ବଡ ଭଉଣୀର ବାହାଘର ପାଇଁ ଗହଣା ବନେଇଲେ ଗରିବ ବାପା, କିନ୍ତୁ ବୟପ୍ରେଣ୍ଡ ସହ ଚୋରି କରି ଫେରାର ହୋଇଗଲା ସାନ ଝିଅ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୁହନ୍ତି ପ୍ରେମ ଅନ୍ଧ ହୋଇଥାଏ | ଏହି ପ୍ରେମର ଚକରରେ ଲୋକମାନେ ନିଜ ହୋସ୍ ହରେଇ ବସନ୍ତି | ସୀମା ତ ସେତେବେଳେ ପାର ହୁଏ ଯେତେବେଳେ ଲୋକମାନେ ପ୍ରେମ ପାଇଁ ନିଜ ଲୋକଙ୍କ ସହ ବିଶ୍ୱାସଘାତକତା କରନ୍ତି | ବାପା-ମାଆ ଙ୍କ ସମ୍ମାନକୁ ପଛରେ ପକାଇ ଖରାପ କାମ କରନ୍ତି | ଏବେ ଆପଣମାନେ ହରିୟାଣାର ସୋନିପାତ ଜିଲ୍ଲାର କୁଣ୍ଡଲି ଗାଁର ଏହି ମାମଲାକୁ ହିଁ ଦେଖିନିଅନ୍ତୁ | ଏଠାରେ ଜଣେ ଝିଅ ନିଜ ବୟପ୍ରେଣ୍ଡଙ୍କ ସହ ମିଶି ନିଜ ପରିବାରକୁ ହିଁ ଠକିଥିଲେ |

ନିଜ ଘରୁ ହିଁ ଚୋରି କଲେ ଝିଅ :-

କୁଣ୍ଡଲିରେ ରହୁଥିବା ଜଣେ ଗରିବ ବାପାଙ୍କ ଆଖିରୁ ସେତେବେଳେ ଲୁହ ଝରିଥିଲା ଯେତେବେଳେ ତାଙ୍କ ନିଜ ଝିଅହିଁ ତାଙ୍କୁ ଲୁଟି ନେଇଥିଲେ | ବାପା କହିଥିଲେ ଯେ କିଛି ଦିନ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କର ବାହାଘର ସ୍ଥିର ହୋଇଥିଲା | ଘରେ ବାହାଘରର ପ୍ରସ୍ତୁତି ଚାଲିଥିଲା | ବହୁତ କଷ୍ଟରେ ସେ ଝିଅର ବିବାହ ପାଇଁ ଗହଣା ଆଉ ପଇସାର ବ୍ୟବସ୍ଥା କରିଥିଲେ | କିନ୍ତୁ ସାନ ଝିଅ ସେ ସବୁକୁ ଚୋରି କରି ଫେରାର ହୋଇଗଲା |

ବୟପ୍ରେଣ୍ଡ ସହ ମିଶିକି ବାନେଇଲେ ପ୍ଲାନ :-

ସୀମା ତ ସେତେବେଳେ ପର ହୋଇଗଲା ଯେତେବେଳେ ଯେତେବେଳେ ପୀଡିତାଙ୍କ ପିତାଙ୍କ ସାନ ଝିଅ ତାଙ୍କ ବୟପ୍ରେଣ୍ଡ ଦାନିଶଙ୍କ ସହ ଏହି ଘଟଣା ଘଟାଇଥିଲା | ତାଙ୍କୁ ତାଙ୍କର ଏହି କାମରେ ରାହେଶ ନାମକ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରିଥିଲେ | କୁହାଯାଏ ଯେ ଆରୋପି ଝିଅଙ୍କର ବୟପ୍ରେଣ୍ଡ ତାଙ୍କର ପରିଚିତ ବୋଲି | ଏବେ ଝିଅର ଏହି କର୍ତ୍ତୃତ ପାଇଁ ଦୁଃଖୀ ବାପା ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି | ସିଏ ଝିଅ, ଝିଅର ବୟପ୍ରେଣ୍ଡ ଆଉ ତାଙ୍କ ସାଙ୍ଗ ଙ୍କ ଉପରେ ଚୋରିର ଅଭିଯୋଗ ଲଗେଇଛନ୍ତି |

ଲକ୍ଷ ଲକ୍ଷ ଟଙ୍କା ଆଉ ସୁନା-ରୂପାର ଗହଣା ନେଇ ଚାଲିଗଲେ :-

ବାପା ପୋଲିସଙ୍କୁ କହିଛନ୍ତି ଯେ ତାଙ୍କ 22 ବର୍ଷର ଝିଅ 2.70 ଲକ୍ଷ ଟଙ୍କା ନଗଦ, ସୁନା ଚେନ୍, କାନଫୁଲ, ରିଙ୍ଗ,ପାଉଁଜି, ମଙ୍ଗଲସୁତ୍ର ଆଉ ଅନ୍ୟାନ୍ୟ ଅଳଙ୍କାର ନେଇ ଘରୁ ଫେରାର ହୋଇଯାଇଛି | ବାପା ଏହା ମଧ୍ୟ କହିଛନ୍ତି ଆମେ ଆମ ସ୍ତରରେ ଝିଅକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଲୁ, କିନ୍ତୁ ହାତରେ କୌଣସି ପ୍ରମାଣ ଲାଗିଲା ନାହିଁ, ସେଥିପାଇଁ ଆମେ ହାରି ଯାଇ ଆପଣଙ୍କ ପାଖକୁ ଆସିଛୁ |

ପୋଲିସ କରୁଛି ଖୋଜାଖୋଜି :-

ବରହାଲ କୁଣ୍ଡଲି ପୋଲିସ ପୀଡିତାଙ୍କ ବାପାଙ୍କ ଅଭିଯୋଗରେ ଏକ ମାମଲା ଦର୍ଜ କରିନେଇଛି | କୁଣ୍ଡଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ରବି କୁମାର କହିଛନ୍ତି ଯେ ପରିଜନମାନେ ନିଜ ଛୋଟ ଝିଅ ଆଉ ଡକ୍ଟର ଲୋକମାନଙ୍କୁ ନଗଦ ଟଙ୍କା ଆଉ ଆଭୂଷଣ ଚୋରି କରିଥିବାର ଆରୋପ ଲଗେଇଛନ୍ତି | ଆମେ ଆରୋପିମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛୁ | ସେମାନଙ୍କ ମୋବାଇଲ୍ ଲୋକେସନରୁ ତାଙ୍କୁ ଟ୍ରେସ କରିବାର ଚେଷ୍ଟା କରୁଛୁ | ଖୁବ୍ ଶୀଘ୍ର ସମସ୍ତ ଆରୋପି ପୋଲିସର ହେପାଜତରେ ଥିବେ |

ଏହା ବହୁତ ଦୁଃଖ ଘଟଣା କି ଗୋଟେ ଝିଅ ନିଜ ଗରିବ ବାପାଙ୍କ ଘର ହିଁ ଲୁଟିନେଲେ | ବର୍ତ୍ତମାନ,ବାପାଙ୍କ ଚିନ୍ତା ହେଉଛି ଏହା ଯେ କିପରି ତାଙ୍କ ବଡ଼ ଝିଅର ବାହାଘରରେ ସେ ପୁଣି ପଇସା ଆଉ ଗହଣାର ବ୍ୟବସ୍ଥା କିପରି କରିବେ |

Leave A Reply

Your email address will not be published.