Amazon ଆପରେ ଏହି ଛୋଟ କାମ କରି ଜିତିପାରିବେ ୧୦୦୦ ଟଙ୍କା, ମିଳୁଛି ସୁବର୍ଣ୍ଣ ସୁଯୋଗ,ଦେଖନ୍ତୁ କଣ କରିବାକୁ ପଡିବ ?

0

Get real time updates directly on you device, subscribe now.

Amazon App Quiz February 7, 2022 : ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଡେଲି ଆପ କ୍ୱିଜର ନୁଆଁ ଅଡିସନ ଆରମ୍ଭ ହୋଇଯାଇଛି | ଅନଲାଇନ ସପିଙ୍ଗ ପ୍ଲାଟଫର୍ମ Amazon ଆଜି ନିଜ Quiz ରେ ଆମାଜନ ପେ ବାଲାନ୍ସରେ ୧୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି | ଏହି କ୍ୱିଜ ଆମାଜନର ମୋବାଇଲ ଆପରେ ରହିଛି | ସୂଚନା ପାଇଁ କହିରଖୁଛୁ ଯେ ଏହି ଡେଲି କ୍ୱିଜ ପ୍ରତିଦିନ ସକାଳ ୮ଟା ସମୟରେ ଆରମ୍ଭ ହୋଇଥାଏ ଏବଂ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥାଏ | କ୍ୱିଜରେ ସାଧାରଣ ଜ୍ଞାନ ଏବଂ କରେଣ୍ଟ ଅଫେୟର୍ସର ପାଞ୍ଚଟି ପ୍ରଶ୍ନ ଥାଏ |

ଏହିପରି ଅନେକ ଗୁଡିଏ ପୁରସ୍କାର ଜିତିବାପାଇଁ ଆପଣଙ୍କୁ କ୍ୱିଜରେ ପଚରା ଯାଇଥିବା ସବୁ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ | କ୍ୱିଜ ସମୟରେ ପଚରା ଯାଇଥିବା ପ୍ରତି ପ୍ରଶ୍ନରେ ଚାରୋଟି ଅପସନ ଦିଆଯାଇଥାଏ | ଆଜିର କ୍ୱିଜ ବିଜେତାଙ୍କ ନାମ ଫେବୃଆରୀ ୯ତାରିଖରେ ଘୋଷଣା କରାଯିବ | ତାକୁ ଲକି ଡ୍ର ମାଧ୍ୟମରେ ବଛାଯିବ |

କେମିତି ଖେଳିବେ Quiz ?

– ଯଦି ଆପଣଙ୍କ ଫୋନରେ Amazon App ନାହିଁ, ତେବେ କ୍ୱିଜ ଖେଳିବାପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହାକୁ ଡାଉନଲୋଡ଼ କରିବାକୁ ପଡିବ |

– ଡାଉନଲୋଡ଼ ଏବଂ ଇନଷ୍ଟଲ କରିବାପରେ ଆପଣଙ୍କୁ ଏହି ସାଇନ ଇନ କରିବାକୁ ପଡିବ |

– ଏହାପରେ ଆପକୁ ଓପନ କରନ୍ତୁ ଏବଂ ହୋମ ସ୍କ୍ରିନକୁ ତଳକୁ ସ୍କ୍ରୋଲ କରନ୍ତୁ | ଯେଉଁଠାରେ ସବୁଠାରୁ ତଳେ ଆପଣଙ୍କୁ ‘Amazon Quiz ‘ ର ବ୍ୟାନର ମିଳିବ |

ଆମେ ଏଠାରେ ଆଜିର କ୍ୱିଜର ପାଞ୍ଚଟି ପ୍ରଶ୍ନ ଏବଂ ଏହାସହିତ ସେଗୁଡିକର ଉତ୍ତର ମଧ୍ୟ ଆପଣଙ୍କୁ କହୁଛୁ | ତେଣୁ ଯାଆନ୍ତୁ ଖେଳନ୍ତୁ ଏବଂ ଜିତନ୍ତୁ ୧୦୦୦ Amazon Pay Balance |

ପ୍ରଶ୍ନ ୧ : After a hiatus of 5 years, which famous singer recently released a single titled ‘Easy on Me’?

ଉତ୍ତର : (A) Adele

ପ୍ରଶ୍ନ ୨ : In 1996, the UN General Assembly adopted Resolution 51/95 proclaiming 16th November as the International Day for what?

ଉତ୍ତର : (B) Tolerance.

ପ୍ରଶ୍ନ ୩ : Playing in her first Masters 1000 final at Indian Wells, Paula Badosa from which country, recently beat Victoria Azarenka?

ଉତ୍ତର : (C) Spain.

ପ୍ରଶ୍ନ ୪ : This is a view of Male, the capital of which country?

ଉତ୍ତର : (B) Maldives.

ପ୍ରଶ୍ନ ୫ : What is this drink called?

ଉତ୍ତର : (A) Sangria |

Leave A Reply

Your email address will not be published.