Amazon Pay Balance ରେ ଜିତନ୍ତୁ 20 ହଜାର ଟଙ୍କାର ପୁରସ୍କାର, କେବଳ ଘରେ ବସି କରନ୍ତୁ ଏହି କାମ

0

Get real time updates directly on you device, subscribe now.

ଆଜି ଆପଣ Amazon Pay Balance ରେ 20,000 ଟଙ୍କା ଜିତିପାରିବେ । ଏଥିପାଇଁ ଆପଣଙ୍କୁ ବହୁତ୍ ସହଜ କାମ କରିବାକୁ ପଡ଼ିବ । ଆପଣଙ୍କୁ କେବଳ ପାଞ୍ଚଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । Amazon Quiz ମାଧ୍ୟମରେ ଆପଣ ଏହି ପୁରସ୍କାର କୁ ଜିତିପାରିବେ ।

ଆପଣଙ୍କୁ କହୀରଖୁଛୁ ଯେ Amazon ରେ ପ୍ରତିଦିନ Quiz ର ଆୟୋଜନ କରାଯାଇଥାଏ । ଏଥିରେ ଜଣେ ଲକି ୱିନରକୁ ପୁରସ୍କାର ଦିଆଯାଇଥାଏ । ଆପଣ ଫେବୃଆରୀ 9 ତାରିଖରେ ପୁରସ୍କାର ରାଶି 20,000 ଟଙ୍କା ରଖାଯାଇଛି । ଆପଣ ଯଦି ପାଞ୍ଚଟି ପ୍ରଶ୍ନର ସଠିକ ଉତ୍ତର ଦେଇଦେବେ, ତେବେ ଆପଣ ପୁରସ୍କାର ଜିତିବା ପାଇଁ ଏଲିଯିବଲ୍ ହୋଇପାରିବେ ।

ବିଜେତାଙ୍କୁ ଲକି ଡ୍ର ମାଧ୍ୟମରେ ସ୍ଥିର କରାଯାଇଥାଏ । ଆପଣଙ୍କୁ ଏଠାରେ ପୁରା ପ୍ରୋସେସ କହୁଛୁ । କ୍ୱିଜ୍ ଖେଳିବା ପାଇଁ ଆପଣଙ୍କ ଫୋନରେ Amazon ଆପ ଥିବା ଆବଶ୍ୟକ । ଆପଣ ଏହାକୁ ଆପଲ ଆପ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋର ରୁ ଡାଉନଲୋଡ କରିପାରିବେ ।

ଏହାପରେ ଆପ ରେ ଲଗିନ କରନ୍ତୁ । ଲଗିନ୍ କରିବାପରେ ଆପଣଙ୍କୁ ଫନ୍ ସେକ୍ସନକୁ ଯିବାକୁ ପଡିବ । ଏହାକୁ ଆପଣ ଆପରେ ସର୍ଚ୍ଚ କରି ମଧ୍ୟ ଓପନ କରିପାରିବେ । ଫନ ସେକ୍ସନ ରେ ଆପଣଙ୍କୁ ଡେଲି କ୍ଵିଜକୁ ଯିବାକୁ ପଡିବ । ଆଜିର ବିଜେତା ଙ୍କ ଘୋଷଣା କାଲି କରାଯିବ ।

ଏଠାରେ ଆପଣଙ୍କୁ ଆଜିର ସବୁ ପ୍ରଶ୍ନର ସଠିକ୍ ଉତ୍ତର କହୁଛୁ । ଆପଣ କ୍ଵିଜ୍ ରେ ଏହି ପ୍ରଶ୍ନଗୁଡିକର ଜବାବ ଦେଇ ୱିନର ହେବାପାଇଁ ଏଲିଯିଭଳ ହୋଇପାରେ ।

1. Harmanpreet Kaur and Jemimah Rodrigues are both playing for which franchise in the Women’s Big Bash League 2021?

ଉତ୍ତର – Melbourne Renegades

2. Ben Whishaw plays which famous character in the James Bond movie ‘No Time to Die’ ?

ଉତ୍ତର – Q

3. Born on 19th November 1828, Manikarnika married Gangadhar Rao, who was the Maharaja of which kingdom?

ଉତ୍ତର – Jhansi

4. This is the Erasmus Bridge found in which European city?

ଉତ୍ତର – Rotterdam

5. This is a Red Curry Noodle Soup prepared in the style of which cuisine?

ଉତ୍ତର – Thai cuisine ।

Leave A Reply

Your email address will not be published.