଦିନ ଆସିବା ପୂର୍ବରୁ ଫ୍ଲିପକାର୍ଟ ସେଲରେ କିଣନ୍ତୁ ଶସ୍ତା AC, ନଚେତ ପରବର୍ତ୍ତୀ ସମୟରେ ବଢ଼ିଯିବ ଏହାର ଦର

0

Get real time updates directly on you device, subscribe now.

ଗରମ ସମୟ ଚାଲୁଛି ଓ ବହୁତ ଜଲଦି ଆପଣଙ୍କୁ ଗରମ ଅନୁଭବ ହେବାକୁ ଯାଉଛି। ଭଲ ହେବ ଆପଣ ପ୍ରଥମରୁ ହିଁ ନିଜର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ। ଯେଉଁଥିରେ ଗରମ ସିଜିନ ଆସିଲେ ଆପଣଙ୍କୁ ମହଙ୍ଗା ଜିନିଷ ଯେପରି କିଣିବାକୁ ନପଡ଼େ। Flipkart ରେ ଚାଲିଥିବା Sale ଉପରେ ଆପଣ Discount ସହିତ EMi ଉପରେ ନୂଆ split inverter AC ବହୁତ ଭଲ ଦରରେ ମିଳିଯିବ। ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଜିନିଷ ସାମିଲ ରହିଛି।

MarQ ର 1 ଟନ ର split inverterକୁ ଆପଣ ଫ୍ଲିପକାର୍ଟ ସେଲରେ 23,990 ଟଙ୍କା ଦେଇ କିଣିପାରିବେ। 3 ଷ୍ଟାର ବାଲା ଏହି split AC auto restart ଅପ୍ସନ ସହିତ ଆସିଥାଏ। ଏଥିରେ ଆପଣଙ୍କୁ ସ୍ଲିପ ମୋଡ଼ ମଧ୍ୟ ମିଳିଥାଏ। ଯାହାକି ଆପଣଙ୍କ ଶୋଇବା ସମୟରେ ଅଟୋମାଟିକ ତାପମାତ୍ରାକୁ ଆଡ଼ଜଷ୍ଟ କରିପାରିବ। ଏହାକୁ ଆପଣ କେବଳ 832 ଟଙ୍କାର EMI ଜରିଆରେ କିଣିପାରିବେ। ଏହାସହ ଏହା ଉପରେ 1500 ଟଙ୍କାର Discount Pnb ମଧ୍ୟ ମିଳିଥାଏ।

CARRIER AC କୁ ମଧ୍ୟ ଆପଣ ଏହି ଥଣ୍ଡା ଦିନରେ କିଣିପାରିବେ। 1 TON ଓ 3 ଷ୍ଟାର ବାଲା CARRIER split AC 25,999 ଟଙ୍କାରେ Flipkart sale ରେ ପାଇପାରିବେ। ଏଥିରେ ଆପଣଙ୍କୁ 10 ପ୍ରତିଶତ ଡ଼ିସ୍କାଉଣ୍ଟ ମଧ୍ୟ Pnb ବ୍ୟାଙ୍କ ତରଫରୁ ମିଳିଯାଉଛି। ଏଥିରେ ଆପଣ 2,889 ଟଙ୍କାର low cost EMI ରେ କିଣିପାରିବେ।

Daikin ର ଗୋଟିଏ ଟନ ର 3 ଷ୍ଟାର split AC 29,600 ଟଙ୍କାରେ ମିଳୁଛି। AC ଉପରେ 10 ପ୍ରତିଶତର ଡିସ୍କାଉଣ୍ଟ PNB କାର୍ଡ଼ ଉପରେ ମିଳୁଛି। ଏଥିରେ ଆପଣଙ୍କୁ ଅଟୋ ରିଷ୍ଟାର୍ଟ ଓ ସ୍ଲିପ ମୋଡ଼ର ଅପ୍ସନ ମିଳିଥାଏ। ଏହାକୁ ଆପଣ କେବଳ 4,934 ଟଙ୍କାର low cost Emi ରେ କିଣିପାରିବେ।

ONIDA ର ଏହି Ac ଏକ ଭଲ ଅପ୍ସନ ଅଟେ। ଏହି Ac ଆପଣଙ୍କୁ 26,999 ଟଙ୍କାରେ ମିଳିଥାଏ। ଏହାକୁ ଆପଣ ଡିସ୍କାଉଣ୍ଟ ଓ EMI ରେ କିଣିପାରିବେ। ଏହି Ac ଉପରେ 10 ପ୍ରତିଶତ ଟଙ୍କାର ଡିସ୍କାଉଣ୍ଟ PNB କାର୍ଡ଼ ଉପରେ ମିଳୁଛି। ଏହାକୁ ଆପଣ 936 ଟଙ୍କାର EMI ଉପରେ କିଣିପାରିବେ।

Blue Star Ac ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ଅଟେ। ଏହାର 0.8 Ton ଓ 3 ଷ୍ଟାର split inverter Ac ଆପଣଙ୍କୁ 27,990 ଟଙ୍କାରେ ମିଳେ। ଏଥିରେ ଆପଣଙ୍କୁ 10 ପ୍ରତିଶତ ଟଙ୍କାର ଡିସ୍କାଉଣ୍ଟ ପଞ୍ଜାବ ନ୍ୟାଶନାଲ କାର୍ଡ଼ରେ ମିଳିଥାଏ। ଏହାକୁ ଆପଣ 2,333 ଟଙ୍କାର ନୋ କଷ୍ଟ Emi ରେ କିଣିପାରିବେ।

Leave A Reply

Your email address will not be published.