“ପୋଲିସ ବାଲେ” ଜିପକୁ ଦେଉଥିଲେ ଧକ୍କା,ଏହି ସମୟରେ ହେଲା ଦେଶୀ କମେଣ୍ଟ୍ରି,ଆଉ ଜିତିନେଲା ଲୋକଙ୍କ ହୃଦୟ,ଦେଖନ୍ତୁ ମଜାଦାର ଭିଡିଓ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଗୋଟିଏ ଠାରୁ ବଢି ଆଉ ଗୋଟିଏ ମଜାଦାର ଭିଡିଓ ଦେଖିବାକୁ ମିଳେ କାରଣ ଏହି ମଜାଦାର ଭିଡିଓକୁ ଦେଖିବାପରେ ଜୀବନରେ ଦୁଃଖ ହ୍ରାସ ପାଇଯିବ|ଯାହାକୁ ଦେଖିବାପରେ ଆମେ ନିଶ୍ଚିତ ହସି ଉଠିବା|ଏଵେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲା ପରେ ହସିହସି ଗଡିଯିବେ|ଭିଡିଓ ତ ବଡ କିନ୍ତୁ ବ୍ୟାକଗ୍ରାଉଣ୍ଡରେ ହେଉଥିବା କମେଣ୍ଟ୍ରି ଏହାକୁ ମଜାଦାର ବନାଉଛି|

ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ ଯେ ଗୋଟିଏ ପୁରୁଣା ଜମାନାର ଜିପ ରହିଛି ଯିଏ ମଝି ରାସ୍ତାରେ ଅଟକି ଯାଇଛି ଏହା ପୋଲିସ ପ୍ରଶାସନର ଜିପ ଅଟେ|ଭିଡିଓର ପଛରୁ ଜଣେ ବ୍ୟକ୍ତି କମେଣ୍ଟ୍ରି କରି କହିଥାଏ , ଦେଖନ୍ତୁ ପ୍ରଶାସନର ଗାଡି ଠେଲା ଯାଉଛି, କୁହନ୍ତୁ ଏହି ଗାଡି କିପରି ଚୋରକୁ ଧରିବ”ଯିଏ ଠେଲାରେ ଷ୍ଟାର୍ଟ ହେଉଛି|ଠେଲନ୍ତୁ ଭଲରେ|ଦେଖନ୍ତୁ ଓ କୁହନ୍ତୁ ଏହା ସବୁ ଚୋରକୁ କିପରି ଧରିବ|

ଏହି ମଜାଦାର ଭିଡିଓକୁ ଟୁଇଟରରେ @ ଉତ୍କର୍ଷ ସିଂ_ ନାମକ ଏକାଉଣ୍ଟ୍ ଦ୍ୱାରା ସେୟାର କରାଯାଇଛି|ଯାହା ସହ ସେ କ୍ୟାପସନରେ
ଲେଖିଛନ୍ତି ଖବର ଶିବାନରୁ ଅଟେ ବାକି ଆପଣ କମେଣ୍ଟ୍ରି ଶୁଣନ୍ତୁ|ଏହି ଭିଡିଓ‌ କ୍ଲିପକୁ ଖବର ଲେଖାଯିବା ପର୍ଯ୍ୟନ୍ତ ୯୨ ହଜାରରୁ ଉର୍ଦ୍ଧ୍ବ ଭିଉ ମିଳିବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

ଏହି ମଜାଦାର ଭିଡିଓ ଲୋକଙ୍କ ଦ୍ୱାରା ବହୁ ପସନ୍ଦ କରାଯାଇଛି|ଫଳରେ ଲୋକମାନେ ମଜାଦାର କମେଣ୍ଟ କରୁଛନ୍ତି|ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି,”ଭିଡିଓ ବହୁତ ଠିକ୍ ଅଟେ”|ଆଉଜଣେ ଲେଖିଛନ୍ତି,ବା ସାର୍ ବା …ମୁଣ୍ଡ ଉଡାଇ ଦେବ”*|ଏହା ବ୍ୟତୀତ ଅନ୍ୟାନ୍ୟ ୟୁଜର ମଧ୍ୟ ମଜାଦାର କମେଣ୍ଟ କରିଛନ୍ତି|

Leave A Reply

Your email address will not be published.